Pramila ମା’ ଜାଣନ୍ତି Sumit ଓ Tapaswini ଙ୍କ ପୁରା ଇତିହାସ ! ସେ କଣ କହିଲେ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବହୁ ଚର୍ଚିତ ତପସ୍ୱିନୀ ସୁମିତ ଘଟଣାରେ ଗତକାଲି ସୁମିତ ଙ୍କ ବ୍ରହ୍ମାନଗର ଅଂଚଳରେ ଥିବା ବାସଭବନ ରେ ଗ୍ରାମବାସୀ ଧସେଇ ପଶିଥିବା ବେଳେ ତପସ୍ୱିନୀ ଘର ଭିତରକୁ ଏଣ୍ଟ୍ରି କରିଥିଲେ I ତେବେ ବହୁ ସଂଖ୍ୟାରେ ଲୋକ ଡାକ୍ତର ସୁମିତ ଙ୍କ ଘରକୁ ଧସେଇ ପଶିବା ସହିତ ଗ୍ରିଲ ଭାଙ୍ଗିବା ଘଟଣାରେ ସୁମିତ ଙ୍କ ବାପା ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ତପସ୍ୱିନୀ ଏବଂ ସମାଜସେବୀ ପ୍ରମିଳା ତ୍ରିପାଠୀ ଙ୍କ ନାମରେ ସେ ଏତଲା ଦେଇଛନ୍ତି ,ଯାହାକୁ ନେଇ ଏବେ ବହୁ ଚର୍ଚା ଲାଗି ରହିଛି I


ତେବେ କଣ ହେବ ଆଗାମୀ ପଦକ୍ଷେପ ? ସୂଚନା ଥାଉ କି ସୁମିତ ଙ୍କ ଘର ଆଗରେ ୧୪୪ ଧାରା ଲାଗୁ ହେଇଛି I ତେବେ ଏହାକୁ ନେଇ ବର୍ତ୍ତମାନ ସମାଜ ସେବୀ ପ୍ରମିଳା ତ୍ରିପାଠୀ ମୁହଁ ଖୋଲିଛନ୍ତି ଏବଂ କହିଛନ୍ତି କି ସବୁ ଆଡେ ବର୍ତ୍ତମାନ ପ୍ରମିଳା ପ୍ରମିଳା ନାମ ଉଠୁଛି । ଗୋଟିଏ ଝିଅ କୁ ତାର ଅଧିକାର ଦେବା ପାଇଁ ମୁଁ ଲଢ଼ୁଛି ହେଲେ ମୋତେ ବଦନାମ କରାଯାଉଛି ।

ତେବେ ସେ କହିଛନ୍ତି କି ତପସ୍ୱିନୀ ମହିଳା କମିଶନଙ୍କ ପାଖକୁ ଯାଇଥିଲେ ଏବଂ ଏକ କମ୍ପ୍ରମାଇଜ ଲେଖା ଦେଇଥିଲେ ହେଲେ ସେମାନେ ବୁଲେଇ ବଙ୍କେଇ ଯେଉଁ କେଶ ରେ ସେ ବେଲ ପାଇଁ ନଥାନ୍ତା ଭ୍ରୁ-ଣ ହତୟା, ଅତୟାଚାର ଆଦି ରେ ତାକୁ ମିଛରେ ମିଶାଇ ଦେବେ କହି କାଗଜ ରେ ଦସ୍ତଖତ କରିଦେଲେ । ଏହା ଏକ ଲଜ୍ଜା ର କଥା ଏବଂ କୁହାଯାଏ କି ଝିଅର ଶତ୍ରୁ ହିଁ ଝିଅ ସେହି ଭଳି କାମ କଲେ ।

ତେବେ ପରେ ସେ କଲେକ୍ଟର ଅଫିସ ଗଲା ଏବଂ ସେଠାରେ ମଧ୍ୟ ତାକୁ ନିରାଶ ହେବାକୁ ପଡିଥିଲା ଏବଂ ବଦଳରେ ଲଜ୍ଜା ଜନକ କଥା ଶୁଣିବାକୁ ମିଳିଥିଲା । ତେବେ ଶେଷ ରେ ସେ ମୋ ପାଖକୁ ଆସିଥିଲା ଆଉ ମୁଁ ତାର ଲଢେଇ ରେ ସାଥ ଦେଲି । ଏହା ଯୋଗୁଁ ମୋ ଉପରେ ଆକ୍ରମଣ ମଧ୍ୟ ହୋଇଛି ଏବଂ ମୋ ଘର ଭାଙ୍ଗିବାର ଧମକ ମଧ୍ୟ ମିଳିଛି ତେବେ ଏବେ ମୋ ନାମ ରେ କେଶ ମଧ୍ୟ କରିଛନ୍ତି ।


ତେବେ ଶେଷ ରେ ପ୍ରମିଳା କହିଥିଲେ କି ଯେପର୍ଯ୍ୟନ୍ତ ସେ ତପସ୍ୱିନୀ ଙ୍କୁ ନ୍ୟାୟ ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ସେ ଏଠାରୁ ହଟିବେ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ଆମ ପାଜକୁ ଲାଇକ ଓ ଫଲୋ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *