‘ତପସ୍ଵିନୀ ଭିକ୍ଟିମ କାର୍ଡ ଖେଳୁଛି ,ପ୍ରମିଳା ଥାର୍ଡ ପାର୍ଟି ସେ କାଇଁ ମୁଣ୍ଡ ପୁରଉଛି ? ସେ ଆମକୁ…’ ନିଜ ଭିଡିଓ ଛାଡି Sumit ଯାହା କହିଲେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ, ବହୁଦିନ ଧରି ଚାଲିଆସୁଥିବା ଡାକ୍ତର ସୁମିତ ଏବଂ ତପସ୍ଵିନୀ ଙ୍କ ବିବାଦ କ୍ରମଶ ବଢିବାକୁ ଲାଗିଛି । ଏହି ବିବାଦ ର ଫଳାଫଳ କଣ ହେବ ତାହା ବର୍ତ୍ତମାନ ଅପେକ୍ଷା ର ବିଷୟ ପାଲଟି ଯାଇଛି । ବିବାହ ଏକ ଏଭଳି ବନ୍ଧନ ଯେଉଁଥିରେ ୨ ଟି ମନ ଗୋଟିଏ ହୋଇଥାଏ । ମାତ୍ର ଆଜିଭଳି ଆଧୁନିକ ଯୁଗରେ ଏହାକୁ ସବୁ ମଜାକ ବନାଇ ରଖି ସାରିଛନ୍ତି । ବନ୍ଧୁତା, ପ୍ରେମ ଏହାପରେ ବିବାହ ଏବଂ ବିଛେଦ ଏହା ବର୍ତ୍ତମାନ ଦୁନିଆର ରୀତି ହୋଇ ସାରିଛି ।

କେତେକ କ୍ଷେତ୍ରରେ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ବୁଝାମଣା ରେ ଛାଡପତ୍ର ହୋଇଯାଉଛି ତ ଆଉ କେତେକ କ୍ଷେତ୍ରରେ ସ୍ଵାମୀ ରାଜି ଥିଲେ ସ୍ତ୍ରୀ ଚାହୁଁନାହାଁନ୍ତି ବିଛେଦ । ଆଜି ଆମ୍ଭେ ଡାକ୍ତର ସୁମିତ ନିଜ ପ୍ରତିକ୍ରିୟା ମି-ଡି-ଆ ସମୁଖରେ ରଖିଥିବା କିଛି ବିଶେଷ କଥା କହିବାକୁ ଯାଉଅଛୁ । ସୁମିତ ଏକ ଭି-ଡି-ଓ ମାଧ୍ୟମରେ କହିଛନ୍ତି ଯେ, କୋର୍ଟ ରେ ସବୁ ସବଜେକ୍ଟ ଥିବା ସତ୍ବେ, ତପସ୍ଵିନୀ କାହିଁକି ଏହିସବୁ ଜିନିଷ କରୁଛନ୍ତି ?

୨ ଜଣ ର ଫ୍ୟାମିଲି ମାଟର ମଝିରେ ୩ ୟ ପର୍ଶନ କାହିଁକି ଇନଭଲ୍ବ ହେଉଛନ୍ତି ଏଥିରେ ? ପ୍ରମିଳା ତ୍ରିପାଠୀ କାହିଁକି ଇନଭଲ୍ବ ହେଉଛନ୍ତି ଏଠି ? ଯଦି କିଛି ମଧ୍ୟ ତପସ୍ଵିନୀଙ୍କର ରାଇଟ ଅଛି ତେବେ ସେ ଏହାକୁ କୋର୍ଟ ରେ ଯାଇ କଣ ପାଇଁ କହୁ ନାହାଁନ୍ତି ? ମାତ୍ର କୋର୍ଟ ର ନିସ୍ପତି ତାଙ୍କ ସପକ୍ଷରେ ନ ଆସିବାରୁ ସେ ରାଜରାସ୍ତା ରେ ଓହ୍ଲାଇ ଡ୍ରାମା କରୁଛନ୍ତି ।

ତପସ୍ଵିନୀ ଏଠି ଭିକ୍ଟିମ କାର୍ଡ ଖେଳୁଛନ୍ତି । ପ୍ରମିଳା ତ୍ରିପାଠୀ ର ଏଥିରେ କଣ ଅଛି ? ସେ ଏତେ କଣ ପାଇଁ କହୁଛନ୍ତି ? ସେ ଆମ୍ଭ ଘର ସମ୍ବନ୍ଧରେ କଣ ଜାଣିଛନ୍ତି ? ପ୍ରମିଳା କଣ ପାଇଁ ଆମ ଘର କଥା ରେ ବାରମ୍ବାର ପଶି ମୁଣ୍ଡ ଖେଳାଉଛନ୍ତି ବୋଲି ବାରମ୍ବାର କହିଥିଲେ ଡାକ୍ତର ସୁମିତ । ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ପ୍ରମିଳା ମା ଙ୍କର ମୁଣ୍ଡ ପୁରାଇବା କଣ ଭୁଲ ?

ଯେ ହେତୁ ସେ ଜଣେ ସମାଜସେବୀ ଝିଅ ମାନଙ୍କୁ ଉଚିତ ନ୍ୟାୟ ଦେବା ତାଙ୍କ କର୍ତବ୍ୟ ସେଥିପାଇଁ ପ୍ରମିଳା ମା ଏହି ପଦକ୍ଷପ ଗ୍ରହଣ କରି ତପସ୍ଵିନୀ ଙ୍କର ସାଥ ଦେଉଛନ୍ତି । ତେବେ ବନ୍ଧୁଗଣ ଏହି ସଂପୂର୍ଣ୍ଣ ମାମଲାରେ ଭୁଲ କାହାର ରହୁଛି ? ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *