‘ସେ ବାହାରେ ରହି ଗୁଣ୍ଡା ପଠଉଛି, ମଦୁଆଙ୍କୁ ପଠାଉଛି, ଘର ସାମ୍ନାରେ ଯେତେବେଳେ ଝିଅ…’ Pramila ମା’ ଯାହା କହିଲେ ଶୁଣିଲେ ଆପଣଙ୍କ ହୋସ ଉଡିଯିବ…ଦେଖନ୍ତୁ Video

ବନ୍ଧୁଗଣ ଦୀପିକା ଆଜିକୁ 8 ଦିନ ହେଲା ନିଜ ପ୍ରେମିକ ଘର ସାମ୍ନାରେ ଧାରଣା ଦେଇ ବସିଛନ୍ତି ହେଲେ ଏ ପର୍ଯ୍ୟନ୍ତ ପ୍ରେମିକ ଦିନେଶଙ୍କର ଦେଖା ଦର୍ଶନ ନାହିଁ । ବନ୍ଧୁଗଣ ଏବେ ଓଡିଶାରେ କିଭଳି ଭାବରେ ବର୍ଷା ହେଉଛି ତାହା ତ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ଆଉ ଏଭଳି ସ୍ଥିତିରେ ଦୀପିକା ନିଜ ପ୍ରେମିକକୁ ପାଇବା ପାଇଁ ବହୁତ କଷ୍ଟ କରୁଛନ୍ତି । ଦିନେଶ ଦୀପିକାଙ୍କୁ ପ୍ରେଗେନେଣ୍ଟ କରି କୁଆଡେ ଚମ୍ପଟ ମାରିଛନ୍ତି ।

ଆଉ ଅନ୍ୟ ପଟେ ଦିନେଶଙ୍କ ପରିବାର ଲୋକ ମଧ୍ୟ ଦୀପିକା ଓ ତାଙ୍କ ନାତିକୁ ଗ୍ରହଣ କରୁ ନାହାନ୍ତି । ହେଲେ ଦୀପିକା ଏବେ ଏକ ନାହାନ୍ତି ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ଅଛନ୍ତି । ପ୍ରମିଳା ଦୀପିକାଙ୍କ ସମର୍ଥନରେ ଛିଡା ହୋଇଛନ୍ତି ଆଉ ଗତ କିଛି ସମୟ ତଳେ ପ୍ରମିଳା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ।

ବନ୍ଧୁଗଣ ପ୍ରମିଳାଙ୍କ କହିବା ମୁତାବକ-‘ଆଜିକୁ 8 ଦିନ ହେଇଗଲା ଝିଅ ବସିଥିଲା ତା ମାର ବ୍ଳାଉଜ ଚିରିକି ତାକୁ ମାଡ ମାରି ତାକୁ ଧକ୍କା ମାରି ବାହାର କରଯାଇଥିଲା ସେ ପର୍ଯ୍ୟନ୍ତ କିଛି କେସ ହୋଇ ନଥିଲା । ତା ମା ନଥିଲା ସମୟରେ କାଲି ଗୋଟେ କଣ କେସ ଦେଇଛନ୍ତି । ହେଲେ କେଉଁ କେସ ଦେଇଛନ୍ତି କାହିଁକି କେସ ଦେଇଛନ୍ତି । ଝିଅକୁ ଧକ୍କା ମାରିଲ ଝିଅ କେସ ଦେବା କଥା ।

ସେତେବେଳ ଠାରୁ ଆଜି ପର୍ଯ୍ୟନ୍ତ ଦେଖା ଦେଉ ନଥିଲେ ଆଉ ଏବେ କେମିତି ହେବ । ବର୍ତ୍ତମାନ କେସ ତା ବାଟରେ କୋର୍ଟ ତା ବାଟରେ ଝିଅ ବସିଛି ତାର ହକ୍ ପାଇଁ ପୁଅର ହକ୍ ପାଇଁ । ସେ ବାହାରେ ବୁଲିକି ଲୋକଙ୍କୁ ପଠେଇଲାଣି ମଦୁଆ ମାନଙ୍କୁ ପଠେଇଲାଣି । ଏ ଘର ସାମ୍ନାରେ ପରିସ୍ରା କରିବା ପାଇଁ ବସିଲେ ସବୁ ଭିଡିଓ କରୁଛନ୍ତି । ଏଗୁଡାକ ଭଲ ନାହିଁ ଆଉ ଝିଅ ଉଠିବ ନାହିଁ ।

ଗରମ ପାଣି ବି ପକେଇ ଥିଲେ । ମୁଁ ଗୋଟେ ବୟସ୍କ ଲୋକ ଝିଅ ଏଠି ଏକୁଟିଆ ବସୁଛି ତେଣୁ ମୁଁ ରାତିରେ ଅଧରେ ଆସି ବୁଲିକି ଯାଉଛି । ଷ୍ଟାଫ ତ ଜଗି ଛନ୍ତି ଆଉ ଏବେ ଭଲ ଷ୍ଟାଫ ଅଛନ୍ତି । ଝିଅକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏଠି ବସି ରହିବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *