ପ୍ରଧାନ ମନ୍ତ୍ରୀ Narendra Modi ଙ୍କ ଗୋଟିଏ ଦିନର ଖାଇବା ଖର୍ଚ୍ଚ କେତେ ? ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧ ଦିନରେ ଖାଇବାରେ କେତେ ଟଙ୍କା ଖର୍ଚ୍ଚ କରନ୍ତି ? ଆପଣ ମାନେ ଏହା ଜାଣିଛନ୍ତି କି ଆସନ୍ତୁ ଏ ନେଇ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ଗୁଜୁରାଟ ର ମୁଖ୍ୟମନ୍ତ୍ରୀ ପଦରୁ ପ୍ରଧାନମନ୍ତ୍ରୀ ବନିଥିବା ମୋଦୀ ଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଭାରତ କଣ ଦୁନିଆର କୋଣ ଅନୁକୋଣରୁ ତାଙ୍କୁ ସମସ୍ତେ ଚିହ୍ନନ୍ତି । ସମର୍ଥକ ମାନଙ୍କ ସମେତ ବିରୋଧୀ ମାନଙ୍କ ନାମ ମଧ୍ୟ ନିଆ ହୋଇଥାଏ ।

ସରକାର ପରିବର୍ତ୍ତନ ହେବା ପରେ ସେ ଦେଶର ଛବି କୁ ସଂପୂର୍ଣ୍ଣ ଭାବରେ ବଦଳାଇ ଦେଇଛନ୍ତି । ଆଜିଭଳି ଦିନରେ କେବଳ ଗୋଟିଏ ନାମ ଆପଣଙ୍କୁ ଶୁଣିବାକୁ ମିଳିବ ତାହା ଆଉ କେହି ନୁହଁନ୍ତି ମାନ୍ୟବର ନରେନ୍ଦ୍ର ମୋଦୀ ଅଟନ୍ତି । ଆପଣ ମାନଙ୍କୁ ଆଜି ଆମ୍ଭେ ପ୍ରଧାନ ମନ୍ତ୍ରୀ ଙ୍କ ଖାଇବା ଖର୍ଚ୍ଚ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହାକୁ ଜାଣିଲେ ଆପଣ ସାଧାରଣ ଭାବରେ ବିଶ୍ଵାସ କରିବେ ନାହିଁ ।

ପ୍ରାୟ ଖୁବ କମ ଲୋକେ ଅଛନ୍ତି ଯେଉଁମାନେ ଏହା ଜାଣିଛନ୍ତି ଯେ ପ୍ରଧାନ ମନ୍ତ୍ରୀ ସାଧା ଖାଦ୍ୟ ପସନ୍ଦ କରନ୍ତି । ନରେନ୍ଦ୍ର ମୋଦୀ ସକାଳ ୭ ଘଟିକାରୁ ପ୍ରସ୍ତୁତ ହୋଇ ବାହାରି ପଡନ୍ତି । ଏହାପରେ ସେ ଜଳଖିଆ କରନ୍ତି । ଜଳଖିଆ ଖାଇବାରେ ସେ କେବଳ ୨୦ ମିନିଟ ସମୟ ବ୍ୟର୍ଥ କରନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଥେପଲେ, ଢୋକଲା, ଏବଂ ସବୁ ଗୁଜୁରାଟି ଖାଦ୍ୟ ଅର୍ଥାତ ଚୂଡା ଖାଦ୍ୟ ପସନ୍ଦ କରନ୍ତି । ଯାହାର ମୂଲ୍ୟ ୫୦ ଟଙ୍କା ଅଟେ ।

ଏହା ସହିତ ଦ୍ଵିପ୍ରହରେ ମଧ୍ୟ ହାଲ୍କା ଖାଦ୍ଯ ଖାଇବାକୁ ପସନ୍ଦ କରନ୍ତି । ତାହା ମଧ୍ୟ କେବଳ ୫୦ ଟଙ୍କା ମଧ୍ୟରେ । ଏବେ ଆସନ୍ତୁ ଜାଣିନେବା ରାତିର ଖାଇବା ସମ୍ବନ୍ଧରେ । ରାତିରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଟି, ଡାଲି, ଏବଂ ଦହି ଖାଇବାକୁ ପସନ୍ଦ କରନ୍ତି । ଏହାର ମୂଲ୍ୟ ଆନୁମାନିକ ୧୦୦ ରୁ ୨୦୦ ଟଙ୍କା ଅଟେ । ଯଦି ସବୁ ମିଶାଯାଏ ତେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ଦିନରେ ୪୬୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ମଧ୍ୟରେ ଖର୍ଚ୍ଚ କରିଥାନ୍ତି ।

ମାତ୍ର ମୋଦୀ ଙ୍କ ନାମରେ କେତେ ଲୋକେ ଅପପ୍ରଚାର କରନ୍ତି ଯେ ଗୋଟିଏ ଦିନରେ ନିଜ ଖାଦ୍ୟ ଉପରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି । ମାତ୍ର ଆପଣ ଏହା ଆଦୌ ବିଶ୍ଵାସ କରନ୍ତୁ ନାହିଁ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଖାଦ୍ୟ ପାଇଁ ନୁହେଁ ବରଂ ଦେଶ ପାଇଁ ଚିନ୍ତିତ ଅଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *