‘ପାପ ଧନ, ସବୁ ବାହାରୁଛି ଏବେ, ସେ ସବୁ ରାମ୍ପିଦେଇଛି’ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ଼ ପରେ ଦେଖନ୍ତୁ କଣ କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ଘରେ ଭିଜିଲାନ୍ସ ରେଡ଼ କୁ ନେଇ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟ ।
ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ ସୁନା ଓ ଲକ୍ଷାଧିକ ଟଙ୍କା ଜବତ୍ କରାଯାଇଥିବା ବେଳେ ଏସବୁ ପା-ପ ଧନ ବୋଲି କହିଛନ୍ତି ସୁର । ଏହା ସହିତ ଅସତ୍ ଉପାୟରେ ଗୋପାଳପୁର ବିଧାୟକ ବର୍ଷ ବର୍ଷ ଧରି ଟଙ୍କା ଠୁ-ଳ କରି ଆସୁଥିଲେ ।


ଯାହା ଫଳରେ ତାଙ୍କ ପାଖରୁ ଏତେ ମାତ୍ରାରେ ସୁନା ଓ ଟଙ୍କା ଜ-ବ-ତ୍ କରାଯାଇଛି ବୋଲି ସୁର ରାଉତରାୟ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଛନ୍ତି । ଆହୁରି ମଧ୍ୟ ସୁର କହିଛନ୍ତି ଯେ ସେ ୬ ଥର ବିଧାୟକ ହୋଇ ମଧ୍ୟ ତାଙ୍କ ପାଖରେ ସେତିକି ଟଙ୍କା ନଥିବ ଯେତିକି ଗୋପାଳପୁର ବିଧାୟକଙ୍କ ଘରୁ ରେ-ଡ୍ ସମୟରେ ଜ-ବ-ତ୍ କରାଯାଇଛି ।


ତେବେ ସୂଚନା ଅନୁଯାୟୀ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ରେଡ ବେଳେ ଘରୁ ୧ କେଜି ୪୪୦ ଗ୍ରାମର ସୁନା ଜବତ ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସବ୍ୟସାଚୀ ବ୍ରାଣ୍ଡର ୨୪ ଲକ୍ଷ ୨୫ ହଜାର ଟଙ୍କା ଗହଣା ଘରୁ ଜବତ କରାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଅ-ଭି-ଯୋ-ଗ-ରେ ଗତକାଲି ପ୍ରଦୀପଙ୍କ ଘରେ ରେ-ଡ୍ ହୋଇଥିଲା । ପ୍ରଦୀପଙ୍କ ସମ୍ପତ୍ତି ଆଟାଚ୍ ନେଇ ପଦକ୍ଷେପ ନିଆଯାଉଛି ।

ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକୁ ଫ୍ରିଜ୍ କରିବାକୁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଏହା ସହ ଚ-ଢ଼ା-ଉ ବେଳେ କେତେକ ଗୁରୁତ୍ୱପୂର୍ଣର୍ କାଗଜପତ୍ର ଜ-ବ-ତ ହୋଇଛି । ଜ-ବ-ତ ହୋଇଥିବା କାଗଜପତ୍ରର ଛାନଭିନ୍ କରାଯିବ । ୨୩ ଘଣ୍ଟାର ମାରାଥନ ରେ-ଡ୍ ପରେ ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *