ସ୍ଵର୍ଗତଃ ରାଜନେତା Pradeep Maharathi ଙ୍କ ପରିବାରରେ କିଏ କିଏ ଅଛନ୍ତି ? ଦେଖନ୍ତୁ ତାଙ୍କ ପରିବାରର କିଛି ବଛା ବଛା ଫଟୋ

ନମସ୍କାର ବନ୍ଧୁଗଣ । ଆପଣ ମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଆଜି ଆମେ ଜାଣିବା ପ୍ରଦୀପ ମହାରଥୀ ଙ୍କ ପରିବାରରେ କିଏ କିଏ ଅଛନ୍ତି ଆପଣ ମାନେ ତ ଜାଣିଥିବେ ଗତକାଲି ଓଡିଶାର ବରିଷ୍ଟ ରାଜନେତା ପ୍ରଦୀପ ମହାରଥୀ ଙ୍କର ଦେହାନ୍ତ ହୋଇ ଯାଇଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ।

ସେ ସେପ୍ଟେମ୍ବର 23 ତାରିଖ ଦିନ କାରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କର କାରୋନା ଚିକିତ୍ସା ମଧ୍ୟ ହୋଇଥିଲା ଓ ସେ ସୁସ୍ଥ ହୋଇ ଘରକୁ ଫେରି ଆସିଥିଲେ କିନ୍ତୁ ଗତ ଦୁଇ ଦିନ ତଳେ ପ୍ରଦୀପ ମହାରଥୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସମ ହସ୍ପିଟଲ ର ICU ରେ ରଖା ଯାଇଥିଲା ।

କିନ୍ତୁ ଶନିବାର ଦିନ ରାତି 2.30 ମିନିଟ ସମୟରେ ପ୍ରଦୀପ ମହାରଥିଙ୍କର ଦେହାନ୍ତ ହୋଇ ଯାଇଛି । ପ୍ରଦୀପ ମହାରଥିଙ୍କ ମୃତ୍ୟୁ ସମୟରେ ତାଙ୍କୁ 65 ବର୍ଷ ହୋଇଥିଲା । ପ୍ରଦୀପ ମହାରଥୀ ଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

କିଛି ଦିନ ତଳେ ପ୍ରଦୀପ ମହାରଥୀ ତାଙ୍କ ଝିଅ ପଲ୍ଲବୀ ଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅର୍ଦ୍ଧେନ୍ଦୁ ଙ୍କୁ ବିବାହ କରିଥିଲେ । ଏହି ବାହାଘର ଉତ୍ସବରେ ଅନେକ ଅଭିନେତା ଓ ରାଜନେତା ମାନେ ଯୋଗ ଦେଇଥିଲେ ।

ଆଜି ଆମେ ଏହି ପୋଷ୍ଟ ମାଧ୍ୟରେ ଓଡିଶାର ବରିଷ୍ଟ ରାଜନେତା ପ୍ରଦୀପ ମହାରଥିଙ୍କ ପରିବାରରେ କେଉଁ କେଉଁମାନେ ଅଛନ୍ତି ଓ ତାଙ୍କର କିଛି ବଛା ବଛା ଫଟୋ ଦେଖାଇଲୁ । ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ଭଗବାନ ତାଙ୍କର ଅମର ଆତ୍ମାକୁ ସଦ୍ଗତି ପ୍ରଦାନ କରନ୍ତୁ ।

ଆପଣଙ୍କୁ ସ୍ଵର୍ଗତ ରାଜନେତା ଙ୍କ ପରିବାର ର ଫଟୋ କିପରି ଲାଗିଲା କମେନ୍ଟ କରି ଜଣାନ୍ତୁ ଓ ଭଲ ଲାଗିଥିଲେ ଗୋଟିଏ ଲାଇକ ଓ ଶେୟାର କରନ୍ତୁ, ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *