କରୋନାରେ ବେସ୍ଟ ଡାଏଟ ! ଜାଣନ୍ତୁ ପଜିଟିଭ ଆସିଲେ କେଉଁ ଖାଦ୍ଯ ଖାଇବେ, କେଉଁ ଔଷଧ ଖାଇବେ ଓ କଣ ପିଇବେ- Dr. Bimal Chhajer

ବନ୍ଧୁଗଣ ବର୍ତ୍ତମାନ ଦେଶରେ କୋରନା ମହାମାରୀ ତୀବ୍ର ଗତି ରେ ବ୍ୟାପିବାରେ ଲାଗିଛି । ଏହି ମହାମାରୀ ରୁ ବଂଚିବା ପାଇଁ ପ୍ରତ୍ୟେକ ବ୍ୟକ୍ତି କୁ ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ନିହାତି ଆବଶ୍ୟକ ।

ଶରୀର ରେ ଇମ୍ୟୁନିଟି ପାୱାର ଅଧିକ ରହିବା ଦ୍ଵାରା କୋରନା ହେବାର ସମ୍ଭାବନା ବହୁତ କମ ଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଏଭଳି ଖାଦ୍ୟପେୟ ସମ୍ବନ୍ଧରେ କହିବୁ ଯାହାକୁ ଆପଣ ନିଜ ଡାଏଟ ରେ ସାମିଲ କରିଲେ ଏହି ଭୟଙ୍କର ମହାମାରୀ ରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏଭଳି ୩ ଟି ଜିନିଷ ରହିଛି ଯାହାକୁ ଆପଣ ପ୍ରତିଦିନ ଖାଇବା ନିହାତି ଆବଶ୍ୟକ । ପ୍ରଥମତଃ ପ୍ରତିଦିନ ଦୁଇ ଗିନା ଡାଲି ଖାଆନ୍ତୁ । ଦ୍ବିତୀୟତଃ ଗୋଟିଏ ପାତ୍ର ରେ ଭର୍ତ୍ତି କରି ଫଳ ଖାଆନ୍ତୁ । ଅନ୍ତତଃ ଭିଟାମିନ ସି ପାଇଁ ଆପଣ ଅଁଳା, କମଳା ଅଥବା ଲେମ୍ବୁ ମଧ୍ୟରୁ ଯେ କୌଣସି ଗୋଟିଏ ଫଳ କୁ ଖାଆନ୍ତୁ ।

ଏହି ପରିସ୍ଥିତି ରେ ଆମ ଶରୀର କୁ ପ୍ରୋଟିନ ର ଅତ୍ୟଧିକ ମାତ୍ରାରେ ଆବଶ୍ୟକତା ରହିଛି । ତେଣୁ ଆପଣ ଯଦି ପ୍ରତିଦିନ ଦୁଇ ଗିନା ଡାଲି ଖାଇବେ ତେବେ ଡାଲି ରେ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ । ଯାହାଦ୍ୱାରା ଆପଣଙ୍କ ଶରୀର କୁ ପ୍ରୋଟିନ ମିଳିଥାଏ । ଏହା ସହିତ ଆପଣ ଚଣା, ମୁଗ ଡାଲି ଖାଇ ପାରିବେ । ଏଥିରେ ମଧ୍ୟ ପ୍ରଚୁର ମାତ୍ରା ରେ ପ୍ରୋଟିନ ରହିଥାଏ । କିନ୍ତୁ ଆପଣ ପ୍ରତିଦିନ ଦୁଇ ଗିନା ଡାଲି ଅବଶ୍ୟ ଖାଆନ୍ତୁ । ଏହା ଆପଣଙ୍କ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ ।

ଫଳ ରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ । ତେଣୁ ଆପଣ ପ୍ରତିଦିନ ଗୋଟିଏ ଗିନା ଫଳ ନିଶ୍ଚିତ ଭାବରେ ଖାଆନ୍ତୁ । ଏହା ସହିତ ଆପଣ ଭିଟାମିନ ସି ପାଇଁ ପ୍ରତିଦିନ ଗୋଟିଏ ଅଁଳା,କମଳା ନଚେତ ଲେମ୍ଭୁ ଖାଆନ୍ତୁ । ବନ୍ଧୁଗଣ ଉପୋରକ୍ତ ଡାଏଟ ପ୍ଲାନ ସହିତ ଆପଣଙ୍କୁ ଦୁଇଟି ଔଷଧ ର ସେବନ କରିବାକୁ ହେବ । ତାହା ହେଉଛି ଭିଟାମିନ ଡି ପାଇଁ ଡି ରାଇସ ଏବଂ ଜିନ୍କୋଭିଟ୍ । ଏହି ଦୁଇଟି ଔଷଧ କୁ ଆପଣ ପ୍ରତିଦିନ ଖାଆନ୍ତୁ । ଏହା ଆପଣଙ୍କୁ କୋରନା ମହାମାରୀ ଠାରୁ ସୁରକ୍ଷା ପ୍ରଦାନ କରିବା ।

ଏହା ସହିତ ଆପଣ ପ୍ରତିଦିନ ଏକ ଗ୍ଲାସ ଘୋଳ ଦହି ପିଅନ୍ତୁ । ଦହି ରେ ଭରପୁର ମାତ୍ରାରେ ଇମ୍ୟୁନିଟି ପାୱାର ରହିଥାଏ । ଯାହା ଆମ ଶରୀର ପାଇଁ ଲାଭଦାୟୀ ଅଟେ । ତେଣୁ ବନ୍ଧୁଗଣ ଆପଣ ଯଦି ଆମେ କହିବାନୁସାରେ ଏହି ଡାଏଟ ପ୍ଲାନ କୁ ଫଲୋ କରିବେ ତେବେ ଆପଣଙ୍କୁ କୋରନା ମହାମାରୀ ରୁ ମୁକ୍ତି ମିଳିବ ଏବଂ ଆପଣ ସୁସ୍ଥ ଓ ସୁରକ୍ଷିତ ରହିବେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *