ପୋଲିସ ହାତରୁ ଖସିପାରିଲାନି Untalented Guy

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗିରଫ ହୋଇଛି  The Untalented Guy । untalented guy ର ପ୍ଳାନ ହୋଇଗଲା ଫେଲ୍ । ପୋଲିସ ହାତରେ ଧରାପଡିଲା । ଗତଦିନରେ ଇନଷ୍ଟାରେ ପ୍ରେମ ବେପାର କୁ ଗୋଳଗଣ୍ଡ ହେବା ଓ ଯୁବକ ଟି ଗୁରୁତର ଭାବରେ ଆହତ ହେବା ବାର୍ତ୍ତା ଶୁଣିବାକୁ ମିଳିଥିଲା ।

untalented guy ୟୁଟ୍ଯୁବ ଏବଂ ଇନଷ୍ଟାରେ ଅଭଦ୍ର ଭାଷାକୁ ପ୍ରୟୋଗ କରି ନୂଆ ନୂଆ content ତିଆରି କରୁଥିଲା । ତେବେ ପ୍ରେମ ବାବଦ କୁ ଯୁବକକୁ  ଗୁଳିମାଡ କରି ଛୁରୀରେ ଛାଡି ଟି ଚିରି ଦେଇଛନ୍ତି  untalented guy ଏବଂ ତାଙ୍କ ସହଯୋଗୀ ମାନେ କିନ୍ତୁ ପୋଲିସ ହାତରେ ବନ୍ଧା ହୋଇଗଲେ  untalented Guy , ଅନ୍ୟ ସହଯୋଗୀଙ୍କ ସହିତ ।

ପୋଲିସ ଷ୍ଟେସନରେ ଅଛନ୍ତି । ଇନଷ୍ଟାରେ କଥା କଥାରେ ଖରାପ ଭାଷା ର ବ୍ୟବହାର ଓ ଧମକ ପୂର୍ଣ୍ଣ କଥା କହି ବେସ୍ ଫେମାସ ହୋଇଥିଲା । ମାତ୍ର କହୁଥିଲେ କି ମୁଁ କେବଳ content ପାଇଁ ଏଭଳି କରୁଛି କିନ୍ତୁ  ବ୍ୟକ୍ତିଗତ ଭାବରେ ମୁଁ  ବହୁତ ଭଲ ପିଲା ଟିଏ । ଘରେ ମୁଁ ଶାନ୍ତଶିଷ୍ଟ ଆଚରଣ କରେ ମାତ୍ର ଦେଖିଲା ବେଳକୁ ଗାଁ ଭିତରେ ପଶି କାଣ୍ଡ କରିସାରିଛି ଏହି ଶାନ୍ତ ପିଲା ।

 

ଯେବେ ଏହି ଘଟଣା ଟି ସାମନା କୁ ଆସିଲା untalented guy ଏବଂ ତାହାର ସାଙ୍ଗମାନେ ପୋଲିସ ଆଖିରେ ଧୁଳି ଚୋକି ଲୁଚିକି ବସିଥିଲେ । ମାତ୍ର ଗୁରୁତର  ହୋଇଥିବା ଗାଁ ପିଲାଙ୍କୁ ନ୍ୟାୟ ଦେବା ଉଦେଶ୍ୟରେ ଗାଁ ଲୋକେମାନେ ପୋଲିସରେ ଅଭିଯୋଗ କରି । ଯଦି ଆପଣ ନ୍ୟାୟ ଦେବେନି  ତେବେ ଆମେ ପୋଲିସ ଷ୍ଟେସନ କୁ ଛାଡି ଯିବୁନୁ ।

ତେବେ ପୋଲିସ ଗାଁ ଲୋକ ଓ ଆହତ ଯୁବକଙ୍କ ଘରଲୋକଙ୍କ ଅଭିଯୋଗ ଉପରେ କାମ କରିବା ଆରମ୍ଭ କରି ।  untalented guy ବହୁତ ଚାଲାକ ହୋଇ ସ୍ଥାନ ପରିବର୍ତ୍ତନ କରୁଥିଲେ ଭାବିଲେ ପୋଲିସ ମତେ ଧରିପାରିବ ନାହିଁ ।  ମାତ୍ର ଶେଷରେ ଧରାପଡିଗଲା ପୋଲିସ ଆବୁଡରେ  untalented guyକୁ ଧରି ପୋଲିସ ଥାନାରେ ବାନ୍ଧି ପକେଇଲେ ।  ଖରାପ ଭାଷାରେ ଫେମାସ୍ ହୋଇଥିଲା  untalented guy ଆଜି ଗିରଫ ହୋଇଛି । ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *