ଆଜି ପୁଣି ଥରେ ପୁଟିନଙ୍କ ସହ କଥା ହେଲେ PM Modi, କହିଲେ ଯୁଦ୍ଧ ରୋକିବାର ଫର୍ମୁଲା…

ବନ୍ଧୁଗଣ ବର୍ତ୍ତମାନ ସାରା ଦୁନିଆରେ କେବଳ ଗୋଟିଏ ଖବର ଚର୍ଚ୍ଚାରେ ରହିଛି । ବନ୍ଧୁଗଣ ବର୍ତ୍ତମାନ ସମସ୍ତ ନ୍ୟୁଜ ଚ୍ୟାନେଲ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଭାଇରାଲ ହେଉଛି ତାହା ହେଉଛି ରୁଷିଆ ଓ ୟୁକ୍ରେନ ଯୁଦ୍ଧ । ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି । ଅନେକ ଗଣମାଧ୍ୟମ ଏହାକୁ ଚତୁର୍ଥ ବିଶ୍ଵ ଯୁଦ୍ଧ ବୋଲି ଆକଳନ କରିଛନ୍ତି ।

ବନ୍ଧୁଗଣ ଋଷିଆ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଏହି ଘମାଘୋଟ ଯୁଦ୍ଧ ସମୟରେ ଏବେ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଋଷ ଓ ୟୁକ୍ରେନ ଯୁଦ୍ଧ ଆଜିକୁ ୧୨ ଦିନ ହୋଇସାରିଛି ।

ଆଜି ପୁଟିନ ଓ ନରେନ୍ଦ୍ର ମୋଦୀ ଫୋନରେ କଥା ହେବାର ସୂଚନା ମିଳିଛି । ଉଭୟ ପୁଟିନ ଓ ମୋଦୀ ଫୋନରେ ୫୦ ମିନିଟ ପର୍ଯ୍ୟନ୍ତ କଥା ହୋଇଛନ୍ତି । ମୋଦୀ ଯୁଦ୍ଧ ସମ୍ବନ୍ଧିତ ସମସ୍ତ ସୂଚନା ନେଇଛନ୍ତି । ତେବେ ଭାରତୀୟ ନାଗରିକ ମାନଙ୍କୁ ୟୁକ୍ରେନରୁ ବାହାର କରିବା ନେଇ ମଧ୍ୟ ମୋଦୀ ପୁଟିନଙ୍କ ସହ କଥା ହୋଇଛନ୍ତି । ଏହା ସହିତ ଜେଲେନ୍ସକିଙ୍କ ସହ ସିଧା ସଳଖ କଥା ହେବା ପାଇଁ ମୋଦୀ ପୁଟିନଙ୍କୁ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ଯୁଦ୍ଧ ସମୟରେ ମୋଦୀ ଓ ପୁଟିନଙ୍କ ମଧ୍ୟରେ ଦୁଇ ଥର କଥା ବାର୍ତ୍ତା ହୋଇସାରିଛି । ବନ୍ଧୁଗଣ ପୁଟିନଙ୍କ ପୂର୍ବରୁ ନରେନ୍ଦ୍ର ଜେଲେନ୍ସକିଙ୍କ ସହ ମଧ୍ୟ ଫୋନରେ ୩୫ ମିନିଟ ପର୍ଯ୍ୟନ୍ତ କଥା ହୋଇଛନ୍ତି । ବନ୍ଧୁଗଣ ମୋଦୀ ଦୁଇଟି ଦେଶ ସହ ଭଲ ସମ୍ପର୍କ ରଖିଛନ୍ତି ଓ ଉଭୟଙ୍କୁ କୂଟନୈତିକ ଉପାୟରେ କଥା ବାର୍ତ୍ତା ହୋଇ ଏହି ସମସ୍ୟାକୁ ସମାଧାନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଏହି ଯୁଦ୍ଧରେ ଭାରତର ଭୂମିକା ବହୁତ ବଡ ରହିଛି କାରଣ ପ୍ରଥମ ଦିନରୁ ହିଁ ମୋଦୀ ଉଭୟ ଦେଶକୁ କଥା ବାର୍ତ୍ତା କରି ସମାଧାନ କରିବା ପାଇଁ କହିଛନ୍ତି । ଆଉ ଏବେ ବି ମୋଦୀ ଯୁଦ୍ଧ ରୋକିବାର ଚେଷ୍ଟା ଜାରି ରଖିଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *