ପ୍ଲସ ସାଇଜ ହେଇ ମଧ୍ୟ TV ଇଣ୍ଡଷ୍ଟ୍ରି ରେ ଫେମସ ଅଟନ୍ତି ଏହି 6 ଜଣ Actress, ନମ୍ବର 1 ଙ୍କର ତ ଅଛନ୍ତି ଲକ୍ଷ ଲକ୍ଷ ଫ୍ୟାନ୍ସ

ଅଭିନୟ ଦୁନିଆରେ କଳାକାର ମାନେ ଫିଟ ରହିବା ନିହାତି ଦରକାର ହୋଇଥାଏ । ତାଙ୍କର ସ୍ଲିମ ରହିବା ନିଜ ଦେହକୁ ଫିଟ ରଖିବା ସେମାନଙ୍କର ନିହାତି ଆବଶ୍ୟକ ହୋଇଥାଏ । କିଛି ମହିଳା ମାନଙ୍କର ଟ୍ୟାଲେଣ୍ଟ ଥିଲେ ମଧ୍ୟ ସେମାନଙ୍କ ମୋଟା ଶରୀର କାରଣରୁ ସେମାନେ ଅଭିନୟ ଦୁନିଆକୁ ଯାଇପାରନ୍ତି ନାହିଁ । ଏପରିକି ଏମାନଙ୍କର ପରିହାସ ମଧ୍ୟ୍ୟ କରାଯାଇଥାଏ । ପତଳା ଓ ସ୍ଲିମ ଫିଗରର ମହିଳା ମାନଙ୍କୁ ସବୁବଳେ ପ୍ରଥମେ ସୁଯୋଗ ଦିଆ ଯାଇଥାଏ । ଆଉ ଏମିତି କିଛି ଆଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ମୋଟା ହୋଇ ମଧ୍ୟ ଟିଭି ସୋ ରେ ବହୁତ ଭଲ ନାଁ କମେଇ ପାରିଛନ୍ତି । ତେବେ ଆଶନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଭାରତୀ ସିଂହ

ଭାରତୀ ସିଂହ ଟିଭି ଇଣ୍ଡଷ୍ଟ୍ରି ରେ ଏକ ନାମକରା କମେଡିଆନ ଅଟନ୍ତି । ସେ ମୋଟା ହେଲେ ମଧ୍ୟ ସେ ତାଙ୍କର ମୋଟା ପଣକୁ ତାଙ୍କର ଜୀବନର ଲକ୍ଷ ଆଗକୁ କେବେ ବି ଆଣନ୍ତି ନାହିଁ । ସେ ମୋଟା ହେଲେ ମଧ୍ୟ ସେ ତାଙ୍କ ନିଜ ଅଭିନୟ ପ୍ରତି ବହୁତ ନିଷ୍ଠାପର ହୋଇଥାନ୍ତି । ସେ ତାଙ୍କ ନଜରରେ ବହୁତ ଖୁସି ରହିଥାନ୍ତି । ସେ ତାଙ୍କ ମୋଟା ଶରୀରକୁ ଏକ ବରଦାନ ଭାବରେ ମାନି ଥାଆନ୍ତି ।

ଅଞ୍ଜଳି ଆନନ୍ଦ

ଅଞ୍ଜଳି ଆନନ୍ଦ ସବୁବଳେ ବହୁତ ନିଷ୍ଠାପର ଅଭିନେତ୍ରୀ ଦେଖାଯାନ୍ତି । ସେ ଷ୍ଟାର ପ୍ଲସ ରେ ଟେଲିକାଷ୍ଟ ହେଉଥିବା ସିରିଏଲ ଢାଇ କିଲୋ ପ୍ରେମ ରେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏହି ସୋ ଅଧିକ ଓଜନ ଥିବା ଦମ୍ପତି ଙ୍କ ବିଷୟରେ ଥିଲା । ଯେଉଁଥିରେ ସେ ଦୀପିକା ନାମରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିଥିଲେ । ସେ କେବେ ବି ତାଙ୍କର ମୋଟା ଶରୀରକୁ ନେଇ ଦୁଃଖ ପ୍ରକାଶ କରି ନାହାନ୍ତି । ସେ ସବୁବେଳେ ନିଜର କ୍ୟାରିୟର ଉପରେ ଲକ୍ଷ ରଖିଥାନ୍ତି ।

ଡେଲନାଜ ଇରାନୀ

ଦୟାନାସ ଇରାନୀ ଛୋଟ ଓ ବଡ଼ ପରଦାରେ କାମ କରି ସାରିଛନ୍ତି । ସେ କିଛି ବର୍ଷ ହେବ ନିଜ ଅଭିନୟରେ ସମସ୍ତଙ୍କୁ ମନୋରଞ୍ଜନ କରି ଆସୁଛନ୍ତି । ସେ ମୋଟା ହେବା ସହିତ ବହୁତ ସୁନ୍ଦରୀ ମଧ୍ୟ । ସେ ଜଣେ ବହୁତ ସଫଳ ଅଭିନେତ୍ରୀ ଅଟନ୍ତି ।

ରିତାସା ରାଠୋର

ରିତାସା ରାଠୋର ଜଣେ ଛୋଟ ପରଦାର ଅଭିନେତ୍ରୀ ଅଟନ୍ତି । ସେ ମୋଟା ହୋଇଥିଲେ ମଧ୍ୟ ତାଙ୍କର ଛୋଟ ପୋଷାକ ପିନ୍ଧିବାରେ କୌଣସି ଅଭିଯୋଗ ନାହିଁ । ସେ ପ୍ରଥମେ ନିଜର ମୋଟା ପଣକୁ ନେଇ ବହୁତ ଚିନ୍ତା କରୁଥିଲେ । କିନ୍ତୁ ସେ ଏବେ ତାଙ୍କ ମୋଟା ପଣକୁ ନେଇ ଗର୍ବ ଅନୁଭବ କରୁଛନ୍ତି ।

ଅକ୍ଷୟା ନୈକ

ଅକ୍ଷୟା ନୈକଙ୍କୁ ଏକ ଟିଭି ସୋ ‘ଏ ରିସ୍ତା କ୍ୟା କେହେଲାତା ହେ’ ରେ ପରିଚୟ ମିଳିଥିଲା । ସେ ମୋଟା ହେବା ସହିତ ସୁନ୍ଦରୀ ଓ ବହୁତ ଟ୍ୟାଲେଣ୍ଟଡ଼ ଅଭିନେତ୍ରୀ ମଧ୍ୟ ଅଟନ୍ତି । ସେ ଜଣେ ବହୁତ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି ।

ଚାନ୍ଦନୀ ଭାଗବ୍ବାନାନୀ

ଚାନ୍ଦିନୀ ଭାଗବ୍ବାନ ମାନିକା ଜଣେ ବହୁତ ସୁନ୍ଦରୀ ହେବା ସହିତ ଜଣେ ଶିଶୁ କାଳାକାର ଠାରୁ ନେଇ ମୁଖ୍ୟ ଅଭିନେତ୍ରୀ ପର୍ଯ୍ୟନ୍ତ ବହୁତ ସଫଳତାର ସହ ଅଭିନୟ କରିଛନ୍ତି । କିନ୍ତୁ ସେ ବଡ଼ ହେବା ପରେ ସେ ତାଙ୍କର ଓଜନ ବହୁତ କମ କରି ଦେଇଛନ୍ତି । ସେ ତାଙ୍କର ସୁନ୍ଦର ଅଭିନୟ ଯୋଗୁ ସେ ତାଙ୍କ ଫ୍ୟାନ୍ସ ମାନଙ୍କ ପାଖରୁ ବହୁତ ଶୁଭେଚ୍ଛା ମଧ୍ୟ ସାଉଁଟିଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *