‘ଆମେ ଘରକୁ ଯିବୁନି, ବାପା, ମାଆ ଆମକୁ ମାରୁଛନ୍ତି, ଆମକୁ ନାନା ପାଖରେ ଛାଡିଦିଅ ପ୍ଲିଜ଼…’ କିଛି ଏମିତି କହି କାନ୍ଦୁଛନ୍ତି 2 କୁନି ପିଲା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମେ ଘରକୁ ଯିବୁନି ଆଜ୍ଞା । ଆମେ ନାନା ଘରକୁ ଯିବୁ । ପ୍ରତିଦିନ ମାଡ ମାଡ ଖାଇ ଆଉ ରହି ପାରିବୁ ନାହିଁ । ପ୍ଳିଜ ମୋ ବାବାଙ୍କୁ କଲ୍ କରନି । ଆମକୁ ନେଇ ନାନା ପାଖରେ ଛାଡି ଆସ । ଆମ ଘର ଏଇ ପାଖରେ ଆମକୁ କିଛି ପଚାରନା । ହଁ ବନ୍ଧୁଗଣ ଏହି ସବୁ ମତ ୨ ଟି କୁନି କୁନି ପିଲାଙ୍କର ରହିଛି । ଛୋଟ ଛୋଟ ୨ ଝିଅ ପିଲା ଘର ଛାଡି ଚାଲି ଆସିଛନ୍ତି । ଆସି ପାଖ ଏକ ଦୋକାନରେ ନିକଟରେ ଠିଆ ହୋଇ ରହିଛନ୍ତି ।

ତାଙ୍କୁ ଆସି ଜଣେ ବ୍ୟକ୍ତି ଯେତେବେଳେ ପଚାରିଲେ । ଝିଅ ତୁମେ ଏହି ବ୍ୟାଗ ପତ୍ର ନେଇ କୁଆଡେ ଯାଉଛ । ୨ ଭଉଣୀ ମଧ୍ୟରୁ ବଡ ଭଉଣୀ ଉତ୍ତରରେ କହିଲେ । ଅଙ୍କଲ ମୋତେ ନେଇ ମୋ ନାନା ପାଖରେ ଛାଡି ଆସ । ଯେତେବେଳେ ବ୍ୟକ୍ତି ଜଣଙ୍କ ବାପା, ମାଆଙ୍କ ନିକଟରେ ପହଞ୍ଚାଇ ଦେବାକୁ କହିଲେ । ଝିଅ ୨ ଜଣ କାନ୍ଦ କାନ୍ଦ ହୋଇ କହିଲେ । ଆମେ ଆଉ ବାପା, ମାମା ପାଖକୁ ଯିବୁ ନାହିଁ । ସେମାନେ ଆମ ୨ ଭଉଣୀକୁ ବହୁତ ମାରୁଛନ୍ତି ।

କାଲି ଗୁପ୍ଚୁପ ଖାଇବାକୁ ଯାଇଥିଲୁ । ଗୋଟିଏ ମାତ୍ର ଅଧିକ ଗୁପ୍ଚୁପ ଖାଇବାକୁ କହିଲି ବୋଲି ମାମା ମତେ ଗାଳି କଲେ । ମୋତେ ଗୁପ୍ଚୁପ ଖାଇବାକୁ ଦେଲେ ନାହିଁ । ଆଉ ଟାଣି ମାମା ଆମ ୨ ଭଉଣୀକୁ ଘରକୁ ନେଇଗଲେ । କୁନି ଝିଅଟିର କହିବା ଅନୁସାରେ ଆମେ ଏମିତି କେତେ ସହିବୁ ।

ଆମକୁ ବି ବହୁତ କଷ୍ଟ ହେଉଛି । ଆମେ ଛୋଟ ପିଲା ବୋଲି କଣ ଆମର ମନ ନାହିଁ । ନା ହୃଦୟ ନାହିଁ । ଆମେ ଖେଳିଲେ ହସିଲେ ବି ଆମ ବା ପା ମାମା ଆମକୁ ବାଡଉଛନ୍ତି । ଟିକେ ଟିକେ କଥାରେ ପିଟିଛନ୍ତି । ଆମେ ସେଥିପାଇଁ ରାଗିକି ୨ ଭଉଣୀ ବହି ପତ୍ର ଧରି ପଳେଈ ଆସୁଛି । ଆମେ ଆଉ ଘରକୁ ଫେରିକି ଯିବୁ ନାହିଁ । ଅଙ୍କଲ ଆମେ ଘରୁ ଭାତ, ଡାଲି ଖାଇକି ଆସିଛୁ ।

ତମ ଗାଡିରେ ଆମ ୨ ଭଉଣୀକୁ ନେଇ ନାନା ଘରେ ଛାଡି ଆସ । ଶୀଘ୍ର ଶୀଘ୍ର ଅଙ୍କଲ ଆମକୁ ନାନା ଘରକୁ ନେଇ ଯାଅ । ନଚେତ ବାପା ମାମା ଏଠାକୁ ଆସି ଆମ ୨ ଭଉଣୀକୁ ମାରିବାକୁ ଆରମ୍ଭ କରିଦେବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *