ଭାଇରାଲ ହେଉଥିବା ଏହି ଫଟୋରେ ଲୁଚି ବସିଛି ଏକ ଚିତାବାଘ, ଦମ ଅଛି ତ ଖୋଜି ଦେଖାନ୍ତୁ !

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟ ସହ ଜଡିତ ହୋଇ ରହିଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଯେକୌଣସି ସ୍ଥାନରେ ରହି ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିପାରିବା ସହ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହା ସହିତ ଏହି ଫଟୋଟି ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛି । ବନ୍ଧୁଗଣ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଏପରି କିଛି ଚ୍ୟାଲେଞ୍ଜ ଆସିଥାଏ ଯାହା ଆପଣଙ୍କ ବୁଦ୍ଧିର ପରୀକ୍ଷା ନେଇଥାଏ । ଏଣିକି ତାହା ଫଟୋ ହେଉ ବା କୌଣସି ଭିଡିଓ । ସେଥିରେ କିଛି ଚ୍ୟାଲେଞ୍ଜ ଦିଆଯାଏ ଯେମିତି କି, ଫଟୋରେ ଥିବା କୌଣସି ଜିନିଷକୁ ଚିହ୍ନଟ କରିବା ।

ବନ୍ଧୁଗଣ ଆପଣ ମାନେ କଣ ନିଜକୁ ବହୁତ ସ୍ମାର୍ଟ ବା ବୁଦ୍ଧିମାନ ମାନୁ ଛନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ବହୁତ ବଢିଆ ଚ୍ୟାଲେଞ୍ଜ ନେଇ ଆସିଛୁ । ଯଦି ଆପଣ ଏହି ଚ୍ୟାଲେଞ୍ଜକୁ କମ୍ପ୍ଲିଟ କରିଦେବେ ତା ହେଲେ ଆପଣ ବହୁତ ବଡ ବୁଦ୍ଧିମାନ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଆମର ଏହି ଚ୍ୟାଲେଞ୍ଜ ବିଷୟରେ ।

ଗତ କିଛି ସମୟ ହେବ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଫଟୋଟି ଏକ ସାଧାରଣ ଫଟୋ ଭଳି ଦେଖା ଯାଉଛି ହେଲେ ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ଫଟୋରେ ଏକ ଚିତାବାଘ ଅଛି । ଏବେ ଆପଣଙ୍କ ମାନଙ୍କ ପାଇଁ ଚ୍ୟାଲେଞ୍ଜ ଏହା ଅଛି ଯେ, ଆପଣ ମାନେ କଣ ଏହି ଫଟୋ ଭିତରେ ଲୁଚି ରହିଥିବା ଚିତାବାଘକୁ ଚିହ୍ନଟ କରିପାରୁଛନ୍ତି ।

ଜଣେ ଟ୍ବିଟର ୟୁଜର ବେଲ୍ଲା ଲେକ ଏହି ଫଟୋଟିକୁ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି-‘ଫଟୋରେ ଥିବା ଚିତାବାଘକୁ ଖୋଜନ୍ତୁ’ । ବନ୍ଧୁଗଣ ୧୦୦ ରୁ ୯୯ ପ୍ରତିଶତ ଲୋକ ଏହି ଚ୍ୟାଲେଞ୍ଜରେ ବିଫଳ ହୋଇଛନ୍ତି । ତେବେ ଆପଣ ମାନେ କଣ ଏହି ଫଟୋରେ ଥିବା ଚିତାବାଘକୁ ଖୋଜି ପାରିଛନ୍ତି ଯଦି ଆପଣ ଚିତାବାଘକୁ ଖୋଜି ପଡ଼ିଛନ୍ତି ତା ହେଲେ ଆପଣ ବହୁତ ବଡ ବୁଦ୍ଧିମାନ ଅଟନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଚ୍ୟାଲେଞ୍ଜଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *