ହସ୍ପିଟାଲ ରେ ସୁଶାନ୍ତ ସିଂହ ରାଜପୁତ ଙ୍କ ପୋସ୍ଟ ମାର୍ଟମ ହିଁ ହେଇ ନଥିଲା, ଫଟୋ ଆଉ ପ୍ରମାଣ ଦେଖିଲେ ଆପଣଙ୍କ ହୋସ ଉଦଯିବ

 

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ନିଜ ସଂଘର୍ଷ ଓ କଷ୍ଟରେ ବଲିଉଡରେ ସଫଳତା ହାସଲ କରିଥିଲେ । ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ହେଲେ ଏହି ଲୋକପ୍ରିୟ କଳାକାର ଜଣକ ବଲିଉଡରେ ଚାଲିଥିବା ନେପୋଟିଜିମ ଓ ଅନ୍ୟାନ୍ୟ କାରଣ ହେତୁ ୧୪ ଜୁନରେ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲେ । ଏହି ଖବର ସମଗ୍ର ଭାରତ ବର୍ଷକୁ ଆଶ୍ଚର୍ଯ୍ୟ କରିଥିଲା । ବହୁତ ଲୋକ ସୁଶାନ୍ତଙ୍କ ମୃତ୍ୟୁ କୁ ନେଇ କୌଣସି କଥାକୁ ବିଶ୍ଵାସ କରିଲେ ନାହିଁ ।


ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ଫଟୋ ଓ ଭିଡିଓକୁ ବହୁତ ମାତ୍ରାରେ ଭାଇରାଲ କରୁଛନ୍ତି । ସୁଶାନ୍ତଙ୍କ କେସରେ ଏମିତି ବହୁତ ଖୁଲାସା ହୋଇସାରିଛି । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ ବଡ ଖୁଲାସା ବିଷୟରେ କହିବୁ, ଯାହାକୁ ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ । ତାହା ହେଉଛି ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟ ମର୍ଟମ । ଏହା ପୂର୍ବରୁ ଆମେ କହିଦେଉଛୁ ଯେ, ସୁଶାନ୍ତଙ୍କ ପୋଷ୍ଟ ମର୍ଟମ ପାଇଁ ପ୍ରଥମେ ଯେଉଁ ଆମ୍ବୁଲାନ୍ସ ଆସିଥିଲା ତାହା ଥିଲା ଲୀଳାବତୀ ହସ୍ପିଟାଲର ହେଲେ ଆମ୍ବୁଲାନ୍ସ ପହଞ୍ଚିଥିଲା କୁପର ହସ୍ପିଟାଲରେ ।


ଏହି କୁପର ହସ୍ପିଟାଲର ସ୍ଥିତି ଅନ୍ୟ ହସ୍ପିଟାଲ ତୁଳନାରେ ବହୁତ ଖରାପ ଅଟେ । ଏଠାରେ ଯେତେ ବଲିଉଡ ସେଲିବ୍ରେଟି ପୋଷ୍ଟ ମର୍ଟମ ପାଇଁ ଯାଇଛନ୍ତି, ଏହି ସ୍ଥାନରେ ସମସ୍ତଙ୍କୁ ଆତ୍ମହତ୍ୟା ଘୋଷଣା କରାଯାଇଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ଖୁଲାସ ବିଷୟରେ କହିବୁ ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ । ତେବେ ବନ୍ଧୁଗଣ ଚାଲନ୍ତୁ ଆରମ୍ଭ କରିବା ।

ସୁଶାନ୍ତଙ୍କ ଶରୀରକୁ ପ୍ରଥମେ ଏକ ଆମ୍ବୁଲାନ୍ସରେ ନିଆଯାଇଥିଲା, ହେଲେ ରାସ୍ତା ମଝିରେ ତାଙ୍କ ଆମ୍ବୁଲାନ୍ସକୁ ବଦଳାଇ ଦିଆ ଯାଇଥିଲା । ଏହା ପରେ ଯେତେବେଳେ ସୁଶାନ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା ସେତେବେଳେ ସୁଶାନ୍ତ ବାମ ଆଡୁ ଶରୀରକୁ କରି ଶୋଇଥିଲେ, କିନ୍ତୁ ଯେତେବେଳେ ତାଙ୍କୁ ପ୍ରଥମେ ଷ୍ଟ୍ରେଚରରେ ଶୁଆ ଯାଇଥିଲା ସେତେବେଳେ ସେ ସିଧା ସୋଇଥିଲେ ।


ଏହାର ଅନ୍ୟ ଏକ ପ୍ରମାଣ ହେଉଛି ଯେତେବେଳେ ଆମ୍ବୁଲାନ୍ସର ଷ୍ଟ୍ରେଚରରୁ ହସ୍ପିଟାଲର ଷ୍ଟ୍ରେଚରକୁ ସୁଶାନ୍ତଙ୍କୁ ନିଆଯାଇଥିଲା ସେତେବେଳେ ସୁଶାନ୍ତ ଫୁଲ୍ ଜିନ୍ସ ପ୍ଯାଣ୍ଟ ରେ ଥିଲେ । ହେଲେ ଯେତେବେଳେ ତାଙ୍କ ମୃତ ଶରୀର ମିଳିଥିଲା ସେତେବେଳେ ସେ ହାପ୍ ପ୍ଯାଣ୍ଟ ପିନ୍ଧିଥିଲେ । ତେଣୁ ଏହି କେସର ସବୁଠାରୁ ବଡ ପ୍ରଶ୍ନ ହେଉଛି ସୁଶାନ୍ତଙ୍କ ମର ଶରୀର ରାସ୍ତାରେ ଆସୁଥିବା ସମୟରେ କଡ କେମିତି ବଦଳାଇ ଥିଲା ଓ ଏହା ସହିତ ତାଙ୍କ ପ୍ୟାଣ୍ଟ କେମିତି ବଦଳି ଯାଇ ଥିଲା । ଏହା ସହିତ ସୁଶାନ୍ତଙ୍କ ଗୋଡକୁ ଷ୍ଟ୍ରେଚରରେ ବନ୍ଧା ଯାଇଥିଲା ।


ଏହା ସହିତ ଅନ୍ୟ ଏକ ବଡ କଥା ସାମ୍ନାକୁ ଆସିଛି ତାହା ହେଉଛି ଯେତେବେଳେ କୌଣସି ଲୋକର ପୋଷ୍ଟ ମର୍ଟମ ହୋଇଥାଏ, ସେତେବେଳେ ସେହି ଲୋକର ଶରୀରକୁ କାଟି ସିଲେଇ ଲଗାଯାଇଥାଏ, ଏମିତିକି ତାର ମୁହଁକୁ ମଧ୍ୟ କାଟି ସିଲେଇ କରା ଯାଇଥାଏ । ହେଲେ ସୁଶାନ୍ତଙ୍କ କେସରେ ଏମିତି କୌଣସି କଥା ନଜର ଆସି ନାହିଁ । ଆପଣ ଏହି ଫଟୋରେ ସଫା ସଫା ଦେଖିପାରିବେ ନା ସୁଶାନ୍ତଙ୍କ ମୁହଁରେ କୌଣସି ଦାଗ ଅଛି ନା କୌଣସି ଷ୍ଟ୍ରେଚ ମାର୍କ । କେବଳ ସୁଶାନ୍ତଙ୍କ ମୁହଁକୁ ସଫା କରାଯାଇଛି ଓ ତାଙ୍କ ଦାଢିକୁ ଟ୍ରିମ କରାଯାଇଛି । ଏଥିରୁ ଆପଣ ନିଜେ ଅନୁମାନ ଲଗାଇ ପାରିବେ ସୁଶାନ୍ତଙ୍କ ପୋଷ୍ଟ ମର୍ଟମ ହୋଇଛି ନା ନାହିଁ ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାଇବେ । ଖବରଟି ପଢି ଢିବାରୁ ଧନ୍ୟବାଦ । ଏମିତି ଦେଶର ସମସ୍ତ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *