ପେଟ୍ରୋଲ ପ୍ରାଇସ ଶସ୍ତା ହେବାକୁ ନେଇ ଦେଖନ୍ତୁ କଣ କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ପବିତ୍ର ଦୀପାବଳି ପର୍ବ ଥିଲା । ଗତ କାଲିର ଦିନରେ ସମସ୍ତ ଲୋକ ବହୁତ ଆନନ୍ଦର ସହ ଦୀପାବଳି ପର୍ବ ପାଳନ କରିଥିଲେ । ହେଲେ ବନ୍ଧୁଗଣ ଦୀପାବଳିରେ ସରକାର କିଛି ବିଶେଷ କଟକଣା ଜାରି କରିଥିଲେ । ଗତ କାଲି କଂଗ୍ରେସ ନେତା ସୁର ରାଉତରାୟ ଗଣମାଧ୍ୟମ ସାମ୍ନାକୁ ଆସି ବିଜେପି ଓ ବିଜେଡି ବିଷୟରେ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁର ଭାଇଙ୍କ ମତରେ-‘ନରେନ୍ଦ୍ର ମୋଦୀ କେଉଁଠି ସୋଇଥିଲ । ବିଦେଶ ଭ୍ରମଣ କରୁଥିଲ ୧୪୦ କୋଟି ଲୋକ ମଲେଣି । ହିମାଞ୍ଚଳ ପ୍ରଦେଶ ଇଲେକ୍ସନ ପରେ ତମ ବିଜେପି ସଭାପତି ଜେପି ନଡାରେ ଷ୍ଟେଟରେ ୪ଟି ଯାକ ଏମଏଲଏ କଂଗ୍ରେସ । ରାଜସ୍ଥାନ କଂଗ୍ରେସ, ମଧ୍ୟ ପ୍ରଦେଶ କଂଗ୍ରେସ, କର୍ଣ୍ଣାଟକରେ କଂଗ୍ରେସ ଓ ମହାରଷ୍ଟ୍ରରେ ବି କଂଗ୍ରେସ । ଏହି ଦର ଦାମ ପାଇଁ ସଫା ହୋଇଯାଇଛି ନରେନ୍ଦ୍ର ମୋଦୀ’ ।

ଆଗକୁ ସୁର କହିଛନ୍ତି-‘ବିକଳ ହୋଇ ପେଟ୍ରୋଲରେ ୫ ଓ ଡିଜେଲରେ ୧୦ ଟଙ୍କା କାଟି ଦେଇଛି । ନରେନ୍ଦ୍ରକୁ ଦେଖି ନବୀନ ପଟ୍ଟନାୟକ ଉଠି ଯାଇଛନ୍ତି । ନବୀନ ବିଜି ରହୁଥିଲେ ସେ ମୋଦୀକୁ ଦେଖି ଭାଟ୍ ମାତ୍ର ୩ ତାଙ୍କ କମେଇ ଛନ୍ତି । ବିରି ମା-ଡ ଦେଖି କୋଳଥ ଚୋ-ପା ଆଲ୍ଲାଜୁକେ’ ।

ଆଗକୁ ସୁର ଭାଇ କହିଛନ୍ତି- ‘ଏହି ଦୁଇଜଣଙ୍କ ପାଇଁ ଭାରତ ବର୍ଷର ଜନସାଧାରଣ ଓଡିଶାର ଜନସାଧାରଣ ମଲେଣି । ଆଜି ଗୋଟେ ଦିବାଲି ବଜାର ଶୂନ୍ୟ । କରୋନା କମି ଯାଇଛି ହେଲେ କେଉଁଠି କିଛି ନାହିଁ । ମିଠା ଦୋକାନ ଖାଲି, ବାଣ ଦୋକାନ ନାହିଁ ଓ ଦୀପ ମହାବତୀ ଦୋକାନ ନାହିଁ । କି ଅବସ୍ଥା ହେଲା’ । ବନ୍ଧୁଗଣ ସୁର ଭାଇଙ୍କ ଏହି ବୟାନରେ ଆପଣ ମାନଙ୍କ ସମର୍ଥନ ଅଛି ନା ନାହିଁ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *