‘ମୁଁ ଅନୁଷ୍କାଙ୍କ ସହିତ କରିଛି ବହୁତ ବଡ ଅନ୍ୟାୟ ! କରିଛି ଦୁର୍ବ୍ୟବହାର…’ Virat Kohli ନିଜ ପତ୍ନୀ Anushka ଙ୍କୁ ନେଇ କଲେ ବଡ ଖୁଲାସା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରତୀୟ କ୍ରିକେଟ ଟିମର ବ୍ୟାଟ୍ସମ୍ୟାନ ନିଜେ କରିଲେ ନିଜର ଖୁଲସା । ମୋ ଧର୍ମପତ୍ନୀ ଅନୁଷ୍କାଙ୍କ ସହିତ କରିଛି ଅନ୍ୟାୟ । ତେବେ ହଁ ବନ୍ଧୁଗଣ ଏପରି କିଛି ମନ୍ତବ୍ୟ କ୍ରିକେଟର ଭିରାଟ କୋହଲୀଙ୍କର ନିଜ ପତ୍ନୀ ଅନୁଷ୍କାଙ୍କ ପାଇଁ ବାହାରିଛି । ତେବେ ଭିରାଟଙ୍କ କହିବା ଅନୁସାରେ ମୋର ଖରାପ ଫର୍ମ ଥିବା ସମୟରେ ତାଙ୍କ ପ୍ରତି ମୁଁ ଦୁର୍ବ୍ୟବହାର କରିଛି ।

ସେତେବେଳେ ଧୀରେ ଧୀରେ କରି ନିରାଶା ଆଡକୁ ଗତି କରିବାକୁ ଲାଗିଥିଲି । ଯେଉଁ କାରଣରୁ ମୋର ସ୍ଵଭାବରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ତେବେ ଭିରାଟ କୋହଲୀଙ୍କର କହିବା ଅନୁସାରେ ସେ ସମୟରେ ମୁଁ ବହୁତ ଚିଡିଚିଡା ସ୍ଵଭାବର ହୋଇଯାଇଥିଲି । ତେବେ ସେତେବେଳେ ଅନୁଷ୍କାଙ୍କ ପ୍ରତି ବହୁତ ଦୁର୍ବ୍ୟବହାର କରିଥିଲି । ଯେଉଁଟା କି ତାଙ୍କ ସହିତ ମୋର କରିବାର ନଥିଲା ।

କାରଣ ଖେଳକୁ ନେଇ ରହିଥିବା କିଛି ନିରାଶା ଓ ରାଗ ଘର ଲୋକଙ୍କ ଉପରେ ଦେଖାଇବା ଠିକ କଥା ହୋଇନଥାଏ । ତେବେ ଖରାପ ଫର୍ମ ସମୟରେ ସେ ଛୋଟ ଛୋଟ କଥାରେ ବହୁତ ମାତ୍ରାରେ ରାଗି ଯାଉଥିଲେ । ତେବେ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହିତ ଛୋଟ ବଡ ଛିଟଛାଟ ମଧ୍ୟ ହୋଇଯାଉଥିଲା ।

ତେବେ ସେହି ସମୟରେ ଏପରି ବ୍ୟବହାର ଅନୁଷ୍କାଙ୍କ ସହିତ କରିଥିବା ଯୋଗୁ ସେ ଏବେ ପଶ୍ଚତାପ କରୁଛନ୍ତି । ତେବେ ଭାରତୀୟ ଦଳର ସୁପର ବ୍ୟାଟ୍ସମ୍ୟାନ ଭିରାଟ କୋହଲୀ ପୁଣି ଥରେ ନିଜ ଫର୍ମକୁ ଫେରିଛନ୍ତି । ତେବେ ଭାରତର ଶ୍ରୀଲଙ୍କା ବିପକ୍ଷରେ ଥିବା ୱାନ ଡେ ସିରିଜ ମ୍ଯାଚରେ ଭିରାଟ କୋହଲୀ ଶତକ ମାରିଛନ୍ତି ।

ତେବେ ଏହା ପୂର୍ବରୁ ଗତ କିଛି ଦିନ ଧରି ଭିରାଟ କୋହଲୀଙ୍କର ଖେଳ ଦୁନିଆର ମାହୋଲରେ ଏତେ ଭଲ ପଦର୍ଶନ ରହିନଥିଲା । ସେ ସେଥିପାଇଁ କିଛି ଦିନ ହେବ । ଖରାପ ଫର୍ମ ସହ ସଂଘର୍ଷ କରି ଆସୁଥିଲେ । ତାପରେ ଧୀରେ ଧୀରେ କରି T-20 ବିଶ୍ଵକପ ପାଇଁ ନିଜର ଫର୍ମକୁ ଫେରିବା ପାଇଁ ଚେଷ୍ଟା କରୁଥିଲେ । ପ୍ରଥମ ୱାନ ଡେ ମ୍ଯାଚ ପରେ BCCI ପାଇଁ ସୂର୍ଯ୍ୟ କୁମାର ଯାଦଭଙ୍କ ସହିତ ସେ କଥା ହୋଇଥିଲେ ।

ତେବେ ସୂର୍ଯ୍ୟ କୁମାର ଯାଦଭ ଯେତେବେଳେ ନିଜର ଖରାପ ଫର୍ମ ବିଷୟରେ ଭିରାଟଙ୍କୁ କହିଥିଲେ । ସେତେବେଳେ ଭିରାଟ ମଧ୍ୟ ଖରାପ ଫର୍ମ ସମୟରେ ନିରାଶା ସମୟର ଅନୁଭୂତି ଷେୟାର କରି ଏପରି କିଛି କହିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *