ଦେଖନ୍ତୁ କିପରି ବ୍ୟକ୍ତି ଜଣକ ପାଟିରେ ବଜାଉଛନ୍ତି ବସ ଓ ଟ୍ରକ ର ହର୍ଣ୍ଣ, ସୋସିଆଲ ମିଡିଆରେ ଭାଇରାଲ ହେଲା Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଓ ଖବର ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଏହି ସବୁ ଘଟଣା ଓ ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ତେବେ ଏହି ଭିଡିଓଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆରେ ବ୍ୟବହାର କରୁଛନ୍ତି ।

ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଜାଣିବା ସହ ନିଜର ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ଅନ୍ୟ ପକ୍ଷରେ ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁ ମାନେ ନିଜର ଟ୍ୟାଲେନ୍ଟ ପଦର୍ଶନ କରି ସୋସିଆଲ ମିଡିଆରେ ଅତି ସହଜରେ ଫେମସ ହୋଇ ପାରୁଛନ୍ତି ଏଣିକି ତାଙ୍କର ପ୍ରଫେସନ ଯାହା ବି ଥାଉ ।

ମହିନ୍ଦ୍ରା ଗ୍ରୁପ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଗତ ୧୮ ତାରିଖରେ ଏକ ଭିଡିଓ ପୋଷ୍ଟ କରିଥିଲେ । ୩୦ ସେକେଣ୍ଡର ଏହି ଭିଡିଓରେ ଜଣେ ବ୍ୟକ୍ତି ବସ୍ ଓ ଟ୍ରକ ହର୍ଣ୍ଣର ସ୍ଵର କରୁଥିବାର ଦେଖିବାକୁ ମିଳିଛି । ଏହି ବ୍ୟକ୍ତି ଜଣକ ପ୍ରଥମେ ଟ୍ରକ ହର୍ଣ୍ଣ ଭଳି ସ୍ଵର କରୁଛନ୍ତି ତା ପରେ ଜଣେ ବ୍ୟକ୍ତି ବସ୍ ହର୍ଣ୍ଣ ଭଳି ସ୍ଵର କରିବା ପାଇଁ କହୁଥିବାର ଶୁଣା ଯାଉଛି ।

ଏହା ପରେ ସେ ବସ୍ ହର୍ଣ୍ଣ ଭଳି ସ୍ଵର ବାହାର କରୁଛନ୍ତି । ବ୍ୟକ୍ତି ଜଣକ ଗୋଟିଏ ପରେ ଗୋଟିଏ ବିଭିନ୍ନ ପ୍ରକାରର ହର୍ଣ୍ଣ ବଜାଉ ଥିବାର ନଜର ଆସୁଛନ୍ତି । ବନ୍ଧୁଗଣ ଅନେକ ଲୋକ ଏହି ଭିଡିଓଟିକୁ ପସନ୍ଦ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *