ଏହି ପଶୁ ମାନେ ଯାହା କଲେ ନା…ଦେଖିଲେ ଆପଣ ହସି ହସି ବେଦମ ହେଇଯିବେ(Funny Animal Moments), ଦେଖନ୍ତୁ ଏହି Video

ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଜାଣିବା ସହ ମନୋରଞ୍ଜନର ଆନନ୍ଦ ବି ନେଇପାରିବେ । ସୋସିଆଲ ମିଡିଆରେ ପଶୁ ପକ୍ଷୀ ମାନଙ୍କର ଏପରି କିଛି ମଜାଦାର ଭିଡିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ପଶୁ ପକ୍ଷୀଙ୍କର ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଭିଡିଓରେ ଗୋଟେ ମାଙ୍କଡ ଗୋଟେ ବ୍ୟକ୍ତିର ମୁଣ୍ଡ ଉପରେ ବସି ଚୁଟି ସଜାଡୁଛି । ହେଲେ ହଠାତ ମାଙ୍କଡଟି ବ୍ୟକ୍ତିର ଆଖିକୁ ଦେଖି ଦୁର୍ବଳ ହେଇଗଲା ଆଉ ଚୁଟିରୁ ସିଧା ଆଖିକୁ ହାତ ନେଲା । ବନ୍ଧୁଗଣ ବ୍ୟକ୍ତିର ଆଖି ଦେଖି ମାଙ୍କଡଟି ପ୍ରେମ କରିଲା ଆଉ କିସ୍ କରିଲା । ଆଖି ପରେ ମାଙ୍କଡ ସେହି ବ୍ୟକ୍ତିର ନାକ ଚେକ୍ କରିଲା ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଭିଡିଓଟି ଦେଖିଲେ ଆପଣ ମାନଙ୍କର ହୋସ ଉଡିଯିବ । ଏହି ଭିଡିଓରେ କିଛି କୁକୁଡା ଏକ ଝିଅ ପଛରେ ଗୋଡାଉ ଥିବାର ନଜର ଆସୁଛନ୍ତି ଆଉ ଏମିତି ଲାଗୁଛି ଆଜି କୁକୁଡା ମାନେ ଏହି ଝିଅକୁ ମଜା ଚଖେଇବାକୁ ଚାହୁଁ ଛନ୍ତି । କୁକୁଡା ଗୁଡିକ ହାତରେ ହତିଆର ଧରି ଝିଅ ପଛରେ ଗୋଡାଉ ଛନ୍ତି । ବନ୍ଧୁଗଣ ଏହି ଭିଡିଓଟି ଏଡିଟିଙ୍ଗ ହେଉଛି ହେଲେ ଦେଖିବାକୁ ବହୁତ ମଜାଦାର ଅଛି ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଏକ ସ୍କୁବା ଡାଇଭର ପାଣିରେ ନଜର ଆସୁଛି ଆଉ ତା ଉପରେ ଗୋଟେ ଅକ୍ଟୋପସ ଚଢି ଯାଇଛି । ଅକ୍ଟୋପସଟି ସ୍କୁବା ଡାଇଭର ପଛରେ ଲାଗିଗଲା ଯାହାଫଳରେ ସ୍କୁବା ଡାଇଭର ଜଣକ ଅକ୍ଟୋପସକୁ ବାହାର କରିବା ପାଇଁ ବହୁତ ଚେଷ୍ଟା କରୁଛି ହେଲେ ଅକ୍ଟୋପସ ବ୍ୟକ୍ତିକୁ ଛାଡୁ ହି ନାହିଁ ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଭିଡିଓରେ ଜଣେ ବ୍ୟକ୍ତି ଏକ ମାଙ୍କଡ ସାମ୍ନାରେ ହାତ ମୁଠି କରି ଦେଖାଇ ଦେଉଛି । ମାଙ୍କଡକୁ ଲାଗୁଛି ବ୍ୟକ୍ତିର ହାତ ମୁଠାରେ କିଛି ଖାଇବା ଜିନିଷ ଅଛି ତେଣୁ ମାଙ୍କଡଟି ହାତ ମୁଠାକୁ ଖୋଲିବାକୁ ଲାଗୁଛି । ମାଙ୍କଡଟି ମୁଠି ଖୋଲିବା ପରେ ହାତରେ କିଛି ବି ନଥିଲା ଏହା ପରେ ମାଙ୍କଡଟି ଚିଡି ଗଲା ।

୫. ବନ୍ଧୁଗଣ ଅଧିକାଂଶ ସମୟରେ କୁକୁର ଓ ବିଲେଇର ଝଗଡା ଦେଖିବାକୁ ମିଳେ । ଆମ ଶେଷ ଭିଡିଓରେ ଦୁଇଟି କୁକୁର ଏକ ବିଲେଇକୁ ଏକା ଦେଖି ତା ଉପରେ ଆକ୍ରମଣ କରିଦେଉଛନ୍ତି ଆଉ ତାକୁ ମଜା ଚଖେଇବା ପାଇଁ ଚେଷ୍ଟା କରୁଛନ୍ତି । କୁକୁର ଦୁଇଟି ବିଲେଇ ଉପରେ ଆକ୍ରମଣ କରିବା ମାତ୍ରେ ଆଉ ଗୋଟେ ବିଲେଇ ସେଇଠିକି ଆସୁଛି ଆଉ କୁକୁରକୁ ଡରେଇ ଭଗେଇ ଦେଉଛି ।

Leave a Reply

Your email address will not be published. Required fields are marked *