ଆସିଲା ବଡ ଖବର ! ପରୀକ୍ଷାରେ ଆଉ ପଡିବନି ଗଣିତ ! ଦେଖନ୍ତୁ ପୁରା ଖବର…

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବରଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ଓ ଆପଣ ମାନେ ସମସ୍ତେ ଏହି ଖବର ବିଷୟାରେ ଜାଣିଲେ ନିଶ୍ଚୟ ଖୁସି ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମରେ ନାଁ ଲେଖେଇବା ଲାଗି ପୂର୍ବରୁ ଗଣିତ ରଖିଥିବା ବାଧ୍ୟତା ମୂଳକ ନୁହେଁ ।

ଏକ ଦ୍ବିତୀୟାଂସ ଇଞ୍ଜିନିୟରିଙ୍ଗ ପାଠ୍ୟକ୍ରମରେ ନାଁ ଲେଖେଇବା ପାଇଁ ଗଣିତ ପଢିବା ବାଧ୍ୟତା ମୂଳକ ନୁହେଁ ବୋଲି AICTE ପକ୍ଷରୁ ଘୋଷଣା କରାଯାଇଛି । AICTE ଗାଇଡଲାଇନ ଅନୁସାରେ ୨୦୨୦ ମସିହା ଯାଏଁ ଇଞ୍ଜିନିୟରିଙ୍ଗ ଡିଗ୍ରୀ କୋର୍ସରେ ଆଡମିସନ ଲାଗି +୨ ସ୍ତରରେ ଫିଜିକ୍ସ ଓ ମ୍ୟାଥ ମେଟିକ୍ସ ବାଧ୍ୟତା ମୂଳକ ବିଷୟ ଥିଲା ।

ଗତ ବର୍ଷ ପାଇଁ AICTE ଯେଉଁ ଗାଇଡଲାଇନ ଆଣିଥିଲା ସେଥିରେ ବାଧ୍ୟତା ମୂଳକ ଶବ୍ଦକୁ ଉଠାଇ ଦେଇ ଯେକୌଣସି ବିଷୟରେ +୨ କରିଥିଲେ ମଧ୍ୟ ଇଞ୍ଜିନିୟରିଙ୍ଗ କରିହେବ ବୋଲି କୁହା ଯାଇଥିଲା । ଯେହେତୁ ଗାଇଡଲାଇନରେ ସ୍ପର୍ଷ୍ଟତା ନଥିଲା ତେଣୁ ଓଡିଶାରେ ତାହାକୁ ଲାଗୁ କରାଯାଇ ନଥିଲା । କିନ୍ତୁ ଚଳିତ ବର୍ଷ ଗାଇଡଲାଇନରେ AICTE କେଉଁ ଇଞ୍ଜିନିୟରିଙ୍ଗ କୋର୍ସ ଲାଗି କେଉଁ ବିଷୟ ବାଧ୍ୟତା ମୂଳକ ବା ଅପସନାଲ ତାହା ସ୍ପର୍ଷ୍ଟ ଭାବରେ ଦର୍ଶାଇ ଛନ୍ତି ।

କେତେକ ଇଞ୍ଜିନିୟରିଙ୍ଗ କୋର୍ସ ଲାଗି ମ୍ୟାଥ ମେଟିକ୍ସ ତ ଆଉ କେତେକ କୋର୍ସ ପାଇଁ କେମେଷ୍ଟ୍ରିକୁ +୨ ସ୍ତରରେ ବାଧ୍ୟତା ମୂଳକ ବିଷୟରୁ ବାଦ ଦିଆଯାଇଛି । ଏନେଇ କି ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ । ସରକାର ନୁମୋଦନ କଲେ ଚଳିତ ବର୍ଷରୁ ହିଁ ଏହି ନିଷ୍ପତ୍ତି ଲାଗୁ କରାଯିବ ବୋଲି କହିଛନ୍ତି OJEE ମୁଖ୍ୟ ।

ଗତ ବର୍ଷ AICTE ପକ୍ଷରୁ ଜାରି ହୋଇଥିବା ଏହି ଗାଇଡଲାଇନରେ +୨ରେ ଗଣିତ ବାଧ୍ୟତା ମୂଳକ ହୋଇ ନଥିଲେ ବି ମାଟ୍ରିକରେ ଗଣିତ ବିଷୟ ରହିବା ଜରୁରୀ ବୋଲି ସ୍ପର୍ଷ୍ଟ କରାଯାଇଛି । ତେଣୁ ବନ୍ଧୁଗଣ ବର୍ତ୍ତମାନ କେବଳ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ ଓ ରାଜ୍ୟ ସରକାର ଅନୁମୋଦନ କଲେ ଏହା ଲାଗୁ କରାଯିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *