ପରିବା କିଣୁଥିଲେ ଦେଖନ୍ତୁ ଏହି Video ତା’ପରେ ଜାଣିପାରିବେ, ମୁଣ୍ଡ ଘୁରେଇଦେବ…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆମେ ମାନେ ସମସ୍ତେ ପନିପରିବା ଖାଇଥାଉ ।

ପନିପରିବା କିଣିବା ପାଇଁ ଆମେ ମାନେ ହାଟ ନହଲେ ସୁପର ମାରକେଟ ଯାଇଥାଉ । ହେଲେ ଆପଣ ମାନେ କଣ ଜାଣିଛନ୍ତି ଏହି ସବୁ ପନିପରିବାକୁ ବିକାଳି ମାନେ କେଉଁ ଭଳି ଭାବରେ ବିକ୍ରି କରିଥାନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଏହି ଭିଡିଓରେ ଜଣେ ବ୍ୟକ୍ତି ପରିବା ବିକ୍ରି କରୁଥିବାର ନଜର ଆସୁଛି । ହେଲେ ସେ ହଠାତ ନାଳ ପାଣିକୁ ଉଠାଇ ପରିବାକୁ ଧୋଇବାକୁ ଲାଗୁଛି ।

ନାଳରେ ସମସ୍ତ ପ୍ରକାରର ଅପରିଷ୍କାର ଆବର୍ଜନା ପଡିଥାଏ ଓ ଏହି ବ୍ୟକ୍ତି ଜଣକ ନାଳ ପାଣି ଆଣି ପରିବା ଧୋଇଛନ୍ତି । ଟିକେ ଭାବନ୍ତୁ ଏହି ପରିବା ଯେଉଁ ମାନେ କିଣି ଖାଇଥିବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ କଣ ଥିବ । ବନ୍ଧୁଗଣ ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ବ୍ୟକ୍ତି ଜଣକ ନାଳ ପାଣିରେ ପରିବା ଢୋଇବା ସମୟରେ ସେଠାରେ ଥିବା ଜଣେ ବ୍ୟକ୍ତି ଏହାର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଦେଇଥିଲେ ।

ଆମେ ମାନେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ପନିପରିବା ଖାଉ ଥାଉ ହେଲେ କିଛି ଏଭଳି ଲୋକ ମାନଙ୍କ ପାଇଁ ଆମ ସ୍ୱାସ୍ଥ୍ୟ ସୁସ୍ଥ ରହିବା ବଦଳରେ ଖରାପ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ପରିବା କିଣିବା ବେଳେ ସତର୍କ ରୁହନ୍ତୁ ଓ ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *