ବାପାଙ୍କ ପରେ ପରେ ଚାଲିଗଲେ ବରିଷ୍ଠ ଅଭିନେତା MIhir Das ଙ୍କ ସାନ ପୁଅ ଅକ୍ଲାନ୍ତ, ବାପା ଭାଇଙ୍କୁ ହରେଇ କାନ୍ଦୁଛନ୍ତି Amlan 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଥିବା ସମସ୍ତ ଓଡିଆ କଳାକାର ମାନଙ୍କୁ ନିଶ୍ଚୟ ଜାଣି ଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଅବଶ୍ୟ ସେ ଆମ ଗହଳରେ ନାହାନ୍ତି ହେଲେ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରି ଥିଲେ । ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ମିହିର ଦାସ ।

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ କଳାକାର ମିହିର ଦାସଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ମିହିର ଅନେକ ଓଡିଆ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରି ଥିଲେ ଆଉ ତାଙ୍କର ଲୋକପ୍ରିୟତା ଆଜି ବି ରହିଛି । ହେଲେ ଗତ କିଛି ବର୍ଷ ତଳେ ମିହିର ଆମ ସମସ୍ତଙ୍କୁ ଛାଡି ପରଲୋକ ଚାଲି ଗଲେ । ମିହିରଙ୍କ ମୃତ୍ୟୁ ଖବର କେବଳ ଓଡିଆ ଇଣ୍ଡଷ୍ଟ୍ରି ନୁହେଁ ସାରା ଓଡିଶାରେ ଶୋକର ଛାୟା ଖେଳାଇ ଦେଇ ଥିଲା ।

ସେହି ସମୟରେ ସମସ୍ତ ଓଡିଆ କଳାକାର ମିହିରଙ୍କୁ ନେଇ ଦୁଃଖ ପ୍ରକାଶ କରି ଥିଲେ । ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ମିହିରଙ୍କ ସାନ ପୁଅଙ୍କ ପରଲୋକ ଘଟିଛି । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ଏହା ସତ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଦର୍ଶକ ବନ୍ଧୁ ମିହିରଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଆଉ ନାହାନ୍ତି । ଗତ କାଲି ସେ ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ।

ବନ୍ଧୁଗଣ ପ୍ରଥମେ ମାଆ ଆଉ ତା ପରେ ବାପା ଆଉ ଏବେ ସାନ ଭାଇଙ୍କୁ ହରାଇ ଅଭିନେତା ଅମ୍ଳାନ ଦାସ ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ମିହିରଙ୍କ ପରିବାରରେ ଏବେ କେବଳ ଅମ୍ଳାନ ଆଉ ତାଙ୍କ ସ୍ତ୍ରୀ ରହିଛନ୍ତି । ଅକ୍ଲାନ୍ତଙ୍କୁ ହରାଇବା ପରେ ଅମ୍ଳାନ ଆଉ ତାଙ୍କ ସ୍ତ୍ରୀଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଦର୍ଶକ ବନ୍ଧୁ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *