ସ୍କୁଲ ଝିଅ ହେଲେ ଭାଇରାଲ, ରାସ୍ତା ମଝିରେ ‘ପାପା କି ପରି’ କଲେ ଏମିତି…ଆପଣ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ କେବେ ନା କେବେ କାହାକୁ ପ୍ରେମ କରିଥିବେ ।

ଆଗ କାଳରେ ପ୍ରେମ କଣ ଲୋକ ମାନେ ଜାଣି ନଥିଲେ ଲୋକମାନେ ପ୍ରଥମେ ବିବାହ କରୁଥିଲେ ଓ ତା ପରେ ନିଜ ଲାଇଭ ପାର୍ଟନରକୁ ପ୍ରେମ କରୁଥିଲେ । ହେଲେ ବର୍ତ୍ତମାନ ଦୁନିଆ ବହୁତ ବଦଳି ଯାଇଛି । ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି ଏଣିକି ସେମାନେ ସ୍କୁଲରେ ପଢନ୍ତୁ କି କଲେଜରେ । କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ସ୍କୁଲ ଛାତ୍ରୀ ଓ ତାଙ୍କ ପ୍ରେମିକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିକୁ ଟିକେ ଭଲ ଭାବରେ ଦେଖନ୍ତୁ । ବନ୍ଧୁଗଣ ଜଣେ ସ୍କୁଲ ଛାତ୍ରୀ ନିଜ ପ୍ରେମିକଙ୍କ ସହ ରାସଲୀଳା କରିବା ପାଇଁ ପାଠ ପଢା ସମୟରେ ଛାତ୍ର ଉପରକୁ ଆସିଥିଲେ । ଛାତ ଉପରେ ନିଜ ପ୍ରେମିକ ସହ ରାସଲୀଳା କରୁଥିବା ବେଳେ କିଛି ପିଲା ଆସି ସେମାନଙ୍କୁ ଧରିଥିଲେ ।

ଏହା ପରେ ବନ୍ଧୁଗଣ ଏହି ଦୁଇଜଣଙ୍କର ଭିଡିଓ ରେକର୍ଡ କରିଥିଲେ । ବନ୍ଧୁଗଣ ଏବେ ଏହି ଦୁଇଜଣଙ୍କ କଳା କର୍ଣ୍ଣମାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏପରି ଲଜ୍ୟା ଜନକ କାମ କରିବାକୁ ଏହି ଛାତ୍ର ଛାତ୍ରୀ ମାନେ ସବୁବେଳେ ଆଗରେ ରହୁଛନ୍ତି । ତା ହେଲେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *