ଯେତେବେଳେ ପାପା Amitabh Bacchan ଙ୍କ ଏହି ହିରୋଇନ କୁ ଭଲ ପାଇ ବସିଥିଲେ ଅଭିଷେକ ଓ ତାଙ୍କ ସହିତ ଶୋଇବା ପାଇଁ କରିଥିଲେ ଜିଦ୍ଦି, ଆଉ ତା’ ପରେ…

ବନ୍ଧୁଗଣ ସାଧାରଣତଃ ବର୍ତ୍ତମାନ ସୋସିଆଲ ମିଡିଆରେ ବଲିଉଡ ଷ୍ଟାର ମାନଙ୍କର ବହୁତ ଫଟୋ ଓ ଭିଡିଓ ଭାଇରାଲ ହେଉଛି । ହେଲେ ବର୍ତ୍ତମାନ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ମାମଲାଟି ହେଉଛି ବଲିଉଡ ଅଭିନେତା ଅଭିଷେକ ବଚନଙ୍କର । ଅଭିଷେକଙ୍କର ଏହି ମାମଲାଟି ତାଙ୍କ ପିଲା ବେଳ ସମୟରେ ହୋଇଥିଲା । ହେଲେ ବର୍ତ୍ତମାନ ଏହି ମାମଲାଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ । ଏହି ମାମଲାଟି ହେଉଛି ବଲିଉଡର ଦିଗଜ ଅଭିନେତା ଅଭିଷେକ ବଚନଙ୍କର । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଅଭିଷେକ ବଲିଉଡର ବହୁତ ଅଭିନେତ୍ରୀଙ୍କ ସହ ଅଫେୟାର ରଖିଥିଲେ  । ହେଲେ ଅଭିଷେକଙ୍କର ପ୍ରଥମ ପ୍ରେମ ଥିଲେ ତାଙ୍କ ପିତାଙ୍କ କୋଷ୍ଟାର ଅଭିନେତ୍ରୀ ଜିନତ ଅମାନ ।

ଏହା ଥିଲା ସେହି ସମୟର କଥା ଯେତେବେଳେ ଅଭିଷେକ ମାତ୍ର ୭ ବର୍ଷ ବୟସର ଥିଲେ । ସେହି ସମୟରେ ଅଭିଷେକଙ୍କ ପିତା ଅମିତାଭ ବଚନ ୧୯୮୩ ମସିହାରେ ଫିଲ୍ମ ‘ମହାନ’ର ଶୁଟିଙ୍ଗ କରୁଥିଲେ । ସେହି ଫିଲ୍ମରେ ଅମିତାଭଙ୍କ କୋଷ୍ଟାର ଅଭିନେତ୍ରୀ ଥିଲେ ଜିନତ ଅମାନ । ଫିଲ୍ମର ଶୁଟିଙ୍ଗ ଶେଷ ହେବାକୁ ଯାଉଥିଲା କେବଳ ଶେଷ ସିଡ୍ୟୁଲ ବାକି ଥିଲା । ଶେଷ ସିଡ୍ୟୁଲର ଶୁଟିଙ୍ଗ ନେପାଳର କାଠମାଣ୍ଡୁରେ ହେଉଥିଲା । ସ୍କୁଲର ଛୁଟି ହେବା ଦ୍ଵାରା ଅଭିଷେକ ନିଜ ପିତାଙ୍କ ଶୁଟିଙ୍ଗ ଦେଖିବା ପାଇଁ କାଠମାଣ୍ଡୁ ଯାଇଥିଲେ । ସେହି ସ୍ଥାନରେ ଅଭିଷେକ ଓ ଜିନତ ଅମାନ ଙ୍କ ମଧ୍ୟରେ ବନ୍ଧୁତା ହୋଇଯାଇଥିଲା ।


ଏହା ପରେ ଅଭିଷେକ ନିଜର ସମସ୍ତ ସମୟ ଜିନତଙ୍କ ସହ ଅତିବାହିତ କରୁଥିଲେ । ଦିନେ ସେହି ଫିଲ୍ମର ‘ପ୍ୟାର ମେ ଦିଲ ପେ ମାର ଦି ଗୋଲି’ର ଶୁଟିଙ୍ଗ ହେଉଥିଲା । ସେହି ଦିନ ଜିନତ ଏକ ହଳଦିଆ ରଙ୍ଗର ଡ୍ରେସ ପିନ୍ଧିଥିଲେ । ସେହି ଗୀତର ଶୁଟିଙ୍ଗକୁ ଦେଖି ଅଭିଷେକ ବହୁତ ମଜା ନେଉଥିଲେ । ସେହି ଗୀତରେ ଅମିତାଭ ଜିନତଙ୍କୁ ଗୁଳି ମାରିଥିଲେ ଯାହା ଫଳରେ ଜିନତ ମରିବାର ଅଭିନୟ କରିଥିଲେ । ଯେଉଁ  ଅଭିଷେକ ବହୁତ ଅଧିକ ଚିନ୍ତାରେ ଆସି ଯାଇଥିଲେ ।

ସେହି ଦିନର ଶୁଟିଙ୍ଗ ସରିବା ପରେ ସମସ୍ତେ ହୋଟେଲ ଯାଇଥିଲେ । ସେହି ସମୟରେ ଅଭିଷେକ ଜିନତଙ୍କୁ କହିଲେ, ଆପଣ କେଉଁଠିକି ଯାଉଛନ୍ତି ?, ଜିନତ କହିଲେ- ସକାଳେ ଶୀଘ୍ର ଉଠିବାର ଅଛି ଶୁଟିଙ୍ଗ ପାଇଁ, ଯାଉଛି ଶୋଇବି । ସେହି ସମୟରେ ଅଭିଷେକ କହିଲେ- କଣ ମୁଁ ଆପଣଙ୍କ ସହ ଶୋଇ ପାରିବି ? ଜିନତ- ବର୍ତ୍ତମାନ ତମେ ବହୁତ ଛୋଟ ଅଛ, ଛୋଟ ଛୁଆ ମାନଙ୍କୁ କେବଳ ନିଜ ମାତା ପିତାଙ୍କ ପାଖରେ ଶୋଇବା ଉଚିତ ।

ହେଲେ ସେହି ସମୟରେ ଅଭିଷେକ ଜିନତଙ୍କ ସହ ଶୋଇବା ପାଇଁ ବହୁତ ଅଧିକ ଜିଦି କରିଥିଲେ । ବହୁତ କହିବା ପରେ ଅଭିଷେକ ମାନି ଥିଲେ । ବନ୍ଧୁଗଣ କେବଳ ୭ ବର୍ଷ ବୟସରେ ଅଭିଷେକ ୧୮ ବର୍ଷର ଜିନତଙ୍କୁ ନିଜ ମନ ଦେଇଥିଲେ । ଆଜି ମଧ୍ୟ ଅଭିଷେକ ଏହା ମାନିଥାନ୍ତି ଯେ, ତାଙ୍କର ପ୍ରଥମ ପ୍ରେମ ହେଉଛନ୍ତି ଜିନତ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *