ମନ୍ତ୍ରୀ Naba Das ଙ୍କ ଅକାଳ ବିୟୋଗ ପାଞ୍ଜିରେ ବି ଅଛି ଉଲ୍ଲେଖ ! ଦେଖନ୍ତୁ କଣ ଲେଖିଥିଲା ପାଞ୍ଜି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସତ ହେଲାକି ପାଞ୍ଜି । ପଞ୍ଜିକାରେ ଉଲ୍ଲିଖିତ ଥିବା ଥିବା ଧାଡିଟି ଅକ୍ଷର ଅକ୍ଷରରେ ସତ୍ୟ ହୋଇଛି ବୋଲି ବହୁ ଜ୍ୟୋର୍ତିବିଦଙ୍କର ମତ ରହୁଛି । ତେବେ ୨୦୨୨-୨୩ ଅସଲୀ ଖଡୀ ରତ୍ନ ପଞ୍ଜିକାରେ କିଛି ଏପରି କଥା ଉଲ୍ଲିଖିତ ରହିଥିଲା । ଯେଉଁ କଥା ବର୍ତ୍ତମାନ ସମୟରେ ବହୁ ଚର୍ଚାର ପରିସରକୁ ଆସିଯାଇଛି । ତେବେ ପାଞ୍ଜିରେ ଲେଖାହୋଇଥିଲା । ଏହା କି ଯେ ଓଡିଶାର ଜଣେ ଜଣ ପ୍ରିୟ ନେତା ତଥା ଜଣେ ରାଜନେତାଙ୍କର ଅକାଳ ବିୟୋଗ ଘଟିବ ।

ତେବେ ଏହି ଘଟଣାଟି ମଧ୍ୟ ଘଟିଲା । ତେବେ ଜ୍ୟୋତିର୍ବିଦଙ୍କ କହିବା ଅନୁଯାଇ ଭାରତ ବର୍ଷର ପାଞ୍ଜିରେ ଥିବା କଥା ସଂପୂର୍ଣ୍ଣ ସତ୍ୟ ଘଟଣା ଅଟେ । ତେବେ ଏଥିରୁ ସ୍ପଷ୍ଠ ପ୍ରମାଣ ମିଳୁଛି । ଏହା କି ଯେ ଭାରତ ବର୍ଷର ଜ୍ଯୋତିଷ ଗଣନା ସତ୍ୟ ଓ ଚିରନ୍ତନ ଅଟେ । ତେବେ କିଛି ଦିନ ତଳେ ମନ୍ତ୍ରୀ ନବ ଦାସ ମହରାଷ୍ଟ୍ରର ସିଙ୍ଗଣାପୁରର ଶନି ମନ୍ଦିରରେ ଏକ ସୁନା କଳସ ଦାନ କରିଥିବା କଥା ବହୁ ଚର୍ଚା ହେଉଥିଲା । ତେବେ ଗତ କିଛି ମାସ ଧରି ନବ ଦାସଙ୍କ ଉପରେ ଶନି ଦଶା ପଡିଥିଲା ।

ତେବେ ତାଙ୍କର ରିଷ୍ଟ ଖଣ୍ଡନ କରିବା ପାଇଁ କୌଣସି ପଣ୍ଡିତଙ୍କ ତତ୍ଵାବଧାନରେ ମନ୍ତ୍ରୀ ନବ ଦାସ ଶନି ମନ୍ଦିରରେ ସୁନା କଳସ ଦାନ କରିଥିଲେ । ଏହା ସହିତ ଘର ପରିବାର ସମେତ ପୂଜା ଅର୍ଚନା ମଧ୍ୟ କରିଥିଲେ । ତେବେ କିଛି ବିଦ୍ବାନୀ ପଣ୍ଡିତଙ୍କ କହିବା ଅନୁଯାଇ ଶନି ଦେବ ହେଉଛନ୍ତି ନ୍ୟାୟର ଦେବତା । ତେବେ ଶନି ଦଶା ପଡିଥିବା ଲୋକଙ୍କୁ ଭଗବାନ ଶନିଙ୍କ କୋପରୁ ବଞ୍ଚିବା ପାଇଁ ତା’ ର ଉପଯୁକ୍ତ ପ୍ରତିକାର କରିବାକୁ ପଡିଥାଏ ।

https://www.youtube.com/watch?v=w9AW4JDRD-A

ତେବେ ଶନିଙ୍କର କୋପକୁ ଶାନ୍ତ କରିବା ପାଇଁ ରାଶି କଳା ରାଶି ତେଲ, ଅପରାଜିତା ପ୍ରଭୃତି ଦାନ କରିବାକୁ ପଡିଥାଏ । ହେଲେ ହୁଏତ ମନ୍ତ୍ରୀ ନବ ଦାସ ସେପରି କିଛି କରିନଥିଲେ । ତେବେ ମନ୍ତ୍ରୀ ଯେଉଁ ସୁନା ଦାନ କଳସ ଦାନ କରିଥିଲେ । ସେଥିରେ ତାଙ୍କର ରିଷ୍ଟ ଖଣ୍ଡନ ମଧ୍ୟ ହୋଇପାରିନଥିଲା ।

ଯେଉଁ କାରଣରୁ ଜଣେ ସୁସଂଗଠିତ ତଥା ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କର ଅକାଳ ବିୟୋଗ ଘଟିଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *