Manish ଙ୍କୁ ହତ୍ୟା କରି ପାତ୍ରପଡାସ୍ଥିତ ପୋଖରୀରେ ଫିଙ୍ଗିବା ବେଳର ଦୃଶ୍ୟ, ସିସିଟିଭି ରେ ହେଲା କଏଦ, ଦେଖନ୍ତୁ Exclusive Video

ବନ୍ଧୁଗଣ, ଆପଣ ମାନେ ସମସ୍ତେ ମନୀଷ ଅନୁରାଗ ଙ୍କ ହ-ତ୍ୟା ମା-ମ-ଲା ସମ୍ବନ୍ଧରେ ସୋ-ସି-ଆ-ଲ ମି-ଡି-ଆ-ରେ ଦେଖି ଆସୁଛନ୍ତି । ସାଉଥ ସିଟି ନାମକ ରେଷ୍ଟୁରାଣ୍ଟ ରେ ମନୀଷଙ୍କର ଶେଷ ଦୃଶ୍ୟ ସି-ସି-ଟି-ଭି କ୍ୟାମେରା ରେ କଏଦ ହୋଇଅଛି । ମନୀଷ ସେଦିନ ରାତିରେ ନିଜ ଘରକୁ ଫୋନ କରି ଟଙ୍କା ମାଗିଥିଲେ । ପ୍ରଥମେ ୫ ହଜାର ଏବଂ ପରେ ୩ ହଜାର । ମାତ୍ର ଏତେ ରାତିରେ ହଟାତ ଟଙ୍କା ମାଗିବାର କାରଣ କଣ ଥିଲା ?

ବର୍ତ୍ତମାନ ସୂଚନା ଅନୁଯାୟୀ ପୋଲିସ ଙ୍କ ହାତରେ ବଡ ସୁ-ରା-ଗ ଲାଗିଛି । ତାହା ହେଉଛି ସି-ସି-ଟି-ଭି କ୍ୟାମେରା ରେ ତାଙ୍କ ସାଙ୍ଗ ତାଙ୍କୁ ମା-ରି ପୋଖରୀରେ ଫି-ଙ୍ଗିଦେଉଥିବାର ଦୃଶ୍ୟ । ଏଠାରେ ରେକର୍ଡ ହୋଇଅଛି ଯେ ରବିବାର ଦିନ ପ୍ରାଏ ସକାଳ ୪.୫ ମିନିଟ ରେ ଏକ କାର ଯାଉଥିବା ର ଦୃଶ୍ୟ ସି-ସି-ଟି-ଭି ରେ ଦେଖିବାକୁ ମିଳିଥିଲା । ପୋଲିସ ପାତ୍ରପଡା ଅଞ୍ଚଳର ସବୁ ସି-ସି-ଟି-ଭି କୁ ଯାଞ୍ଚ କରିଅଛି ।

ଯାଞ୍ଚ କରିବା ସମୟରେ ପୋଲିସ ଙ୍କୁ ସୁ-ରା-ଗ ମିଳିଅଛି । ବର୍ତ୍ତମାନ ଏହି ଗାଡି ସେମାନଙ୍କର ନା ନୁହେଁ ପଚାରିବ ପୋଲିସ କାରଣ କାର ଟି ପୋଖରୀ ଆଡକୁ ଯାଇଥିଲା । ଏବଂ ତାହା ପରେ ସେହିଠାରେ ସାଙ୍ଗମାନେ ଷ-ଡ-ଯ-ନ୍ତ୍ର ରଚି ମନୀଷ ଙ୍କୁ ଜୀବନରୁ ହ-ତ୍ୟା କରି ପୋଖରୀରେ ଫି-ଙ୍ଗି ଦେଇଥିଲେ । ୪.୧୨ ରେ ମୁନା ମନୀଷ ଙ୍କ ବାପା ଙ୍କ ସହିତ କଥା ହୋଇଥିଲେ ।

ପ୍ରାଥମିକ ତଦନ୍ତ ରୁ ଜଣାପଡିଅଛି ଯେ ହୋଟେଲ ବିଲ କୁ ନେଇ ସାଙ୍ଗ ମାନଙ୍କ ମଧ୍ୟରେ ବି-ବା-ଦ ଲାଗିଥିଲା । ଏହି ବିଲ ଅର୍ଥ କୁ ମନୀଷ ଏକା ଭରିଥିଲେ ବୋଲି ପୋଲିସ ସୂଚନା ଦେଇଅଛି । ଫୁଲବାଣୀ ରେ ଆ-ତ୍ମ-ସ-ମ-ର୍ପ-ଣ କରିଥିବା ୨ ଜଣଙ୍କୁ ଆଣି ପଚରା ଉଚରା କରିଅଛି ପୋଲିସ । ବର୍ତ୍ତମାନ ପୋଲିସ ବିଭିନ୍ନ ଦିଗକୁ ନଜରରେ ରକି ତ-ଦ-ନ୍ତ ଚଳାଇବାରେ ଲାଗିଛନ୍ତି ।

ଯଦି ସେଇ କାର ଟି ମନୀଷ ଙ୍କ ସାଙ୍ଗ ମନଙ୍କର ଥିଲା ତେବେ ସେମାନେ କଣ ପାଇଁ ପୋଖରି ଆଡକୁ କାର ଟିକୁ ନେଇ ଯାଇଥିଲେ ଏ ନେଇ ମଧ୍ୟ ପୋଲିସ ତ-ଦ-ନ୍ତ ଚଳାଇଛି । ବର୍ତ୍ତମାନ ପୋଲିସ ଟିମ ଖୁବ ଶୀଘ୍ର ସିଦ୍ଧାନ୍ତ ରେ ପହଞ୍ଚିବ ବୋଲି ଅନୁମାନ କରା ଯାଉଅଛି । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *