ଝରଣା ମଝିରେ ହିରୋଇନ Rani Panda ଙ୍କ ହଟ୍ ଲୁକ, ଭାଇରାଲ ହେଲା Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଯାତ୍ରା ଜଗତ ର କୁଇନ ରାନୀ ପଣ୍ଡା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଅନେକ ଯାତ୍ରାରେ ଅଭିନୟ କରିଛନ୍ତି ଏବଂ ଷ୍ଟେଜ ସୋ ମଧ୍ୟ କରିଛନ୍ତି । ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ଅଭିନେତ୍ରୀ ରାନୀ ପଣ୍ଡା କେବଳ ଅଭିନୟ କରନ୍ତି ନାହିଁ ଏହାସହିତ ଶୁଣିବାକୁ ମିଳିଥିଲା ଯେ ,ସେ ବହୁତ ଭଲ ଗୀତ ମଧ୍ୟ ଗାଆନ୍ତି ।

ଓଡ଼ିଶା ର ଲୋକମାନେ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଏହାର କାରଣ ହେଉଛି ଯେ, ସେ କେବେବି କୌଣସି ଗରିବ ର ଦୁଃଖ ଦେଖି ପାରନ୍ତି ନାହିଁ । ସବୁବେଳେ ସମସ୍ତଙ୍କ ସାହାଯ୍ୟ କରନ୍ତି । ବାତ୍ୟା ହେଉ ଏହି କୋରନା ମହାମାରୀ ରେ ସମସ୍ତଙ୍କୁ ସାହାଯ୍ୟ କରିବା ନିମନ୍ତେ ଆଗେଇ ଆସନ୍ତି । ଏହି ଅଭିନେତ୍ରୀ ଙ୍କୁ ଯାତ୍ରା ଜଗତର ରାଣୀ ବୋଲି କୁହନ୍ତି । ତାଙ୍କ ଡ୍ୟାନ୍ସ ଦେଖିବା ପାଇଁ ଲୋକମାନେ ବହୁତ ଆଗ୍ରହ ପ୍ରକାଶ କରିଥାନ୍ତି ।

ତେବେ ବର୍ତ୍ତମାନ ରାନୀ ପଣ୍ଡା ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଯାତ୍ରା ଜଗତ ର ପ୍ରସିଦ୍ଧ ଅଭିନେତ୍ରୀ ତଥା ଡାନ୍ସର ରାନୀ ପଣ୍ଡା ସୋସିଆଲ ମିଡିଆ ରେ ଅଧିକାଂଶ ସମୟ ସକ୍ରିୟ ରୁହନ୍ତି । ପ୍ରାୟତଃ ସମୟ ଲାଇଭ ଆସି ସେ ନିଜ ଫାନ୍ ମାନଙ୍କ ସହିତ କଥା ମଧ୍ୟ ହୋଇଥାନ୍ତି ।

ତେବେ ବର୍ତ୍ତମାନ ରାନୀ ପଣ୍ଡା ଙ୍କ ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଉକ୍ତ ଭିଡିଓ ରେ ଏହା ଦେଖିବାକୁ ମିଳୁଛି ଯେ, ସେ ଏକ ଧଳା ରଙ୍ଗ ର ସୁନ୍ଦର ଶାଢ଼ୀ ପିନ୍ଧି ଝରଣା ମଝିରେ ଜବରଦସ୍ତ ଡାନ୍ସ କରୁଛନ୍ତି । ତାଙ୍କର ଏହି ଭିଡିଓ ଦର୍ଶକ ମାନଙ୍କୁ ଖୁବ ମାତ୍ରାରେ ପସନ୍ଦ ଆସିଛି । ତାଙ୍କର ଏହି ହଟ୍ ଲୁକ୍ ର ଦର୍ଶକ ମାନେ ବହୁତ ପ୍ରଶଂସା ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ଏହା ଜଣା ପଡ଼ିଛି ଯେ, ଭାଇରାଲ ହୋଇଥିବା ସେହି ଭିଡିଓ ଟି ଅଭିନେତ୍ରୀ ରାନୀ ପଣ୍ଡା ଙ୍କ ଆଗାମୀ ଫିଲ୍ମ ସୁଟିଂ ର ଏକ ସିନ୍ ଅଟେ । ତେବେ ଆପଣ ମାନେ ମଧ୍ୟ ରାନୀ ପଣ୍ଡା ଙ୍କ ଏହି ଭିଡିଓ କୁ ନିଶ୍ଚିତ ଭାବରେ ଦେଖିଥିବେ । ଆପଣ ମାନଙ୍କୁ ରାନୀ ପଣ୍ଡା ଏବଂ ତାଙ୍କର ଜବରଦସ୍ତ ଡାନ୍ସ କିପରି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *