Jyotish Shastra- 28 ନଭେମ୍ବର ପରେ ଏହି 5 ଟି ରାଶିଙ୍କ ପାଖକୁ ନିଜେ ଆସିବେ ମା’ ଲକ୍ଷ୍ମୀ

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ନକ୍ଷତ୍ରର ସ୍ଥିତି ବଦଳିବା ଦ୍ୱାରା ଅଲଗା ଅଲଗା ପ୍ରଭାବ ପଡେ । ଯଦି କୌଣସି ରାଶିର ଗ୍ରହର ସ୍ଥିତି ଠିକ ହୋଇଥାଏ ତାକୁ ଶୁଭ ପରିଣାମ ମିଳିବ । ପୁଣି ଗ୍ରହ ସ୍ଥିତି ଠିକ ନଥିଲେ ଅଶୁଭ ପ୍ରଭାବ ପଡିଥାଏ । ଗ୍ରହ ଓ ନକ୍ଷତ୍ରର ସ୍ଥିତି ବାରମ୍ବାର ବଦଳିବା ଦ୍ୱାରା ବ୍ରହ୍ମାଣ୍ଡରେ କିଛି ଶୁଭ ଯୋଗ ନିର୍ମାଣ ହୋଇଥାଏ । ଯାହା ଦ୍ୱାରା କିଛି ନା କିଛି ରାଶିରେ ଅବଶ୍ୟ ପ୍ରଭାବ ପଡିଥାଏ । ଜ୍ୟୋତିଷଙ୍କ ଗଣନା ଅନୁଯାୟୀ

ଏହି କାର୍ତ୍ତିକ ମାସରେ 28 ନଭେମ୍ବର ରେ ବନୁଛି ଏକ ଶୁଭ ସଂଯୋଗ । ଏହି ଶୁଭ ସଂଯୋଗ ରହିଥିବାରୁ ଆପଣଙ୍କ ରାଶିରେ ଅଲଗା ଅଲଗା ପ୍ରକାରର ପ୍ରଭାବ ପଡିବ । ଏମିତି କିଛି ରାଶି ଅଛନ୍ତି ଯେଉଁମାନେ 28 ନଭେମ୍ବର ପରେ ମା ଲକ୍ଷ୍ମୀ ଙ୍କ କୃପା ଲାଭ କରିବେ ଓ ମାଲେମାଲ ହୋଇଯିବେ ।

ମିଥୁନ ରାଶି- କ୍ଯାରିୟରରେ ଆପଣ ଚାହୁଁ ଥିବା କ୍ଷେତ୍ର ରେ ସଫଳତା ମିଳିବ । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ କ୍ରମ ହୋଇପାରେ । ପରିବାର ଓ ସମ୍ପର୍କୀୟଙ୍କ ସହ ଧାର୍ମିକ ସ୍ଥାନ କୁ ଯାଇପାରନ୍ତି । ସମଜାରେ ମାନ ସମ୍ମାନ ବଢିବ । କୌଣସି କ୍ଷେତ୍ରରେ ନିବେଶ ଅଥବା ଷ୍ଟକ ମାରକେଟରୁ ଧନ ଲାଭ ମିଳିବ । ଆମଦାନୀରେ ବୃଦ୍ଧି ହେବା ସହ ଧନ ପ୍ରାପ୍ତିର ନୂଆ ମାର୍ଗ ମିଳିବ । ବ୍ୟବସାୟରେ ଭଲ ଲାଭ ମିଳିବ । ପ୍ରେମ ଓ ବୈବାହିକ ଜୀବନରେ ବହୁତ ଖୁସି ମିଳିବ ।

ସିଂହ ରାଶି- ମାନସିକ ଶାନ୍ତି ମିଳିବ । ପଡୋଶୀଙ୍କ ପାଇଁ ଲାଭବାନ ହେବେ । ବନ୍ଧୁ ସାହାଯ୍ୟ ମିଳିବ । କାର୍ଯ୍ୟରେ ସଫଳତା ପ୍ରାପ୍ତି କରିବେ । ଚିନ୍ତା ରୁ ମୁକ୍ତି ମିଳିବ । ପର ପାଇଁ କାର୍ଯ୍ୟ କରିବେ । ଆର୍ଥିକ ଲାଭ ପାଇବେ । କାହା ଦ୍ଵାରା ପ୍ରଭାବିତ ହୋଇପାରନ୍ତି । ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ସବୁ ଅଟକି ରହିଥିବା କାମ ପୁରଣ ହେବ । ପରିବାରରେ ଶାନ୍ତି ରହିବ ।

 

ବିଛା ରାଶି- ଏହି ରାଶିର ବ୍ୟକ୍ତି ମନଙ୍କର ଆୟରେ ବୃଦ୍ଧି ହେବ । ସରକାରୀ ଚାକିରୀ ମିଳିପାରେ । ବ୍ୟବସାୟ କରୁଥିବା ବ୍ୟକ୍ତିକୁ ବ୍ୟବସାୟରେ ଭଲ ଲାଭ ମିଳିବ । ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ । ମିତ୍ରମାନଙ୍କ ସହଯୋଗ ମିଳିବ । ଆପଣଙ୍କୁ ରାଜ ସୁଖ ମିଳିପରେ । ପରିବାରରେ ଶାନ୍ତି ରହିବ । ଅଚାନକ କୌଣସି ଉପାୟରୁ ଧନ ମିଳିପାରେ । ବ୍ୟବସାୟରେ ଉନ୍ନତି ହେବ । ଆର୍ଥିକ ସ୍ଥିତିରେ ବୃଦ୍ଧି ହେବ ।

ଧନୁ ରାଶି- ଜୀବନରେ ନୂଆ ନୂଆ ଅନୁଭୂତି ମିଳିବା ସହିତ କାର୍ଯ୍ୟ କ୍ଷେତ୍ରରେ ନିଜର ନୂଆ ସ୍ଥାନ ବନେଇପାରିବେ । ନିଜର ଦେଲି ରୁଟିନ ରୁ ସମୟ କାଢି ନିଜର କିଛି କାମରେ ଲଗାଇ ପାରିବେ । ଅପାର ଧନ ପ୍ରାପ୍ତିର ସୁଯୋଗ ରହିଛି । ଧନଧାନ୍ୟ ବୃଦ୍ଧି ଘଟିବ । ପାରିବାରିକ ଜୀବନରେ ହଜି ଯାଇଥିବା ଖୁସି କୁ ଫେରିପାଇବେ । କୌଣସି ନୂଆ କାମ ଆରମ୍ଭ କରିବା ନିମନ୍ତେ ଏହି ସମୟ ଅନୁକୂଳ ଅଟେ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ବହୁତ ଭଲ ଅଟେ ।

କୁମ୍ଭ ରାଶି- ବ୍ୟବସାୟରେ ବହୁତ ଉନ୍ନତି କରିବେ । ବ୍ୟବସାୟକୁ ଖୁବ ଆଗକୁ ବଢ଼ାଇବେ । କାରବାର ବଢିବ । ଶାରୀରିକ କଷ୍ଟ ଦୂର ହେବ । ବନ୍ଧୁମିତ୍ରଙ୍କ ସହିତ ସମୟ ବିତେଇବେ । ପାରିବାରିକ ସମସ୍ୟା ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ । ବାଦବିବାଦ, ମାଲିମକଦ୍ଦମାରେ ବିଜୟୀ ହେବେ । ମନରେଥିବା କାମନା ପୂର୍ଣ୍ଣ ହେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *