ଏହି 5 ଟି ରିଆଲିଟି ସୋ’ର ଅସଲି ସତ ଜାଣିଲେ ଆପଣଙ୍କ ହୋସ ଉଡିଯିବ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ଅନେକ ରିଆଲିଟି ସୋ ଗୁଡିକୁ ନିଶ୍ଚୟ ଦେଖିଥିବେ । ରିଆଲିଟି ସୋରେ ଅନେକ ପ୍ରତିଯୋଗୀ ବା ସେଲିବ୍ରେଟି ମାନେ ଭାଗ ନେଇଥାନ୍ତି ଓ ଲୋକ ମାନଙ୍କ ମନୋରଞ୍ଜନ କରିଥାନ୍ତି । ବନ୍ଧୁଗଣ ଏହି ରିଆଲିଟି ସୋ ଗୁଡିକ ପଛରେ ଏକ ବଡ ସତ ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣି ଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ରିଆଲିଟି ସୋ ପଛରେ ଥିବା ସତ ଗୁଡିକ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ଶୋ ହେଉଛି ବିଗବସ । ଆପଣ ମାନେ ସମସ୍ତେ ବିଗବସ ସୋଟିକୁ ନିଶ୍ଚୟ ଦେଖିଥିବେ ଅଧିକାଂଶ ଲୋକ ଏହି ସୋରେ ହେଉଥିବା ଝଗଡା ଦେଖିଥାନ୍ତି । ହେଲେ ବନ୍ଧୁଗଣ ବିଗବସ ହାଉସରୁ ବାହାରିବା ପରେ କୌଣସି ଝଗଡା ଦେଖିବାକୁ ମିଳି ନାହିଁ । ଏହି ସୋଟି ସ୍କ୍ରିପ୍ଟେଡ ଅଟେ ଆପଣଙ୍କୁ ଲାଗୁଥିବ ସେଲିବ୍ରେଟି ଘର କାମ ନିଜେ କରନ୍ତି ହେଲେ ଅସଲରେ ଘର କାମ ଏକ ଅଲଗା ଟିମ କରିଥାଏ । ଏହି ସୋରେ ଅଧିକାଂଶ ଝଗଡା ମଧ୍ୟ ସ୍କ୍ରିପ୍ଟେଡ ହୋଇଥାଏ ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଶୋ ଟି ହେଉଛି କେବିଶି । ଯଦି ଆପଣଙ୍କ ପାଖରେ କୌଣସି ଭଲ ବ୍ୟାକଗ୍ରାଉଣ୍ଡ ଷ୍ଟୋରି ନାହିଁ ତା ହେଲେ ଏହି ସୋକୁ ଯିବା ଆପଣଙ୍କ ପାଇଁ ଅଧିକ କଷ୍ଟକର ହୋଇପାରେ । ଏହି ସୋରେ ଭାଗ ନେଉଥିବା ପ୍ରତିଯୋଗୀ ମାନଙ୍କ ଅଧିକାଂଶ ଷ୍ଟୋରି ଫେକ ହୋଇଥାଏ । ଏହି ସୋରେ ଆସିଥିବା ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଟଙ୍କା ଦେଇ ଅଣା ଯାଇଥାଏ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଶୋ ଟି ହେଉଛି ମ୍ୟାନ ଭର୍ସେସ ୱାଇଲ୍ଡ । ଏହୋ ଶୋରେ ବିୟର ଗ୍ରିଲ୍ସ ଜଙ୍ଗଲରେ ବୁଲୁଥିବା ବେଳେ ଯେଉଁ ସବୁ ପ୍ରାଣୀ ମାନଙ୍କ ସାମ୍ନାକୁ ଆସିଥାନ୍ତି ସେହି ପ୍ରାଣୀ ମାନଙ୍କୁ ଚିଡିଆ ଖାନାରୁ ଅଣା ଯାଇଥାଏ । ଅନେକ ଏପିସୋଡରେ ସେ ଜଙ୍ଗଲକୁ ନଯାଇ ଏକ ଫାର୍ମ ଭିଲାରେ ସୁଟ କରନ୍ତି । ଅବଶ୍ୟ ଟିଭିରେ ସେ ପୋକ ଖାଇଥାନ୍ତି ହେଲେ ଅଫ କ୍ୟାମେରାରେ ତାଙ୍କ ପାଇଁ ଭଲ ଖାଦ୍ୟ ଆସିଥାଏ ।

୪. ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ଶୋ ଟି ହେଉଛି ଇଣ୍ଡିଆନ ଆଇଡଲ । ଇଣ୍ଡିଆନ ଆଇଡଲର ପ୍ରଥମ ସିଜନକୁ ଛାଡିଦେଲେ ଅନ୍ୟ ସବୁ ସିଜନ ଫେକ ଅଟେ । ଏହି ଶୋ ରେ ଭାଗ ନେଉଥିବା ପ୍ରତିଯୋଗୀ ମାନଙ୍କ କାହାଣୀ ଉପରେ ଅଧିକ ଗୁରୁତ୍ଵ ଦିଆଯାଏ । ଏହା ସହିତ ଅନେକ ପ୍ରତିଯୋଗୀ ମାନଙ୍କୁ ବିନା ଅଡିସନରେ ମଧ୍ୟ ସିଲେକ୍ଟ କରାଯାଇଥାଏ ଓ କିଏ ଏହି ଶୋର ବିଜେତା ହେବ ତାହା ପୂର୍ବରୁ ଡିସାଇଡ କରାଯାଇଥାଏ ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଶୋ ଟି ହେଉଛି ସ୍ପ୍ଲିଟସଭିଲା । ଏହି ଶୋଟିକୁ ବହୁତ ଲୋକ ଦେଖନ୍ତି ହେଲେ ବନ୍ଧୁଗଣ ଏହି ଶୋଟି ଫେକ ଅଟେ । ଏହି ଶୋର ବିଜେତା କିଏ ହେବ ତାହା ଆଗରୁ ଡିସାଇଡ ହୋଇଯାଇଥାଏ ।

Leave a Reply

Your email address will not be published. Required fields are marked *