ଶରୀର ପାଇଁ ବିଷ ସମାନ ହୋଇଥାଏ ଏହି 5 ଜିନିଷ, ବିଦେଶରେ ବ୍ୟାନ କିନ୍ତୁ ଭାରତରେ ଖୁଲମ ଖୁଲା ଚାଲିଛି ବିକ୍ରି, କଣ ଆପଣ ଏହାକୁ ବ୍ୟବହାର କରୁ ନାହାଁନ୍ତି ତ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ବିଦେଶରେ ବ୍ୟାନ୍ ଅଛି ହେଲେ ଭାରତର ଗଳି କନ୍ଦିରେ ବିକ୍ରି ହେଉଛି । ଏହି ସବୁ ଜିନିଷ ଶରୀର ପାଇଁ କ୍ଷତି କାରକ ହୋଇଥିବା ବେଳେ ବିଦେଶରେ ଏହି ସବୁ ଜିନିଷ ବିକିବା ଲାଗି ରୋକ୍ ଲାଗିଛି । ହେଲେ ବନ୍ଧୁଗଣ ଆମ ଦେଶରେ ଏହା ଖୁଲମ ଖୁଲା ମିଳୁଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସବୁ ସାମଗ୍ରୀ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସବୁ ସାମଗ୍ରୀ ବିଷୟରେ ।

ଲାଇଫ୍ ବଏ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଲାଇଫ୍ ବଏ ସାବୁନ । ଭାରତରେ ଧନୀ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତେ ଏହି ସାବୁନ ବ୍ୟବହାର କରନ୍ତି । ହେଲେ କିଛି ଦେଶରେ ଏହି ସାବୁନର ବ୍ୟବହାର କୁକୁରକୁ ଗାଧୋଇବା ବେଳେ କରାଯାଏ । ତ୍ଵଚା ସମ୍ବନ୍ଧିତ ଅନେକ ରୋଗ ଏହି ସାବୁନ ପାଇଁ ହୁଏ ବୋଲି ଜଣା ପଡିଛି ।

ପେନ୍ କିଲର- ବନ୍ଧୁଗଣ ଯନ୍ତ୍ରଣା ନିବାରଣ କରୁଥିବା ମେଡ଼ିସିନ ତଥା ପେନ୍ କିଲରକୁ ବିଦେଶରେ ବ୍ୟାନ୍ କରାଯାଇଛି । ଭବିଷ୍ୟତରେ ଏହା ଅନେକ ରୋଗ ସୃଷ୍ଟି କରିପାରେ ବୋଲି ଜଣା ପଡିଛି ବିଶେଷ କରି ଏହା କିଡ୍ନି ଓ ଅନେକ ଗମ୍ଭୀର ରୋଗ ସୃଷ୍ଟି କରିଥାଏ । ହେଲେ ଆମ ଭାରତରେ ଏହା ଖୁଲମ ଖୁଲା ବିକ୍ରି ହେଉଛି ।

ଅନପାଶ୍ଚରାଇଜଡ କ୍ଷୀର- ଭାରତରେ ଆଜି ବି ଅନପାଶ୍ଚରାଇଜଡ କ୍ଷୀର ବିକ୍ରି ହେଉଛି । ଏଥିରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ରହୁଥିବାରୁ ଏହା ଶରୀର ପାଇଁ କ୍ଷତି କାରକ । ବେଳେବେଳେ ଏହା ଜୀବନ ନେଇଥାଏ ବିଦେଶରେ ଏହି କ୍ଷୀର ବିକ୍ରି ଉପରେ ବ୍ୟାନ୍ ଲାଗିଛି ହେଲେ ଭାରତରେ ଅନପାଶ୍ଚରାଇଜଡ କ୍ଷୀର ସହଜରେ ମିଳି ଯାଉଛି ।

ରେଡବୁଲ- ବନ୍ଧୁଗଣ ରେଡବୁଲ ହେଉଛି ଏନର୍ଜି ଡ୍ରିଙ୍କ ଭାରତରେ ଏହା ଅତି ସହଜରେ ମିଳୁଛି ହେଲେ ଏହା ସ୍ୱାସ୍ଥ୍ୟ ପାଇଁ ହାନିକରକ ଅଟେ । ଏହାକୁ ପିଇବା ପରେ କିଛି ସମୟ ପାଇଁ ଶରୀର ଫୁର୍ତ୍ତି ଲାଗିଥାଏ ହେଲେ ଲଗାତର ଏହାକୁ ପିଇବା ଦ୍ଵାରା ଶରୀରରେ ଡିପ୍ରେସନ ଓ ହୃଦରୋଗ ଜନ୍ମ ନେଇଥାଏ ।

ଜେଲି ଚକୋଲେଟ- ବନ୍ଧୁଗଣ ଭାରତରେ ବହୁଳ ମାତ୍ରାରେ ବିକ୍ରି ହେଉଛି ଜେଲି ଚୋକଲେଟ । ବିଶେଷ କରି ପିଲା ମାନେ ଏହାକୁ କିଣି ଆନନ୍ଦରେ ଖାଇଥାନ୍ତି । ଆମ ଦେଶରେ ମିଳୁ ଥିବା ଜେଲି ଚକୋଲେଟ ବିଦେଶରେ ବ୍ୟାନ୍ ହୋଇଛି । ଏକ ସ୍ୱାସ୍ଥ୍ୟ ସର୍ଭେରୁ ଜଣା ପଡିଛି ଜେଲି ଚକୋଲେଟ ଖାଇବା ଦ୍ଵାରା ନିଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହୋଇଥାଏ । ହେଲେ ବନ୍ଧୁଗଣ ଆମ ଭାରତରେ ବହୁଳ ମାତ୍ରାରେ ଏହା ବିକ୍ରି ହେଉଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *