Vastu Shastra: ମା ଲକ୍ଷ୍ମୀ କୁହନ୍ତି ଏହି ୫ ଟି ଭୁଲ ମଣିଷକୁ ଗରିବ କରିଥାଏ, କେବେ ବି ସେ ହେଇପାରେ ନାହିଁ ଧନୀ

ବନ୍ଧୁଗଣ ପ୍ରତ୍ୟେକ ମଣିଷ ନିଜ ଜୀବନରେ ସମସ୍ତ ପ୍ରକାରର ସୁଖ ସୁବିଧାକୁ ଭୋଗ କରିବା ପାଇଁ ଚାହିଁଥାଏ । ଏଥିପାଇଁ ମଣିଷ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଥାଏ । ହେଲେ କେତେ ଜଣ ମଣିଷ ଏହି ସୁଖକୁ ପାଇ ପାରନ୍ତି ନାହିଁ । କାରଣ ଅଜଣାତରେ ସେହି ମଣିଷ ମାନେ କେତେକ ଭୁଲ କରି ଦେଇଥାନ୍ତି, ଯାହା ଦ୍ୱାରା ମା ଲକ୍ଷ୍ମୀ ସେହି ଲୋକମାନଙ୍କ ଉପରେ ରୁଷ୍ଟ ହୋଇଯାନ୍ତି । ସେଥିପାଇଁ ସେହି ମଣିଷ ମାନେ ଯେତେ କଷ୍ଟ କରିଲେ ମଧ୍ୟ ସେମାନଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇ ରହିଥାଏ ଓ ସେମାନେ କେବେ ବି ହେଲେ ଧନୀ ହୋଇପାରନ୍ତି ନାହିଁ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଭୁଲ ବିଷୟରେ କହିବୁ ଯାହା ଦ୍ୱାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଯାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମା ଲକ୍ଷ୍ମୀଙ୍କର ବାସ ସେହି ସ୍ଥାନରେ ହୋଇଥାଏ ଯେଉଁ ସ୍ଥାନରେ ସୁଖ ଓ ଶାନ୍ତି ରହିଥାଏ ।

କେତେଜଣଙ୍କ ଘରେ ବହୁତ ବାଦବିବାଦ ଦେଖା ଦେଇଥାଏ, ସେମାନଙ୍କ ଘରେ ମହିଳା ମାନଙ୍କୁ ଅସମ୍ମାନିତ କରାଯାଇଥାଏ ଓ ଏହି ଘର ମାନଙ୍କରେ ସବୁଦିନ ଝଗଡା ଲାଗି ରହିଥାଏ । ବନ୍ଧୁଗଣ ଏହି ସବୁ ଘର ମାନଙ୍କରେ ମା ଲକ୍ଷ୍ମୀଙ୍କ ବାସ ରହି ନଥାଏ । ଯେଉଁ ଘରେ ଅନ୍ନର ଅପମାନ ହୋଇଥାଏ ସେହି ଘରେ ମଧ୍ୟ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ ।


ଯଦି କୌଣସି ଘରର ସ୍ତ୍ରୀ ଦିନ ସମୟରେ ଶୋଇଥାଏ ଓ ନିଜ ଗୁରୁଜନ ମାନଙ୍କୁ ସମ୍ମାନ ଦେଇନଥାଏ ସେହି ଘରେ କେବେ ହେଲେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଲକ୍ଷ୍ମୀଙ୍କ ବାସ ପାଇଁ ସନ୍ଧ୍ୟା ସମୟରେ ଦୀପ ଲଗାନ୍ତୁ ଓ ଭୁଲ ସେ ମଧ୍ୟ ସନ୍ଧ୍ୟା ସମୟରେ ଶୋଇବାରୁ ବଞ୍ଚନ୍ତୁ । ଏହା ସହିତ ସୂର୍ଯ୍ୟଦୟ ଓ ସୂର୍ଯ୍ୟାସ୍ତ ସମୟରେ ମଧ୍ୟ ଘର ମଧ୍ୟରେ ଶୋଇବା ଉଚିତ ନୁହେଁ ।

କୌଣସି ଛୋଟ ଛୋଟ ଭୁଲ ପାଇଁ ଘରର ବୋହୁ ଉପରେ ଖରାପ ବ୍ୟବହାର ପଦର୍ଶନ କରିବା ଏବଂ ଅସମ୍ମାନ ଆଦି କରିବା ଦ୍ଵାରା ଆପଣଙ୍କ ଘରୁ ମା ଲକ୍ଷ୍ମୀଙ୍କ ବାସ ଦୂର ହେବାର କାରଣ ହୋଇପାରେ । ନିଜ ଜୀବନରେ ମା ଲକ୍ଷ୍ମୀଙ୍କର ଧ୍ୟାନ କରିବା ଦ୍ଵାରା ଆପଣଙ୍କୁ କେବେ ହେଲେ ଧନର ଅଭାବ ହେବ ନାହିଁ । ଯେଉଁ ଘରେ ସବୁବେଳେ ମାଂସ ଓ ମଦର ସେବନ ହୋଇଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ଚାଲି ଯାଇଥାଏ । ସେହି ଘରେ କେବେ ହେଲେ ମା ଲକ୍ଷ୍ମୀ ରହିନଥାନ୍ତି ।

ସବୁବେଳେ ଆପଣ ନିଜେ ପରିଷ୍କାର ରହିବା ସହ ନିଜ ଘରକୁ ମଧ୍ୟ ପରିଷ୍କାର ରଖନ୍ତୁ । ଏହା ଦ୍ଵାରା ଘର ମଧ୍ୟରେ ସକରାତ୍ମକ ଊର୍ଜାର ସଂଚାଳନ ହୋଇଥାଏ ଓ ଆପଣଙ୍କ ଘରେ ସର୍ବଦା ମା ଲକ୍ଷ୍ମୀଙ୍କର ବାସ ରହିଥାଏ । ତେବେ ବନ୍ଧୁଗଣ ଏହି ସବୁ ନିୟମ ଓ ଭୁଲକୁ ମାନି ଚଳନ୍ତୁ, ଦେଖିବେ ନିଶ୍ଚୟ ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ ଆଶୀର୍ବାଦ ରହିବ । ଯାହା ଫଳରେ ଆପଣ ବହୁତ ଶୀଘ୍ର ଧନଲାଭ କରି ପାରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବାସ୍ତୁ ଶାସ୍ତ୍ର ସମ୍ବନ୍ଧୀୟ ଅଧିକ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *