ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ସୁର ଭାଇଙ୍କ କଡା ବୟାନ ସାରା ଓଡିଶାରେ ଲୋକପ୍ରିୟ । ଲୋକ ମାନେ ତାଙ୍କ କଥା ଶୁଣିବା ପାଇଁ ବେସ ଅଧିକ ପସନ୍ଦ କରନ୍ତି । ଯେତେବେଳେ ବି ଓଡିଶାରେ କିଛି ଘଟଣା ଘଟେ ସେତେବେଳେ ଗଣମାଧ୍ୟମ ସୁର ଭାଇଙ୍କ ପ୍ରତିକ୍ରିୟା ନେବାକୁ ତାଙ୍କ ପାଖରେ ପହଞ୍ଚି ଥାଏ ।
ତେବେ ସୁର ଭାଇ କହୁଛନ୍ତି-‘ଯିଏ କହୁଛନ୍ତି ସେ ନିଜେ ଏଠି କାଉନ୍ସିଲର ହୋଇପାରିବେ ଭୁବନେଶ୍ଵରରେ । ମାଇନସ ନବୀନ ପଟ୍ଟନାୟକ ଯେଉଁ ମାନେ ଏଠି ଷ୍ଟେଟମେଣ୍ଟ ଦେଉଛନ୍ତି ସେମାନେ ଭୁବନେଶ୍ଵରରେ କାଉନ୍ସିଲର ହୋଇପାରିବେ । ଆରେ ଗୋଟେ ବେଳା ପଡିଛି ନବୀନ ପଟ୍ଟନାୟକର ଏମିତି ଭାଗ୍ୟ ପୃଥିବୀରେ କାହାର ନାହିଁ । ନେପୋଲିୟନ ନଥିଲା କି ହିଟଲର।
ତେବେ ଆଗକୁ ସେ କହିଛନ୍ତି-‘ତମେ ଭୋଟ ପୂର୍ବରୁ ପଞ୍ଚାୟତରେ ହଜାର ଡେଲ କାର୍ଡରେ ହଜାର ଘର ତୋଳିବା ପାଇଁ, ୩ ହଜାର ଖାଇବା ପାଇଁ ହଜାର ଧାନ ପାଇଁ ଆମେ ପାଇଲୁ ଭୋଟ ହେଲା ଏମୁଣ୍ଡୁ ସେମୁଣ୍ଡୁ ନବୀନ ହାତରେ ଠିଆ ହେଲୁ । କଣ ଭାସିଗଲା ଆମେ ପାଇଛୁ ଭୋଟ ପୂର୍ବରୁ ସେ ହାୱାରେ ଆମେ ସମେତେ ଗଲୁ । ବେଳା ପଡିଛି ରେ ସବୁବେଳେ ଏ ନବୀନ ଲଢୁ ନଥିବ’।
ତେବେ କିନ୍ତୁ ଆମ ଲୋକ ଟଙ୍କାରେ କିଣା ବିକା ହୋଇ ପାରିବେ ନାହିଁ। ତେବେ ସେ କହିଛନ୍ତି କି ୯୦% କଟକ,ଜଟଣୀ,ଖୋର୍ଦ୍ଧା ଆଦିରେ କଂଗ୍ରେସ ବହୁତ ଭଲ ରେଜେଲଟ କରିବ ଏହା ତାଙ୍କର ବିଶ୍ୱାସ। କଂଗ୍ରେସ କଟକ ରେ ମେୟର କରିବ, ଭୁବନେଶ୍ୱର ରେ ମେୟର କରିବ। ଏବଂ ଜଟଣୀ ରେ ଚେୟାର ମ୍ୟାନ ହେବ। କେବଳ ସମୟ କୁ ଅପେକ୍ଷା କରନ୍ତୁ।
ତେବେ ସେ କହିଛନ୍ତି ବଜେଟ ହେବା ଦରକାର ଯେଉଁ ପଇସା ଗାଁ ଗହଳି ରେ ଲୋକ ଭୋଟ ଦେଲ ସେସବୁ ଖାଇ ଯାଇଛନ୍ତି କାହାକୁ ୧୦୦୦ ଟଙ୍କା କାହାକୁ ଘର ସଜାଡ଼ିବା ପାଇଁ ୫୦୦୦ ଲେଖା ପିଠା ପାଇଁ ୧୦ ହଜାର ଟଙ୍କା। ଏହି ଟଙ୍କା ଗୁଡାକ କଣ ଆପୃବ ହୋଇଛି। ଏହା ବଜେଟ ରେ ପାସ ହେଲେ ସେମାନେ ପେମେଣ୍ଟ ପାଇବେ। ଆଉ ଅନ୍ୟ ଯେଉଁ ଯୋଜନା କାର୍ଯ୍ୟକାରୀ ହେବ। ତେବେ ଏହା ସବୁ ତୁରନ୍ତ ହେବା ଆବଶ୍ୟକ ଅଟେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।