Jyotish Shastra- ଏହି 5 ଟି ନାମର ଝିଅ ହେଇଥାନ୍ତି ଗଙ୍ଗା ଜଳ ପରି ପବିତ୍ର

ଏହି ଦୁନିଆରେ ସମସ୍ତ ଝିଅ ମାନଙ୍କୁ ବୁଝିବା ବହୁତ କଷ୍ଟ ହୋଇଥାଏ । କାହିଁକି ନା ଗୋଟିଏ ଝିଅ ମନରେ କେତେବେଳେ କଣ ଚାଲିଥାଏ ଏହା କେହି ବି କହି ପାରିବେ ନାହିଁ । ଆପଣ ମଧ୍ୟ ଶୁଣିଥିବେ କି ଯେତେବେଳେ ଭଗବାନ ନାରୀ ଙ୍କୁ ବୁଝି ପାରିଲେ ନାହିଁ ତା ହେଲେ ସାମାନ୍ଯ ମଣିଷ କିପରି ବୁଝି ପାରିବ । ପ୍ରକୃତରେ ହେଲା ଝିଅମାନଙ୍କ ବ୍ୟବହାର ଏତେ ଅଲଗା ହୋଇଥାଏ ଯେ ସେମାନେ କେବେ କେଉଁ ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ ଏହା କେହି ବି କହି ପାରିବେ ନାହିଁ । ଏହି ଦୁନିଆରେ ବହୁତ ଝିଅମାନେ ଏମିତି ମଧ୍ୟ ହୋଇଥାନ୍ତି ଯେଉଁମାନେ ଗଙ୍ଗାଜଳ ଭଳି ପବିତ୍ର ହୋଇଥାନ୍ତି ଏବଂ ବହୁତ ଶାନ୍ତ ସ୍ଵଭାବର ମଧ୍ୟ ହୋଇଥାନ୍ତି ।

ସେଇଠି ଏମିତି ବହୁତ ଝିଅମାନେ ଏମତି ବି ଥାଆନ୍ତି ଯେଉଁମାନେ ବହୁତ ଚାଲାଖ ହୋଇଥାନ୍ତି ଏବଂ ଭରସା ଯୋଗ୍ୟ ହୋଇ ନଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ଝିଅମାନଙ୍କ ବିଷୟରେ କହିବୁ ଯେଉଁମାନେ ବହୁତ ପବିତ୍ର ହୋଇଥାନ୍ତି । ଆପଣ ମାନଙ୍କ ଜାଣିବା ପାଇଁ କହି ଦେଉଛୁ ଯେ ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ବହୁତ ପବିତ୍ର ବୋଲି ମନାଯାଏ ।

A ନାମର ଝିଅ

ଯେଉଁ ଝିଅ ମାନଙ୍କର ନାମ A ଅକ୍ଷରରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ତେଜ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପରିବାରର ଓ ନିଜ ଜୀବନ ସାଥିଙ୍କ ଧ୍ୟାନ ବହୁତ ଭଲ ଭାବେ ରଖନ୍ତି । ଏମାନେ କେବେ ବି ଏମିତି କିଛି କାମ କରି ନଥାନ୍ତି ଯେଉଁଥି ପାଇଁ ତାଙ୍କ ପରିବାରର ନାମ ଖରାପ ହେବ ବା ନିଜ ଜୀବନ ସାଥୀଙ୍କୁ କଷ୍ଟ ହେବ ।

S ନାମର ଝିଅ

ଯେଉଁ ଝିଅଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ମଧ୍ୟ ବହୁତ ପବିତ୍ର ବୋଲି ମନାଯାଏ । ଏମାନେ ବହୁତ ଲାଜକୁରା ବି ହୋଇଥାନ୍ତି । କିନ୍ତୁ ଏମାନେ ତାଙ୍କ ପରିବାରର ମାନ ମାର୍ଜ୍ଯାଦାର ପୁରା ଧ୍ୟାନ ରଖିଥାନ୍ତି । ଏମାନେ କୌଣସି ବି ପରିସ୍ଥିତିରେ ନିଜ ପରିବାରକୁ ଖୁସିରେ ରଖିବା ପାଇଁ ପୁରା ଚେଷ୍ଟା କରିଥାନ୍ତି । ନିଜ ପରିବାର ଲୋକଙ୍କର ଇଚ୍ଛା ପୂରଣ କରିବାକୁ ପୁରା ଚେଷ୍ଟା କରିଥାନ୍ତି ।

P ନାମର ଝିଅ

ଯେଉଁ ଝିଅଙ୍କର ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସଂପର୍କକୁ ବାନ୍ଧି ରଖିବାରେ ମାହିର ହୋଇଥାନ୍ତି । ଏହି ନାମର ଝିଅମାନେ ପ୍ରତ୍ଯେକ ମଣିଷର ଭାବନକୁ ଧ୍ୟାନର ସହିତ ବୁଝି ପାରନ୍ତି । ଏମାନେ କେବେ ବି କାହାରିକୁ ଦୁଃଖ ଦିଅନ୍ତି ନାହିଁ । ଏମାନେ ସମସ୍ତଙ୍କ ସହିତ ମଧୁର କଥା କୁହନ୍ତି । ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମନାଯାଏ ।

B ନାମର ଝିଅ

B ନାମର ଝିଅମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଓ ନିଜ ଜୀବନ ସାଥିଙ୍କର ମଧ୍ୟ ବିଶ୍ଵସ୍ତ ହୋଇଥାନ୍ତି । ଏମାନେ କୌଣସି ପରିସ୍ଥିତରେ ମଧ୍ୟ ନିଜ ଜୀବନ ସାଥିଙ୍କ ହାତ ଛାଡନ୍ତି ନାହିଁ । ଏମାନଙ୍କର ବ୍ୟବହାର ମଧ୍ୟ ବହୁତ ଭଲ ହୋଇଥାଏ । ଏହି କାରଣରୁ ଏମାନଙ୍କୁ ପବିତ୍ର ବୋଲି ମନାଯାଏ ।

M ନାମର ଝିଅ

ଯେଉଁ ଝିଅ ମାନଙ୍କର ନାମ M ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ସ୍ଵଭାବ ଅନ୍ୟ ମାନଙ୍କ ଠାରୁ ବହୁତ ଭଲ ହୋଇଥାଏ । ଏହି ନାମ ଥିବା ଝିଅମାନେ ବହୁତ ଜୋରେ କଥା କହିଥାନ୍ତି । ଏମାନେ କାହାରୀକୁ ନିରାଦର କରନ୍ତି ନାହିଁ । ଏମିତି କି ଏମାନେ ନିଜର ଜୀବନ ସାଥୀଙ୍କୁ ଖୁସିରେ ରଖିବା ପାଇଁ ପୁରା ଚେଷ୍ଟା କରିଥାନ୍ତି ।

ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *