Interesting Gk Questions- 5 ଓ 9 ଭିତରେ ଏମିତି କେଉଁ ଚିହ୍ନ ଲଗାଇଲେ ଯେଉଁ ସଂଖ୍ୟା ବାହାରିବ ତାହା 5 ରୁ ଅଧିକ ଓ 9 ରୁ କମ ହେବ ?

ବନ୍ଧୁଗଣ ଆମର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଏହା ଆମକୁ ସମସ୍ତ ସରକାରୀ ଚାକିରି ଏବଂ ଜୀବନ ଜୀବିକାରେ ବହୁତ ସହାୟକ ହୋଇଥାଏ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜିକେ ନେଇ ଆସିଛୁ । ଯାହାକୁ ପଢି ଆପଣ ଏହି ଓଡିଆ ଜିକେ ବିଷୟରେ ଜାଣି ପାରିବେ । ଆପଣ ପଢିବା ପରେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଆପଣ ଏହାର ଜ୍ଞାନ ଦେଇପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ।

୧ .ସେଇଟା ଏମିତି କଣ ଯାହା ଆପଣଙ୍କ ସାମ୍ନା ରେ ଅଛି ହେଲେ ଆପଣ ତାକୁ ଦେଖିପାରନ୍ତି ନାହିଁ ?
ଉତ୍ତର – ଆପଣଙ୍କ ଭବିଷ୍ୟତ ।

୨ . ତାହା ଏମିତି କେଉଁ ଜିନିଷ ଯାହା ଯେତେ ବଢିଲେ ବି ସେତିକି କମ ହୋଇଥାଏ ?
ଉତ୍ତର – ବୟସ ।

୩ . ଇସଲାମ ଧର୍ମ ରେ କେଉଁ ନମ୍ବର କୁ ସବୁଠୁ ଖାସ ବୋଲି ମନାଯାଇଥାଏ ?
ଉତ୍ତର – ୭୮୬ ।

୪ . ଵିଶ୍ଵ ର ଏମିତି କେଉଁ ଦେଶ ଅଛି ଯାହା କେବେ ବି କାହାର ଗୁଲାମ ହୋଇନାହିଁ ?
ଉତ୍ତର – ନେପାଳ ଦେଶ ।

୫ . ଆମେରିକ ର ନାସା ରେ କାହାର ଛବି ଲାଗି ରହିଥାଏ ?
ଉତ୍ତର – ଟିପୁ ସୁଲତାନ ଙ୍କର ।

୬ . କେଉଁ ମନ୍ଦିର ର ପତାକା ପବନ ର ବିପରୀତ ଦିଗ ରେ ଉଡ଼ିଥାଏ ?
ଉତ୍ତର – ଜଗନ୍ନାଥ ମନ୍ଦିରର ।

୭ . ଦୁନିଆ ର ସବୁଠୁ ମଜବୁତ ଟଙ୍କା କେଉଁଟା ହୋଇଥାଏ ?
ଉତ୍ତର – ଡଲାର ।

୮ . ସବୁଠୁ ବେଶି କ୍ରୋଧ କେଉଁ ପଶୁ ପାଖରେ ଥାଏ ?
ଉତ୍ତର – ସିଂହ ପାଖରେ ।

୯ . କଣ ଆପଣଙ୍କୁ ଜଣା ଅଛି କି କେଉଁ ଦେଶ ରେ ଗୋଟେ ବି କୃଷକ ନାହାନ୍ତି ?
ଉତ୍ତର – ଭାଟିକାନ ସିଟି ।

୧୦ . ଆମ ଭାରତ କେବେ ସ୍ୱାଧୀନ ହୋଇଥିଲା ?
ଉତ୍ତର – ଅଗଷ୍ଟ ୧୫ ୧୯୪୭ ମସିହା ।

୧୧ . କଣ ଆପଣଙ୍କୁ ଜଣା ଅଛି ବିରାଟ କୋହଲି ଙ୍କର ଉଚ୍ଚତା କେତେ ?
ଉତ୍ତର – ୫ ଫୁଟ ୯ ଇଞ୍ଚ ।

୧୨ . ଆପଣ ଜାଣିଛନ୍ତି କି ସୀତା ମାତା ଲଙ୍କା ରେ କେତେଦିନ ରହିଥିଲେ ?
ଉତ୍ତର – ୧୨ ମାସ ।

୧୩ . କଣ ଆପଣଙ୍କୁ ଜଣା ଅଛି କି ମରିବା ପରେ ଶରୀର ରୁ ଦୁର୍ଗନ୍ଧ କଣ ପାଇଁ ଆସିଥାଏ ?
ଉତ୍ତର – ଶରୀର କୁ ଅମ୍ଳଜାନ ନ ଯିବା କାରଣ ରୁ ।

୧୪ . କଣ ଆପଣ ଜାଣିଛନ୍ତି କି ମନୁଷ୍ୟ ଯଦି ଆଖି ପତା ନ ପକେଇପାରିବ ତେବେ କଣ ହେବ ?
ଉତ୍ତର – ଆଖି ର ଆଲୁଅ କମ ହେଇଯିବ ।

୧୫ . କଣ ଆପଣ ଜାଣିଛନ୍ତି କି ଫ୍ରୀଜ଼ ରେ ଲିଟର ର ମାନେ କଣ ?
ଉତ୍ତର – ଫ୍ରୀଜ଼ ର ଦୂରତା କୁ ମପାଯାଇଥାଏ ।

୧୬ . ଏମିତି କଣ ଅଛି ଯାହାକୁ ବାରମ୍ବାର ସଫା କରିବା ପରେ ସେ କଳା ହୋଇଯାଇଥାଏ ?
ଉତ୍ତର – କଳାପଟା ।

୧୭ . ଝିଅମାନେ କେଉଁ କଥା କୁ କେବେ ବି କାହାକୁ କହିନଥାନ୍ତି ?
ଉତ୍ତର – ନିଜର ପୁରୁଣା ପ୍ରେମ ସମ୍ବନ୍ଧ କୁ ।

୧୮ . କଣ ଆପଣଙ୍କୁ ଜଣା ଅଛି କି ଫ୍ରୀଜ଼ ରେ ଲିଟର ସହ ତାର କଣମାନେ ଥାଏ ?
ଉତ୍ତର – ତାର କ୍ଷମତା ମପା ଯାଇଥାଏ ।

୧୯ . କେଉଁ ନିଶା ଦ୍ରବ୍ଯ ର ପ୍ରୟୋଗ ଦ୍ଵାରା ମନୁଷ୍ୟ ର ସ୍ମରଣ ଶକ୍ତି ବଢିଯାଇଥାଏ ?
ଉତ୍ତର – ମଦର ର ସେବନ ଦ୍ବାରା ।

୨୦ . କଣ ଆପଣଙ୍କୁ ଜଣା ଅଛି କି ଗୋଟେ ମନୁଷ୍ୟ ଗୋଟେ ଦିନରେ କେତେ ଅମ୍ଳଜାନ ନେଇପାରିବ ?
ଉତ୍ତର – ୫୫୦ ଲିଟର ।

୨୧ . ଭାରତ ର କେଉଁ ଦେଶ ରେ ସବୁଠୁ ଅଧିକ ହାତୀ ଅଛନ୍ତି ?
ଉତ୍ତର – କର୍ଣ୍ଣାଟକ ରାଜ୍ୟରେ ।

୨୨ . କଣ ଆପଣ ଜାଣିଛନ୍ତି କି ରାଜଧାନୀ ଏକ୍ସପ୍ରେସ କାହା କାହା ମଝିରେ ଚାଲିଥାଏ ?
ଉତ୍ତର – ଦୁଇଟି ରାଜଧାନୀ ର ମଝିରେ ।

୨୩ . କଣ ଆପଣ କହିପାରିବେ କି କଲୋନୀ କୁ ହିନ୍ଦୀ ରେ କଣ କୁହାଯାଏ ?
ଉତ୍ତର – ବସ୍ତି କୁହାଯାଏ ।

୨୪ . କେଉଁ ପଶୁ ର କ୍ଷୀର ରୁ କେବେବି ଦହି ହୋଇପାରିବ ନାହିଁ ?
ଉତ୍ତର – ଓଟ ର କ୍ଷୀର ରୁ ।

୨୫ . ୫ ଓ ୯ ମଝିରେ ଏମିତି କେଉଁ ଚିହ୍ନ ଲାଗିବ ଯେଉଁଟା କି ୫ ରୁ ଅଧିକ ଏବଂ ୯ ରୁ କମ ହେବ ?
ଉତ୍ତର – ଦଶମିକ ଚିହ୍ନ ଲାଗିବା ଦ୍ଵାରା ସଂଖ୍ୟା ଟି ୫ ରୁ ଅଧିକ ଏବଂ ୯ ରୁ କମ ହେବ ।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *