ପଞ୍ଚଭୂତରେ ବିଲୀନ ହେଲେ Jyoti Prakash, ପୁରୀ ସ୍ୱର୍ଗ ଦ୍ୱାରରେ ଜ୍ୟୋତିଙ୍କର ହେଲା ଶେଷକୃତ୍ୟ, ଦେଖନ୍ତୁ ପୁରା Video

ନମସ୍କାର ବନ୍ଧୁଗଣ ମୃ-ତ୍ୟୁ ଏକ ଏପରି ଶବ୍ଦ ତାହା କେତେବେଳେ ଆସେ କେଉଁଠି ଆସେ ତାହା କେହି ଜାଣି ନାହାଁନ୍ତି । ତେବେ ଯେତେବେଳେ ବି ଆସେ ସମସ୍ତ ଙ୍କୁ ଶୋକ ରେ ଭସେଇ ଦେଇ ଯାଏ । ମୃ-ତ୍ୟୁ ଏକ ନିଷ୍ଠୁର ଶବ୍ଦ । ତେବେ ପାଞ୍ଚ ମିନିଟ ରେ ଆସିଯିବି ମାଆ ଙ୍କୁ କହି ଯାଇଥିଲା କିନ୍ତୁ ଆଉ ଫେରିଲା ନାହିଁ ଏଵଂ ଶେଷରେ ଆଜି ସ୍ୱର୍ଗଦ୍ୱାର ରେ ପଞ୍ଚଭୂତ ରେ ବିଲୀନ ହୋଇଗଲା ଜ୍ୟୋତି ପ୍ରକାଶ ।

ତେବେ ପୁଅ କୁ ହରେଇ ମାଆ ର କି ଅବସ୍ଥା ହେଉଥିବ ତାହା କେହି କହି ପାରିବେ ନାହିଁ ତାହା କେଵଳ ସେହି ମାଆ ହିଁ ଜାଣିଥିବ ଏବଂ ବାପାଙ୍କ ଆଖିର ଲୁହ କେବେ ଯେ ଶୁଖିବ ତାହା ସେ ମଧ୍ୟ ଜାଣି ନାହାଁନ୍ତି । ଆପଣ ମାନେ ଜାଣିଥିବେ ଏହି ଅଘଟଣ ବିଷୟ ରେ । ଯାହା ଘଟି ଯାଇଛି ଭୁବନେଶ୍ୱର ର ଶତାବ୍ଦୀ ନଗରରେ । ଜ୍ୟୋତିପ୍ରକାଶ ବେହେରା ନାମକ ୧୫ ବର୍ଷୀୟ ଛାତ୍ର ଯିଏ କି ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ ।

ସେ ରବିବାର ଦିନ ୨:୩୦ ରେ ନିଜର ଟିୟୁସନ ପାଇଁ ଘରୁ ବାହାରି ଯାଇଥିଲେ ତେବେ ବର୍ଷା ଏବଂ ବନ୍ୟା ଯୋଗୁଁ ରାସ୍ତା ଘାଟରେ ପ୍ରବଳ ପାଣି ହୋଇ ଯାଇଥିଲା ଏବଂ ରାସ୍ତା ନଳା ଖାଲ ସବୁ ସମାନ ହୋଇ ଯାଇଥିଲା କିଛି ବି ଜଣା ପଡୁ ନଥିଲା ସବୁ ସମାନ ହୋଇଯାଇଥିଲା । ତେବେ ଜ୍ୟୋତି ପାଣି ରେ କିଛି ନଜାଣି ପାରି ତାଙ୍କ ଗୋଡ ଭୁଲ ରେ ସେହି ଡ୍ରେନ ଯାହା କି ଖୋଲା ଥିଲା ସେହିଥିରେ ପଡି ଯାଇଥିଲା ଏବଂ ପାଣି ର ସୁଅ ଏତେ ଥିଲା ଯେ ତାଙ୍କୁ ଭସାଇ କେଉଁ ଆଡେ ନେଇ ଯାଇଥିଲା ।

ତେବେ ଏହି ଖବର ପରେ ତାଙ୍କୁ ବହୁତ ଖୋଜାଖୋଜି କରା ଯାଇଥିଲା କିନ୍ତୁ ତଥାପି ତାଙ୍କୁ ପାଇ ନଥିଲେ ଏବଂ ଶେଷ ରେ ସୋମବାର ସକାଳେ ତାଙ୍କ ମୃ-ତ ଦେହ ମିଳି ଥିଲା । ତେବେ ତାଙ୍କର ଶେ-ଷ କୃ-ତ୍ୟ ପୁରୀର ସ୍ୱର୍ଗଦ୍ୱାର ରେ କରା ଯାଇଛି । ତେବେ ସେ ଦୁନିଆ ଦେଖିବା ଆଗରୁ ଏହି ଦୁନିଆ ଛାଡି ଚାଲିଗଲା । ଜ୍ୟୋତି ଙ୍କୁ କେହି ବି ଭୁଲି ପାରିବେ ନାହିଁ । ତେବେ ଏହି ଘଟଣା ର କି ପ୍ରକାର ର ସମାଧାନ କରାଯିବ ଯାହା ଦ୍ୱାରା ଯାହା ଜ୍ୟୋତି ଙ୍କ ସହ ହେଲା ତାହା ଆଉ କାହା ସହ ନ ହେଉ ।

Leave a Reply

Your email address will not be published. Required fields are marked *