ପାକିସ୍ଥାନ ର ଏହି 5 ଜଣ କ୍ରିକେଟରଙ୍କ ପତ୍ନୀଙ୍କ ସୁନ୍ଦରତା ଆଗରେ Bollywood ହିରୋଇନ ବି ହେଇଯାନ୍ତି ଫେଲ, 2 ନମ୍ବର କ୍ରିକେଟର ଙ୍କ ପତ୍ନୀ ଲାଗନ୍ତି ପୁରା ସ୍ଵର୍ଗର ପରୀ

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଆଜି ଆମେ ଜାଣିବା ପାକିସ୍ତାନ କ୍ରିକେଟର ମାନଙ୍କ ବିଷୟରେ । ପାକିସ୍ତାନ ର ସବୁ କ୍ରିକେଟର ଖୁବ ପରିଚିତ ଅଛନ୍ତି ସବୁ ସ୍ଥାନରେ । କିନ୍ତୁ ଆଜି ଆମେ ତାଙ୍କ ପତ୍ନୀ ମାନଙ୍କ ବିଷୟରେ ଜାଣିବା ଯାହା ବିଷୟରେ ଆପଣ ସବୁବେଳେ ଜାଣିବାକୁ ଚାହିଁଥାନ୍ତି ।

ସବୁଠୁ ପ୍ରଥମେ ପାକିସ୍ତାନ କ୍ରିକେଟର ସରଫରାଜ ଖାଁ ତାଙ୍କ ପତ୍ନୀ ଙ୍କର ନାମ ସୟତ ଖୁଶବୂତ । ସୟତ ବହୁତ ସୁନ୍ଦରୀ କିନ୍ତୁ ସୋସିଆଲ ମିଡ଼ିଆ ରୁ ଦୁରେଇ ରହୁଥିବାରୁ ସୟତ ଙ୍କୁ ବେସି କେହି ଜାଣିନାହାନ୍ତି । କିନ୍ତୁ ସରଫରାଜ ସବୁବେଳେ ସୋସିଆଲ ମିଡ଼ିଆ ରେ ରହିଥାନ୍ତି । ଏବଂ ସେ ବର୍ତ୍ତମାନ ପାକିସ୍ତାନ କ୍ରିକେଟ ଦଳ ର ଅଧିନାୟକ ଅଛନ୍ତି ।

ଏରିମତ ସେହେଯାଦ ଇଏ ପୁରା ଦେଖିବାକୁ କୋହଲି ଙ୍କ ପରି । ସେହେଯାଦ ଙ୍କ ପତ୍ନୀ ଙ୍କ ନାମ ସନାମ ପୁରା। ସନାମ ମଧ୍ୟ ସୋସିଆଲ ମିଡ଼ିଆ ରୁ ଦୁରେଇ ରୁହନ୍ତି । ସେହେଯାଦ ଏଥିପାଇଁ ପ୍ରସିଦ୍ଧ ହୋଇଥିଲେ କାରଣ ସେ ଦେଖିବାକୁ ପୁରା ବିରାଟ କୋହଲି ଙ୍କ ପରି । ତାଙ୍କ ଚାଲିଚଳଣୀ ସବୁ ବିରାଟ ଙ୍କ ପରି କିନ୍ତୁ ସେ ବିରାଟ ଙ୍କ ପରି ବହୁତ ବିଶ୍ୱ ପ୍ରସିଦ୍ଧ ହୋଇପାରିଲେ ନାହିଁ। ଏମିତିରେ ମଧ୍ୟ ସବୁ କ୍ରିକେଟର ପ୍ରସିଦ୍ଧ ଥାନ୍ତି ।

ମହମ୍ମଦ ଆମେ ଫିଜ଼ା ମଧ୍ୟ ବହୁତ ପ୍ରସିଦ୍ଧ କ୍ରିକେଟର ଅଟନ୍ତି । ତାଙ୍କ ପତ୍ନୀ ଙ୍କର ନାମ ନର୍ଗିସ ଖାଁ । ଇଏ ମଧ୍ୟ ସୋସିଆଲ ମିଡ଼ିଆ ରୁ ବହୁତ ଦୁରେଇ ରୁହନ୍ତି । କିନ୍ତୁ ମହମ୍ମଦ ତାଙ୍କ ପତ୍ନୀ ଙ୍କ ସହ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଯାନ୍ତି। ଆପଣଙ୍କର ମନେ ଥିବ ଯେ ମହମ୍ମଦ ଙ୍କୁ ବୟାନ କରାଯାଇଥିଲା ।

କିନ୍ତୁ ସେ ପୁଣି ଥରେ କ୍ରିକେଟ ଜଗତକୁ ତାଙ୍କ ନାଁ ଫେରେଇ ଆଣିଛନ୍ତି। ତାଙ୍କୁ ବାରମ୍ବାର ବାହାର କରାଯାଉଥିଲେ ମଧ୍ୟ ସେ ତାଙ୍କର ଉତ୍ତମ ଖେଳ ଦ୍ବାରା ବିଶ୍ୱ କପ କୁ ମଧ୍ୟ ଖେଳିବାକୁ ଆସିଥିଲେ ।

ସାହିଦ ଆଫ୍ରିଦି ଜଣେ ସୁନ୍ଦର ଏବଂ ସ୍ମାର୍ଟ ଲୋକ । ତାଙ୍କ ପତ୍ନୀ ଙ୍କର ନାମ ନାଦିଆ ଆଫ୍ରିଦି । ଏହି ଦୁଇ ଜଣ ଯୋଡି ଦେଖିବାକୁ ଖୁବ ସୁନ୍ଦର । ସାହିଦ ଆଫ୍ରିଦି ଯେତେ ସ୍ମାର୍ଟ ତାଙ୍କ ପତ୍ନୀ ସେତିକି ହିଁ ସୁନ୍ଦରୀ । ସାହିଦ ସ୍ମାର୍ଟ ସୁନ୍ଦର ସହ ଅଲ ରାଉଣ୍ଡର ମଧ୍ୟ ।

ସୋଏବ ମଲ୍ଲିକ ନିଜ ଖେଳ ମାଧ୍ୟମରେ ସମସ୍ତଙ୍କୁ ପାଗଳ କରିସାରିଛନ୍ତି । ସେ ତାଙ୍କ କରାମତି ଖେଳ ପଡିଆ ରେ ବହୁତ ଭଲ ଭାବରେ ଦେଖାଇସାରିଛନ୍ତି । କିନ୍ତୁ ସେ ଯଦି ପ୍ରସିଦ୍ଧ ହୋଇଛନ୍ତି ତେବେ ଟେନିସ ଖେଳାଳି ସାନିଆ ମିର୍ଜ଼ା ଙ୍କ ଦ୍ଵାରା । କାରଣ ସୋଏବ ସାନିଆ ଙ୍କ ସହ ବିବାହ କରିଛନ୍ତି । ସାନିଆ ବର୍ତ୍ତମାନ ବିଶ୍ୱ କପ ଖେଳିବା ସହ ତାଙ୍କ ପୁଅ ଜାନିଆ ଙ୍କ ସହ ଖୁବ ଖୁସି ରେ ଅଛନ୍ତି ।

ସୋହେବ ଅଖତର ତାଙ୍କର ବିବାହ ରୁବାଵ ଖାଁ ଙ୍କ ସହିତ ୨୦୧୪ ମସିହାରେ ହୋଇଥିଲା । ସେ ପାକିସ୍ତାନ ସହ ଭାରତ ରେ ମଧ୍ୟ ବହୁତ ପ୍ରଶଂସା ପାଇଛନ୍ତି । କାରଣ ସେ କହୁଥିଲେ ସଚିନ ତେନ୍ଦୁଲକର ତାଙ୍କର ବୋଲିଂ କୁ ଡରିଥାନ୍ତି । ଏହି ସବୁ କ୍ରିକେଟର ମାନଙ୍କ ପତ୍ନୀ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି।ଏମାନଙ୍କ ଆଗରେ ବଲିଉଡର ସମସ୍ତ ଅଭିନେତ୍ରୀ ଫିକା ପଡ଼ିଥାନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ କେଉଁ ଯୋଡିଟି ସବୁଠୁ ଅଧିକ ପସନ୍ଦ ଆସିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *