ପାକିସ୍ତାନ ହାରିବା ପରେ ଦେଖନ୍ତୁ କେମିତି ହଠାତ କାନ୍ଦିବାକୁ ଲାଗିଲେ Shoaib Malik, କିନ୍ତୁ ଭାରତ ପାଇଁ କହି ଦେଲେ ଏମିତି କିଛି…ଶୁଣିଲେ କରିବେ ପ୍ରଶଂସା

ବନ୍ଧୁଗଣ ଗତ କାଲି ଦୁବାଇର ଅନ୍ତଃ ରାଷ୍ଟ୍ରୀୟ ଷ୍ଟାଡିୟମରେ ଟି20 ବିଶ୍ଵ କପ୍ ର ସେମି ଫାଇନାଲ ମ୍ୟାଚ ହୋଇଥିଲା । ଏହି ମ୍ୟାଚଟି ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା । ଏହି ମ୍ୟାଚର ଟସ୍ ଅଷ୍ଟ୍ରେଲିଆ ଜିତିଥିଲା ଓ କ୍ଯାପଟେନ ଫ୍ରିଞ୍ଚ ପ୍ରଥମେ ବୋଲିଙ୍ଗ କରିବାର ନିଷ୍ପତ୍ତି ନେଇଥିଲେ । ଏହି ମ୍ୟାଚଟି ବହୁତ ରୋମାଞ୍ଚକ ଥିଲା ଅଷ୍ଟ୍ରେଲିଆ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚି ସାରିଛି ।

ନଭେମ୍ବର ୧୪ ତାରିଖରେ ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଟି୨୦ ବିଶ୍ଵ କପ୍ ର ଫାଇନାଲ ମ୍ୟାଚ ହେବାକୁ ଯାଉଛି । ହେଲେ ସେମି ଫାଇନାଲ ମ୍ୟାଚଟି ବହୁତ ରୋମାଞ୍ଚକ ଥିଲା ଏହି ମ୍ୟାଚ ଯିଏ ବି ଦେଖିଛି ଆଶ୍ଚର୍ଯ୍ୟ ହୋଇଯାଇଛି । ସେମି ଫାଇନାଲ ମୁକାବଲାରେ ପାକିସ୍ତାନ ଖେଳାଳି ରେଜବାନ ଓ ବାବର ମଇଦାନ ଉପରେ ସୁନ୍ଦର ବ୍ୟାଟିଙ୍ଗ ପଦର୍ଶନ କରିଥିଲେ ।

ହେଲେ ବାବର ଆଉଟ ହେବା ପରେ ସୋଏବ ମଲିକଙ୍କ ଠାରୁ ଆରମ୍ଭ କରି ଆସିଫ ଅଲି ପର୍ଯ୍ୟନ୍ତ ଦିଗଜ ଖେଳାଳି ଆଉଟ ହୋଇଗଲେ । ପାକିସ୍ତାନ ଟିମ ୧୭୭ ରନ୍ କରିଥିଲେ ହେଲେ ଅଷ୍ଟ୍ରେଲିଆ ଟିମର ଦମଦାର ବ୍ୟାଟିଙ୍ଗ ଆଗରେ ସେମାନେ ହାର ମାନି ଗଲେ । ଅଷ୍ଟ୍ରେଲିଆ ଟିମର ଦମଦାର ପଦର୍ଶନକୁ ଦେଖି ସମସ୍ତ ଲୋକ ପ୍ରଶଂସା କରୁଛନ୍ତି ହେଲେ ପାକିସ୍ତାନୀ ପ୍ରଶଂସକ ମାନେ ବହୁତ ଦୁଃଖରେ ଅଛନ୍ତି ।

କିନ୍ତୁ ପାକିସ୍ତାନ ଖେଳାଳି ସୋଏବ ମଲିକଙ୍କ ମନକୁ ବହୁତ ଦୁଃଖ ହୋଇଛି । ହାରିବା ପରେ ପାକିସ୍ତାନ ଖେଳାଳି ସୋଏବ ମଲିକ ଏକ ବଡ ବୟାନ ଦେଇଛନ୍ତି । ଏହି ବୟାନ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମ୍ୟାଚ ସାରିବା ପରେ ସୋଏବ କହିଛନ୍ତି-‘ଏହା ବହୁତ ଲ-ଜ୍ୟା ଜ-ନକ ହାର ଅଟେ ।

ଆମ ଟିମ ଏହି ମ୍ୟାଚ ପାଇଁ ବହୁତ କଷ୍ଟ କରିଥିଲା ହେଲେ ମାତ୍ର କିଛି ଟା ଭୁଲ ପାଇଁ ଅଷ୍ଟ୍ରେଲିଆ ଟିମ ହାରୁ ଥିବା ମ୍ୟାଚକୁ ଜିତି ଗଲା । ଆମ ଟିମର ଖେଳାଳି ମାନେ ମ୍ୟାଚ ଜିତିବା ପାଇଁ ବହୁତ ପ୍ରୟାସ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଆମ ଟିମ ବହୁତ ଭଲ ବ୍ୟାଟିଙ୍ଗ କରିଥିଲା’ । ଆଗକୁ ସୋଏବ କହିଛନ୍ତି- ‘ବୋଲିଙ୍ଗ ବେଳେ ବି ଆମେ ମାନେ ଭଲ ପଦର୍ଶନ କରିଥିଲୁ ହେଲେ ଅନ୍ତିମ ସମୟରେ ଆମ ଟିମ ଖେଳାଳି ହସନ ଅଲିର ଏକ ଭୁଲ ପାଇଁ ଆମକୁ ହରିବାକୁ ପଡିଲା ।

ହସନ ଅଲିର ସେହି କ୍ୟାଚ ପାଇଁ ଆମକୁ ହାରିବାକୁ ପଡିଲା ହେଲେ ଆମକୁ ଏହି ଖେଳରେ ବହୁତ କିଛି ଶିଖିବାକୁ ମିଳିଲା । ମ୍ଯାଚ ଆରମ୍ଭରେ ଭାରତୀୟ ଟିମ୍ ସହ ଖୁବ ଭଲ ମ୍ଯାଚ ଖେଳିବାକୁ ସୁଯୋଗ ପାଇଥିଲୁ ବୋଲି ସେ କହିଥିଲେ । ଭାରତୀୟ ଟୀମ ଠାରୁ ଆମକୁ ବହୁତ କିଛି ଶିଖିବାକୁ ମିଳିଛି । ସୋଏବ ମଲିକ ନିଜ ବୟାନରେ ଭାରତୀୟ ଟିମ୍ ର ପ୍ରଶଂସା କରିବା ସହ ନିଜ ଟିମ୍ ର ହା-ରି-ବା-ର କାରଣ ମଧ୍ୟ ଗଣାଇ ଦେଇଥିଲେ ।’ ତା ହେଲେ ବନ୍ଧୁଗଣ ପାକିସ୍ତାନର ହାରରେ ଆପଣ ମାନେ ଖୁସି ନା ନାହିଁ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *