ଚର୍ଚ୍ଚାରେ ଏବେ Anubhav ଙ୍କ 2 ହିରୋଇନ, ପଖାଳ ଖାଇବେ କି ଦିଲ୍ଲୀ ର ସୌମ୍ୟା, ଦେଖନ୍ତୁ କଣ କହିଲେ Swapna

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଲିଉଡ ଇଣ୍ଡଷ୍ଟ୍ରୀର ଅଭିନେତା ଅନୁଭବ ମହାନ୍ତି ଙ୍କ ନୂଆ ଫିଲ୍ମ “ଲଭ ଇନ ଲଣ୍ଡନ” ର ଦୁଇ ହିରୋଇନ ସ୍ଵପ୍ନା ଏବଂ ସୌମ୍ୟା ପଖାଳ କୁ ନେଇ କିଛି ଏଭଳି ଆଲୋଚନା କରୁଥିବାର ଦୃଶ୍ୟ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ମି-ଡି-ଆ ଭାଇମାନେ ସ୍ଵପ୍ନା ଙ୍କୁ ପଚାରିଥିଲେ ଆପଣଙ୍କ ଘର କେଉଁଠି ସ୍ଵପ୍ନା କହିଥିଲେ ଯେ ତାଙ୍କ ଘର ହେଉଛି ଢେଙ୍କାନାଳ, ଢେଙ୍କାନାଳର ଝିଅ, ଲଣ୍ଡନ ଯାଇଥିଲେ, ବମ୍ବେରେ ରୁହନ୍ତି, ବର୍ତ୍ତମାନ ପୁଣି ସେ ଓଡିଶା ଆସି ସୁ-ଟି-ଙ୍ଗ କରୁଛନ୍ତି ।

ସୌମ୍ୟା ହେଉଛନ୍ତି ପଞ୍ଜାବୀ ଏବଂ ସେ ଦିଲ୍ଲୀ ରେ ରହୁଛନ୍ତି । ଢେଙ୍କାନାଳ ଯିବା ପାଇଁ ବର୍ତ୍ତମାନ ଉଭୟଙ୍କୁ ସୁଯୋଗ ମିଳିନାହିଁ ବୋଲି ସ୍ଵପ୍ନା କହିଥିଲେ । ମାତ୍ର ଯଦି ସୁଯୋଗ ମିଳିବ ତେବେ ସେ ନିଶ୍ଚିତ ଭାବରେ ସୌମ୍ୟା ଙ୍କୁ ନେଇଯିବେ ଏବଂ ନିଶ୍ଚିତ ଭାବରେ ତାଙ୍କୁ ବରା ଗୁଗୁନି ଖୁଆଇବେ, ତଥା ସବୁ ଭଲ ଭଲ ଜିନିଷ ପଖାଳ ମଧ୍ୟ ଖୁଆଇବେ ।

ସମସ୍ତେ ଏହା ଭଲ ଭାବରେ ଜାଣିଛନ୍ତି ଯେ ଢେଙ୍କାନାଳର ସବୁଠାରୁ ଫେମସ ହେଉଛି ବରା ଏବଂ ଗୁଗୁନି, ମାତ୍ର ସୌମ୍ୟା ଏହାକୁ ଖାଇବେ କି ନାହିଁ ସ୍ଵପ୍ନା ସଂପୂର୍ଣ୍ଣ ଭାବରେ କହିପାରିବେ ନାହିଁ । କାରଣ ସୌମ୍ୟା ସବୁବେଳେ କୁହନ୍ତି ଯେ ଏହା ପ୍ରାଏଡ ଆଇଟମ ଏହା ଖାଇବେନି ସେ ଡାଏଟରେ ଅଛନ୍ତି ।

ଏହିଭଳି ଅନେକ ବାହାନା କରିଥାନ୍ତି ସୌମ୍ୟା । କିନ୍ତୁ ସ୍ଵପ୍ନା କହିଥିଲେ ସୌମ୍ୟା ଙ୍କୁ ଯେ ଓଡିଶା ଆସି ଯଦି ଏହା ଖାଇଲେ ନାହିଁ ତେବେ କ’ଣ ଖାଇଲେ ? ଏହାକୁ ନିଶ୍ଚିତ ଖାଇବା ଆବଶ୍ୟକ । ସୌମ୍ୟା କହିଥିଲେ ଯେ ଯଦି ଏଭଳି କଥା ତେବେ ଗୋଟିଏ ବାଇଟ କେବଳ ଖାଇନେବି । ଓଡିଶାରେ ସୁ-ଟି-ଙ୍ଗ କରିବା ସହିତ ସୌମ୍ୟା ଜିମ କରୁଥିବାର ନଜର ଆସିଛନ୍ତି ।

ସୌମ୍ୟା କହିଥିଲେ ଯେ କାମ କରିବା ସହିତ ନିଜକୁ ମେଣ୍ଟେନ କରି ମଧ୍ୟ ରଖିବା ଆବଶ୍ୟକ । ତେବେ ଏହିଭଳି ଭାବରେ ପଖାଳ କୁ ନେଇ ଆଲୋଚନା କରୁଥିବାର ନଜର ଆସିଥିଲେ ଅନୁଭବ ଙ୍କ ନୂଆ ଫିଲ୍ମ “ଲଭ ଇନ ଲଣ୍ଡନ” ର ଦୁଇ ନାୟିକା ସ୍ଵପ୍ନା ଏବଂ ସୌମ୍ୟା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *