ଦେଖନ୍ତୁ Pak କୁ ହରାଇ Dhoni ଙ୍କୁ ଭଗବାନ ବନାଇ କାନ୍ଦି ପକେଇଲେ Mathew Wade, କିଛି ଏମିତି କହି ଜିତିଲେ କୋଟି କୋଟି ଭାରତୀୟଙ୍କ ହୃଦୟ

ବନ୍ଧୁଗଣ ଗତ କାଲିର ଟି20 ବିଶ୍ଵ କପ୍ ମ୍ୟାଚ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଗତ କାଲି ପାକିସ୍ତାନ ଓ ଅଷ୍ଟ୍ରେଲିଆର ମ୍ୟାଚ ଥିଲା । ଏହି ମ୍ୟାଚଟି ରୋମାଞ୍ଚକ ଥିବା ସହ ଟକ୍କରର ମଧ୍ୟ ରହିଥିଲା । ହେଲେ ଅଷ୍ଟ୍ରେଲିଆ ଖେଳାଳି ମାଥୱେ ୱେଡ ବହୁତ ସୁନ୍ଦର ବ୍ୟାଟିଙ୍ଗ ପଦର୍ଶନ କରି ନିଜ ଟିମକୁ ଜିତାଇ ଥିଲେ । ଏହି ମୁକାବାଲାରେ ମାଥୱେ ୱେଡ ମ୍ୟାନ ଅଫ ଦ ମ୍ୟାଚ ବି ହୋଇଥିଲେ ।

ବନ୍ଧୁଗଣ ମାଥୱେ ୱେଡ ନିଜ ପଦର୍ଶନର ସମସ୍ତ ଶ୍ରେୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦେଇଛନ୍ତି । ମାଥୱେ ୱେଡ ଏହା ବିଷୟରେ ଏକ ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଗତ କାଲିର ମ୍ୟାଚରେ ଆମ ମାନଙ୍କୁ ବହୁତ ସୁନ୍ଦର ପଦର୍ଶନ ଦେଖିବାକୁ ମିଳିଥିଲା ।

ଏହି ମ୍ୟାଚର ପ୍ରଥମ ପର୍ଯ୍ୟାୟରେ ପାକିସ୍ତାନ ଟିମ ଜବରଦସ୍ତ ବ୍ୟାଟିଙ୍ଗ କରିଥିଲେ ୧୭୭ ରନ୍ କରିଥିଲେ । ଏହା ପରେ ଦ୍ଵିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଟିମ ବହୁତ ସୁନ୍ଦର ପଦର୍ଶନ କରି ଏହି ମ୍ୟାଚଟି ନିଜ ନାଁରେ କରିଦେଲେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ଲେୟାର ମାଥୱେ ୱେଡ ବହୁତ ଜବରଦସ୍ତ ବ୍ୟାଟିଙ୍ଗ କରି ନିଜ ଟିମକୁ ଜିତାଇ ଥିଲେ । ମାଥୱେ ୱେଡ ନିଜର ଏହି ଦମଦାର ପଦର୍ଶନର ସମସ୍ତ ଶ୍ରେୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦେଇଥିଲେ ।

ମାଥୱେ ୱେଡ ଏକ ଇଣ୍ଟର୍ବ୍ୟୁରେ କହିଲେ- ‘ଏହି ବର୍ଷ ଆମ ଟିମ ବହୁତ ସୁନ୍ଦର ପଦର୍ଶନ ଦେଖାଇଛି ଯାହାଫଳରେ ଏହି ବର୍ଷ ଟି୨୦ ବିଶ୍ଵ କପ୍ ରେ ଆମକୁ ଫାଇନାଲ ମ୍ୟାଚ ଖେଳିବାକୁ ମଉକା ମିଳିଲା । ମୁ ମୋର ସମସ୍ତ ସାଥି ପ୍ଲେୟାର ମାନଙ୍କୁ ସୁବେଚ୍ଚା ଜଣାଉଛି । ମୁ ମହେନ୍ଦ୍ର ସିଂହ ଧୋନୀଙ୍କ ଠାରୁ ବହୁତ କିଛି ବିଶେଷ କଥା ଶିଖିଛି । କଠିନ ପରିସ୍ଥିତିରେ କିପରି ନିଜ ମୁଣ୍ଡକୁ ଥଣ୍ଡା ରଖି କେମିତି ନିଜ ଟିମକୁ ଜିତାଇବା ଦରକାର ତାହା ମୁ ମହେନ୍ଦ୍ର ସିଂହ ଧୋନୀଙ୍କ ଠାରୁ ଶିଖିଛି ।

ଯଦି ମହେନ୍ଦ୍ରଙ୍କ ଠାରୁ ମୁ ଏହି ବିଶେଷ କଥା ଶିଖି ନଥାନ୍ତି ତା ହେଲେ ବୋଧେ ଆମ ଟିମର ଫାଇନାଲ ଯିବା ମଉକା ବହୁତ କମ ଥାନ୍ତା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଅଷ୍ଟ୍ରେଲିଆ ବ୍ୟାଟ୍ସ ମ୍ୟାନ ମାଥୱେ ୱେଡ ନିଜ ଦମଦାର ପଦର୍ଶନର ସମସ୍ତ ଶ୍ରେୟ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦେଇଦେଲେ ।

ତା ହେଲେ ବନ୍ଧୁଗଣ ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡ ମଧ୍ୟରେ ହେବାକୁ ଯାଉଛି । ତେବେ ଏହି ମ୍ୟାଚରେ କିଏ ବିଜୟ ହେବ ଓ ଟି୨୦ ବିଶ୍ଵ କପ୍ ୨୦୨୧ର ଟ୍ରୋଫି ନିଜ ନାମରେ କରିବ ଆପଣ ମାନେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, କ୍ରିକେଟ ଦୁନିଆରା ଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *