Rai Mohan ଙ୍କ ମୃତ୍ୟୁ ପଛରେ କଣ ରହିଛି କାରଣ ? ପଡୋଶୀ ମହିଳା ଖୋଲିଲେ ସବୁ ରାଜ, ସେ ଯାହା ସବୁ କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ରାଇମୋହନ ପରିଡା କିଛିଦିନ ହେବ ବିରସ ଥିଲେ । ଏବଂ ତାଙ୍କ ମୁହଁ ସଂପୂର୍ଣ୍ଣ ଭାବରେ ବିଷର୍ଣ୍ଣ ଦେଖାଯାଉଥିଲା । ପାରିବାରିକ ଅଶୋନ୍ତୋଷ ଥିଲା । ଝିଅ ବାହାଘର ପରଠାରୁ ଘରେ କିଛି ଗଣ୍ଡୋଗୋଳ ହେଉଥିଲା ଏବଂ ସପ୍ତାହେ ପରଠାରୁ ଘରେ କିଛି ଗଣ୍ଡୋଗଳ ହେଉଥିଲା । ସପ୍ତାହେ ପରେ ତାଙ୍କ ଘରକୁ ପୋଲିସ ଆସିଥିବା ଚର୍ଚ୍ଚା ହେଉଥିଲା । ପୋଲିସ ଗାଡି ବାହାରୁଥିବାର ଦେଖିଛନ୍ତି ସ୍ଥାନୀୟ ବାସିନ୍ଦା ।

ତେବେ କୌଣସି ପ୍ରକାରର ଆର୍ଥିକ ସମସ୍ୟା ନଥିଲା ତେବେ ପାରିବାରିକ ଭଳି ବିବାଦ ଯୋଗୁଁ ରାଇମୋହନ ଆ-ତ୍ମ-ହ-ତ୍ୟା ଭଳି ପଦକ୍ଷପ ନେଇ ପାରନ୍ତି । ଏହିଭଳି କହିଛନ୍ତି ରାଇମୋହନ ଙ୍କ ପଡୋଶୀ । ସେ କହିଛନ୍ତି ଯେ କିଛି ଦିନ ହେବ ସେ ଦୁଃଖ ରେ ରହିଥିବା ଦେଖିବାକୁ ମିଳିଥିଲା । ରାଇମୋହନ ସବୁକଥା ତାଙ୍କ ପଡୋଶୀ ଙ୍କୁ କୁହନ୍ତି ମାତ୍ର ଏହି କଥା କହିବାକୁ ଚାହିଁଥିଲେ କିନ୍ତୁ କହିପାରିନାହାଁନ୍ତି ।

ବଡ ଝିଅ ବିବାହ ପରଠାରୁ ଘରେ ବୋଧ ହୁଏ ଅଶାନ୍ତି ଲାଗି ରହିଥିଲା । ଏବଂ ତାଙ୍କ ଆତ୍ମା ସନ୍ନମାନ କୁ ବାଧା ଦେଲାଭଳି ବୋଧ ହୁଏ କିଛି ଘଟଣା ଘଟିଥିବ । ଏଥିପାଇଁ ସେ ଏହିଭଳି ଆ-ତ୍ମ-ହ-ତ୍ୟା ଭଳି ପଦକ୍ଷପ ନେଇଥାଇ ପାରନ୍ତି । ରାଇମୋହନ ଙ୍କ ଘରକୁ ମଧ୍ୟ ପୋଲିସ ଆସିଥିବା ଚର୍ଚ୍ଚା ହେଉଛି ହେଲେ ପୋଲିସ ତାଙ୍କ ଘରକୁ ଯାଇଥିଲେ କି ନାହିଁ ମହିଳା ପଡୋଶୀ ଜାଣିନାହାଁନ୍ତି । ମାତ୍ର ଗଳି ଭିତରକୁ ପୋଲିସ ଗାଡି ଆସିଥିବାର ସେ କହିଛନ୍ତି ।

ସେ କହିଛନ୍ତି ଯେ ସଂପୂର୍ଣ୍ଣ ଘଟଣା ର ତଦନ୍ତ ହେବା ଆବଶ୍ୟକ ନଚେତ ଏହିଭଳି ଘଟଣାମାନ ଘଟିଚାଲିଥିବ । ଆହୁରୀ ମଧ୍ୟ ପଡୋଶୀ ମହିଳା କହିଛନ୍ତି ଯେ ତାଙ୍କ ପାଖରେ ସବୁକିଛି ଥିଲା ମାତ୍ର ଶେଷ ମୂହୁର୍ତ୍ତ ରେ ତାଙ୍କ ପାଖରେ କିଛି ନଥିଲା । ଯେଉଁଥିପାଇଁ ସେ ବିରସ ଥିଲେ ଦୁଃଖିତ ଥିଲେ, ହୁଏତ ଆଉ କିଛି ଦିନ ଯାଇଥିଲେ ନିଶ୍ଚିତ ମୋ ଆଗରେ ସେ କହିଥାନ୍ତେ ତାଙ୍କ ମନର କଥା । ତେବେ ଆର୍ଥିକ ସମସ୍ୟା ନଥିଲା ରାଇମୋହନ ଙ୍କ ର ସଫଳତାର ଶୀର୍ଷ ରେ ସେ ପହଞ୍ଚିଥିଲେ ।

ସେ ଉଭୟ ଯାତ୍ରା ଏବଂ ସିନେମା ରେ ବହୁତ ଷ୍ଟ୍ରଗଲ କରି ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତେବେ ସଫଳତାର ଶୀର୍ଷ ରେ ପହଞ୍ଚିଥିବା ଜଣେ କଳାକାର କଣ ଆ-ତ୍ମ-ହ-ତ୍ୟା ଭଳି ପଦକ୍ଷପ ନେଇପାରେ ? ତେବେ ପାରିବାରିକ ବିବାଦ ତାଙ୍କୁ ଏହିଭଳି ପଦକ୍ଷପ ନେବାରେ ବାଧ୍ୟ କରିଥିଲା । ତେବେ ଏହି ବାବଦରେ ପୋଲିସ ଅଥବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବନ୍ଧୁଗଣ ଏହି ମର୍ମାହତ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *