ବୁଚାରେ ୟୁକ୍ରେନ ସେନାର ବର୍ବରତା, 25 ଦିନର ଦୟନୀୟ କାହାଣୀ ବଖାଣିଲେ ମାନବାଧିକାର କର୍ମୀ, ଶୁଣିଲେ ଆପଣ ନିଜକୁ ସମ୍ଭାଳି ପାରିବେନି…

ବନ୍ଧୁଗଣ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବରଟି ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

କିବ୍ ଓ ବୁଚାରୁ ଚାଲିଯାଇଛି ଋଷ ସେନା ହେଲେ ଏବେବି ସେଠାକାର ପାଣି ପବନ କହୁଛି ସେଠାରେ ଋଷ ସେନା ରଚି ଥିବା ବର୍ବରତାର କାହାଣୀ । ୟୁକ୍ରେନରେ ଦଉଷକର୍ମକୁ ଅସ୍ତ୍ର କରିଥିଲା ଋଷ ସେନା । ୨୫ ଦିନ ଧରି ୟୁକ୍ରେନ ମହିଳାଙ୍କୁ କରିଥିଲେ ଦଉଷକର୍ମ । ଏବେ ଏହି ଦୟନିୟ କାହାଣୀକୁ ଜାତିସଂଘ ଆଗରେ ବଖାଣି ଛନ୍ତି ୟୁକ୍ରେନର କିଛି ମାନବଧିକାରୀ କର୍ମୀ ।

ବିଭିନ୍ନ ଦେଶର ତଦନ୍ତ କାରୀ ରିପୋର୍ଟରେ ମଧ୍ୟ ଋଷ ସେନାରେ ବର୍ବରଚିତ କାଣ୍ଡ ସବୁ ଗୋଟି ଗୋଟି କରି ଲେଖା ହେବା ପରେ ଏବେ ଏହା ସର୍ବ ସମ୍ମୁଖରେ ଆସିଛି ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠୁଛି । ବୁଚାରେ ଗଣହତୟଆ ଓ ରାସ୍ତାରେ ମାଳ ମାଳ ମୃତ ଦେହକୁ ନେଇ ସାରା ବିଶ୍ଵ ସ୍ତବ୍ଧ ହୋଥିବା ବେଳେ ନିକଟରେ ପ୍ରକାଶ ପାଇଥିବା ୟୁକ୍ରେନର ଆଉ ଏକ ଖବର ବିଶ୍ଵବାସୀଙ୍କ ଛାତି ଥରାଇ ଦେଇଛି ।

ତଥ୍ୟ ଅନୁସାରେ ଋଷ ସେନା ବୁଚା ବେସମେଣ୍ଟରେ ମହିଳା, ଯୁବତୀ ଓ ନାବାଳିକାଙ୍କୁ ବନ୍ଧୁକ ମୁନରେ ଗଣ ଦଉଷକର୍ମ କରିଛନ୍ତି । ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ୨୫ ଦିନ ଧରି ସେମାନେ ୟୁକ୍ରେନ ମହିଳାଙ୍କ ଯୌନ ଶୋଷଣ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେହି ମହିଳା ମାନଙ୍କ ମଧ୍ୟରୁ ୯ ଜଣ ଏବେ ଗର୍ଭବତୀ ଅଛନ୍ତି । ଏନେଇ ୟୁକ୍ରେନ ମାନବଧିକାରୀ ଲ୍ୟୁଡ ମିଲା ଡେନିସୋଭା ସୂଚନା ଦେଇଛନ୍ତି ।


ଋଷ ସେନା କେବଳ ବୁଚା ନୁହେଁ କିବ୍ ଓ ଅନ୍ୟ ଅଞ୍ଚଳରେ ମଧ୍ୟ ଏଭଳି ବର୍ବର ବ୍ୟବହାର କରିଥିବା ସେ କହିଛନ୍ତି । ଋଷ ସେନା ୟୁକ୍ରେନର ୧୪-୨୪ ବର୍ଷର ଝିଅ ମାନଙ୍କୁ ଏକ ଘରେ ବନ୍ଦୀ ରଖିଥିଲେ ପ୍ରାୟ ୨୫ ଦିନ ଧରି ସେମାନଙ୍କୁ ଦଉଷକର୍ମ କରିଥିଲେ । ଦଉଷକର୍ମ ପୀଡ଼ିତାଙ୍କ ମଧ୍ୟରେ ଅନେକ ନାବାଳିକା ମଧ୍ୟ ଅଛନ୍ତି । ଏପରି କି ଜଣେ ୧୧ ବର୍ଷୀୟ ନାବାଳିକାଙ୍କୁ ତାଙ୍କ ମାଙ୍କ ସମ୍ମୁଖରେ ଯୌନ ନିର୍ଯାତନା ଦିଆଯାଇଥିଲା ।

କେବଳ ଏତିକି ନୁହେଁ ବୟସ୍କ ମହିଳାଙ୍କୁ ବି ଛାଡି ନଥିଲେ ଋଷ ସୈନ୍ୟ । ଜଣେ ୫୦ ବର୍ଷୀୟ ମହିଳାଙ୍କ ସ୍ଵାମୀଙ୍କୁ ଗୁଉଳି କରି ହତୟଆ କରିବା ପରେ ତାଙ୍କୁ ଦଉଷକର୍ମ କରିଥିଲେ ଋଷ ସୈନ୍ୟ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *