୨୫ ବର୍ଷରୁ ଚାଲୁଥିବା ପୁରୁଣା ଡାଇବେଟିସ ଔଷଧ କେବଳ ୭ ଦିନରେ ବନ୍ଦ ହୋଇଯିବ, କରନ୍ତୁ ଏହି ଦେଶୀ ଉପାୟ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ମଧୁମେହ ରୋଗ ଏକ ଭୟଙ୍କର ରୋଗ ଅଟେ, ଯାହାକୁ ଇଂରାଜୀ ରେ ଡାଇବେଟିସ ମଧ୍ୟ କୁହାଯାଏ । ଏହି ରୋଗ ବହୁତ ଶୀଘ୍ର ବ୍ୟାପିଥାଏ ।

ଭାରତର ପ୍ରାୟ ୬କୋଟି ବ୍ୟକ୍ତିଗତ ଏହି ଭୟଙ୍କର ରୋଗରେ ପୀଡ଼ିତ ଅଛନ୍ତି । ଭବିଷ୍ୟତରେ ଏହି ରୋଗ ୧୦ କୋଟି ବ୍ୟକ୍ତି ଙ୍କୁ ହେବାର ମଧ୍ୟ ସମ୍ଭାବନା ରହିଛି । ବନ୍ଧୁଗଣ ମଧୁମେହ ରୋଗରେ ରକ୍ତ ରେ ସୁଗାର ର ପରିମାଣ ଅଧିକ ହୋଇଯାଇଥାଏ ଏବଂ ଶରୀରରେ ଇନ୍ସୁଲୀନ ପ୍ରାକୃତିକ ରୂପରେ ତିଆରି ହେବା ବନ୍ଦ ହୋଇ ଯାଇଥାଏ ।

ଏହି ରୋଗକୁ ମୂଳରୁ ଶେଷ କରିବା ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ ତିଆରି ହୋଇନାହିଁ, କେବଳ ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ମଧୁମେହ ରୋଗୀ ଔଷଧ ର ସେବନ କରିଥାନ୍ତି । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ମଧୁମେହ ରୋଗରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ କେବଳ ଦୁଇଟି ସାମଗ୍ରୀ ର ଆବଶ୍ୟକତା ରହିଛି । ତାହା ହେଉଛି ମେଥି ଦାନା ଏବଂ ହଳଦୀ ଗୁଣ୍ଡ । ମେଥି କୁ ସମସ୍ତେ ତରକାରୀ ରେ ସ୍ୱାଦ ବଢ଼ାଇବା ନିମନ୍ତେ ବ୍ୟବହାର କରିଥାନ୍ତି । କିନ୍ତୁ ଏହାର ଉପକାରୀତା ଖୁବ କମ ଲୋକ ଜାଣିଥାନ୍ତି ।

ମେଥି ରେ ଥିବା ପୋଷକ ତତ୍ତ୍ୱ ଆମ କେଶ ପାଇଁ ଅତ୍ୟନ୍ତ ଲାଭଦାୟୀ ଅଟେ । ଏଥିରେ ଅନେକ ପ୍ରକାର ଭିଟାମିନ ମଧ୍ୟ ରହିଥାଏ । ଏହା ଡାଇବେଟିସ ଭଳି ଭୟଙ୍କର ରୋଗ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ହଳଦୀ ର ଉପକାରୀତା କହିଲେ ମଧ୍ୟ ସରିବ ନାହଁ । ଏଥିରେ ଥିବା ଆଣ୍ଟି ଅକ୍ସୀଡେଣ୍ଟ ଆମ ଶରୀରର ଇମ୍ୟୁନିଟି ପାୱାର କୁ ବୁଷ୍ଟ୍ କରିଥାଏ ।

ଏହାଦ୍ବାରା ଥଣ୍ଡା ଓ କାଶ ଭଳି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଶରୀରର କ୍ଷତ ସ୍ଥାନରେ ମଧ୍ୟ ହଳଦୀ ର ପ୍ରୟୋଗ କରାଯାଇଥାଏ । ହଳଦୀ ଏବଂ ମେଥି ଦ୍ବାରା ଆମ ଶରୀର କୁ ଅନେକ ଫାଇଦା ପ୍ରାପ୍ତ ହୋଇଥାଏ ।ତେବେ ଆପଣ ପ୍ରଥମେ ଗ୍ୟାସ ରେ ଏକ ପାତ୍ର ଚଢାଇ ଏକ ଗ୍ଲାସ ପାଣି ପକାନ୍ତୁ । ଏହାପରେ ଭଲ ଭାବରେ ପାଣି କୁ ଫୁଟାଇ ଦିଅନ୍ତୁ । ଏହାପରେ ସେଥିରେ ଏକ ଚାମଚ ମେଥି ଦାନା ଏବଂ ଏକ ଚାମଚ ହଳଦୀ ଗୁଣ୍ଡ ପକାନ୍ତୁ ।

ଏହାପରେ ଭଲ ଭାବରେ ଏହାକୁ ପାଣି ରେ ଫୁଟାନ୍ତୁ । ପାଣି କୁ ସେ ପର୍ଯ୍ୟନ୍ତ ଫୁଟାଇବେ ଯେ ପର୍ଯ୍ୟନ୍ତ ଏକ ଗ୍ଲାସ ପାଣି ଅଧ ଗ୍ଲାସ ପର୍ଯ୍ୟନ୍ତ ନ ହୋଇଛି । ପାଣି ଅଧ ଗ୍ଲାସ ହେବା ପରେ ଆପଣ ତାକୁ ଗ୍ୟାସ ରୁ ଓଲ୍ହାଇ ଏକ ପାତ୍ର ରେ ଭଲ ଭାବରେ ଛାଣି ରଖି ଦିଅନ୍ତୁ ।

ବନ୍ଧୁଗଣ ବର୍ତ୍ତମାନ ଆପଣଙ୍କ ଉପଚାର ଟି ସମ୍ପୂର୍ଣ୍ଣ ରୂପରେ ପ୍ରସ୍ତୁତ ହୋଇଗଲା । ଆପଣ ଏହାକୁ ଦିନ କୁ ଦୁଇ ଥର ସେବନ କରନ୍ତୁ । ସକାଳେ ଖାଲି ପେଟରେ ଏବଂ ସନ୍ଧ୍ୟା ସମୟରେ ଖାଲି ପେଟରେ । ଏହି ଉପଚାର କୁ ପ୍ରୟୋଗ କରିବାର ୭ ଦିନ ପରେ ଡାଇବେଟିସ ରୋଗୀ ନିଜର ଡାଇବେଟିସ ଟେଷ୍ଟ କରାନ୍ତୁ । ଆପଣଙ୍କୁ ନିଶ୍ଚିତ ଭାବରେ ଏହାର ପାର୍ଥକ୍ୟ ଦେଖିବାକୁ ମିଳିବ । ତେବେ ଯେଉଁ ମାନେ ମଧ୍ୟ ଡାଇବେଟିସ ଭଳି ଭୟଙ୍କର ରୋଗର ସାମ୍ନା କରୁଛନ୍ତି ସେମାନେ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଆପଣଙ୍କୁ ଏହାର ଚମତ୍କାରୀ ଲାଭ ନିଶ୍ଚିତ ଭାବରେ ପ୍ରାପ୍ତ ହେବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *