Interesting Odia Gk- କଞ୍ଚାବେଳେ କଷା, ପାଚିଗଲେ ମିଠା, ମୋ ପତ୍ର ଔଷଧ ଅଟେ କୁହ ତେବେ ମୋ ନାଁ ? 99% ଲୋକ ଫେଲ

ବନ୍ଧୁଗଣ, ଆଜି ଆମ୍ଭେ କିଛି ଇଣ୍ଟ୍ରେଷ୍ଟିଙ୍ଗ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଜାଣିବା । ଏହି ପ୍ରଶ୍ନ ଉତ୍ତର ଛାତ୍ର ଛାତ୍ରୀଙ୍କ ନିମନ୍ତେ ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । ଯେଉଁ ମାନେ ସରକାରୀ ଚାକିରି ନିମନ୍ତେ ପ୍ରସ୍ତୁତି କରୁଛନ୍ତି ତାଙ୍କ ନିମନ୍ତେ ମଧ୍ୟ ଏହା ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆସନ୍ତୁ ସଂପୂର୍ଣ୍ଣ ବିବରଣୀ ଜାଣିନେବା ।

୧;- କିଏ ଆଖିରେ ଦେଖୁନି, କିଏ ପାଟିରେ କହେନୀ କିଏ କାନରେ ଶୁଣେନୀ ?

ଉତ୍ତର;- ଗାନ୍ଧୀଜୀ ଙ୍କ ୩ ମାଙ୍କଡ ।

୨;- ଚାରୋଟି ଅକ୍ଷରରେ ନାମ ମୋହର, ଚାରୋଟି ଅକ୍ଷରେ ହର୍ଷେଇ କାର କହିଲା ଦେଖି ନାମ ମୋହର ?

ଉତ୍ତର;- ଝିଟିପିଟି ।

୩;- କେଉଁ ଦୁଇଟି ସତ୍ୟ ?

ଉତ୍ତର;- ଜନ୍ମ ମୃ-ତ୍ୟୁ ।

୪;- ଏକ ଗ୍ରାମ ସୁନା କେତେ କିଲୋମିଟର ତାର ହୋଇ ପାରିବ ?

ଉତ୍ତର;- ୨ କିମି ।

୫;- ମୁଁ ନ ଥିଲେ କେହି ଚଢି ପାରିବେନି ଉପରକୁ ମୁଁ କିଏ ?

ଉତ୍ତର;- ସିଡି ।

୬;- ଦିନସାରା ଜଳୁଥାଏ ରାତିହେଲେ ଲିଭିଯାଏ ?

ଉତ୍ତର;- ସୂର୍ଯ୍ୟ ।

୭;- କେଉଁ ରାତି ବାସ୍ନା ହୁଏ ?

ଉତ୍ତର;- ଗୁଜୁରାତି ।

୮;- କେଉଁ ଜିନିଷ ପାଖରେ ଅଛି, ଦେଖି ପାରୁନା କି ଛୁଇଁ ପାରୁନା ?

ଉତ୍ତର;- ପବନ ।

୯;- କେଉଁ ଲାଇଟ ଜଳେ ନାହିଁ ?

ଉତ୍ତର;- ସନ ଲାଇଟ ସାବୁନ ।

୧୦;- କେଉଁ ଫଳ ସିଝେନା ?

ଉତ୍ତର;- ନଡିଆ ।

୧୧;- ଜନ୍ମ ପରଠାରୁ ଆମେ କାହାକୁ କଷ୍ଟ ଦେଇଥାଉ ସେ ଆମକୁ କିଛି କିହେନୀ ?

ଉତ୍ତର;- ମାଟି ମା’ ।

୧୨;- ଜୀବନରେ ଠାରେ କଣ ଆସେ ?

ଉତ୍ତର;- ଯୌବନ ।

୧୩;- ସବୁଠାରୁ ଆନନ୍ଦ କେତେବେଳେ ମିଳେ ?

ଉତ୍ତର;- ଝାଡା ଫେରିବା ପରେ ।

୧୪;- କିଏ ବନ୍ଦ ହୋଇଗଲେ ସବୁ ଅନ୍ଧାର ହୋଇଯାଏ ?

ଉତ୍ତର;- ଆଖି ।

୧୫;- କଞ୍ଚାବେଳେ କଷା, ପାଚିଗଲେ ମିଠା ମୋ ପାତ୍ର ଔଷଧ ଅଟେ କୁହ ତେବେ ମୋ ନାଁ ?

ଉତ୍ତର;- ପିଜୁଳି ।

୧୬;- କେଉଁ ପୋକ ସର୍ବ ପ୍ରାଚୀନ ଅଟେ ?

ଉତ୍ତର;- ଅସରପା ।

୧୭;- କେଉଁ ପକ୍ଷୀ ଡେଣା ନବାଡେଇ ଉଡିପାରେ ?

ଉତ୍ତର;- ଆଲବ୍ରାଟାସ ।

୧୮;- ପୃଥିବୀରେ ପକ୍ଷୀ କେତେ ପ୍ରକାର ?

ଉତ୍ତର;- ୬୯୦୦ ପ୍ରକାରର ।

୧୯;- ପକ୍ଷୀ ସମ୍ପର୍କୀୟ ବିଜ୍ଞାନର ନାମ କଣ ?

ଉତ୍ତର;- ଅରିତଥାଲଜି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *