Jyotish Shastra- ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଏହି 5 ଟି ରାଶିରେ ରାଜଯୋଗ, ସୁନା ଭଳି ଚମକିବ ଏମାନଙ୍କ ଭାଗ୍ୟ

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ଯେକ ବ୍ୟକ୍ତି ସହ ଏକ ରାଶି ଜଡିତ ଥାଏ । ଯାହା ଦ୍ଵାରା ତାହାରା ଆଗାମୀ ଭବିଷ୍ୟତ ବିଷୟରେ ସବୁ କିଛି ଜଣା ପଡିଥାଏ । ଜ୍ଯୋତିଷଙ୍କ ଅନୁସାରେ ଗ୍ରହ ମାନଙ୍କର ସ୍ଥିତି ସବୁବେଳେ ବଦଳୁଥାଏ ଯାହା ଦ୍ଵାରା ଏହାର ପ୍ରଭାବ ସମସ୍ତ ରାଶି ମାନଙ୍କ ଉପରେ ପଡିଥାଏ । ଯାହା ଦ୍ଵାରା ସେହି ରାଶି ସହ ଜଡିତ ବ୍ୟକ୍ତି ର ଭାଗ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ । ଯଦି ଗ୍ରହମାନେ ତାହାର ଜାତକରେ ଶୁଭ ସ୍ଥିତିରେ ରୁହନ୍ତି ତେବେ ଏହାର ଶୁଭଫଳ ତାହାକୁ ପ୍ରାପ୍ତି ହୋଇଥାଏ ଏହାର ବିପରିତରେ ଯଦି ଗ୍ରହ ଅଶୁଭ ସ୍ଥିତିରେ ରୁହନ୍ତି ସେ ଜୀବନରେ ନାନା ପ୍ରକାରର ସମସ୍ୟାର ସମ୍ମୁଖୀନ କରିଥାଏ ।

ଜ୍ୟୋତିଷଙ୍କ ଅନୁସାରେ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଦିନ ଗ୍ରହ ମାନଙ୍କ ମଧ୍ୟରେ ବହୁତ ବଡ ଶୁଭ ସଂଯୋଗ ଘଟୁଛି ଯାହା ଦ୍ଵାରା 5 ଟି ରାଶିର ଜାତକରେ ରାଜଯୋଗ ଦେଖା ଦେଉଛି । ଏହି ପୂର୍ଣ୍ଣିମା ପର ଠାରୁ ସେମାନଙ୍କ ଭାଗ୍ୟରେ ବହୁତ ବଡ ପରିବର୍ତ୍ତନ ଦେଖାଦେବ । ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ।

ମେଷ ରାଶି

ଆସୁଥିବା ସମୟରେ ଆପଣଙ୍କୁ ବହୁତ ଲାଭ ମିଳିବାର ଅଛି । ସମ୍ପତି ସମ୍ବନ୍ଧୀୟ ମାମଲାରେ ପ୍ରଚୁର ଲାଭ ମିଳିବ । ମନପସନ୍ଦ ରୋଜଗାର ମିଳିବାର ଯୋଗ ଅଛି । ଆର୍ଥିକ ରୂପରେ ଆପଣ ମଜବୁତ ରହିବେ । ଆପଣଙ୍କୁ ଆପଣଙ୍କର ବ୍ୟାପାରରେ ପ୍ରଚୁର ଲାଭ ମିଳିବ । ଘର ପରିବାରରେ ଖୁସିର ଲହରୀ ଖେଳିବ । ଆପଣଙ୍କୁ ଅଧିକ ଧନ ଆୟ କରିବାରେ ସଫଳତା ମିଳିବ । ଯଦି ଆପଣ କେଉଁଠି ନିବେଶ କରୁଛନ୍ତି ତେବେ ସେଥିରେ ଆପଣଙ୍କୁ ଭଲ ଲାଭ ମିଳିବ । ଆପଣଙ୍କର ସନ୍ତାନ ଆପଣଙ୍କୁ ଖୁସି ଖବର ଦେବ । ଆପଣଙ୍କ ସହିତ କାମ କରୁଥିବା ଲୋକମାନଙ୍କର ସହାୟତା ମିଳିବ ଆପଣଙ୍କୁ ।

ସିଂହ ରାଶି

ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ଆପଣଙ୍କୁ ବହୁତ ବଡ଼ ଖୁସି ଖବର ମିଳିବ । ବୈବାହିକ ଜୀବନରେ ଆସୁଥିବା ସବୁ ସମସ୍ୟା ଦୂର ହେବ । ବ୍ୟାପାରରେ ଲାଭ ହେବ । ଆପଣଙ୍କ ଭାଗ୍ୟର କବାଟ ଖୋଲିବାକୁ ଯାଉଛି । ଆପଣଙ୍କ ବୈବାହିକ ଜୀବନରେ ଖୁସି ଫେରିବ । ଆପଣଙ୍କୁ କୌଣସି ପ୍ରକାରର ଚିନ୍ତା ରହିବ ନାହିଁ । ଆପଣଙ୍କୁ କୌଣସି ସ୍ବାସ୍ଥ୍ୟ ସମସ୍ୟା ଥିଲେ ଖୁବ ଶୀଘ୍ର ଦୁର ହେବ । ଆପଣ ଭବିଷ୍ୟତରେ ବହୁତ ଲାଭବାନ ହୋଇପାରନ୍ତି ।

କର୍କଟ ରାଶି

 

ଆପଣ ମାନଙ୍କର ଯଦି କୌଣସି କାମ ଅଟକି ଯାଇଛି ତେବେ ତାହା ଏହି ସମୟରେ ଆରମ୍ଭ ହୋଇଯିବ । ଧନଲାଭ ହେବ । ଯାତ୍ରାରେ କୌଣସି ବି ପ୍ରକାରର ବାଧା ଆସିବ ନାହିଁ । ଅନୁଭବୀ ଲୋକଙ୍କ ଦ୍ଵାରା ଲାଭବାନ ହେବେ । ଗୃହ କାର୍ଯ୍ୟରେ ମନ ଦେବେ । ଶତ୍ରୁମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କର ଆଖପାଖର ପରିବେଶ ପୂରାପୂରି ବଦଳିଯିବ । ଭାଗ୍ୟ ଆପଣଙ୍କର ସାଥ ଦେବ । କୌଣସି ପ୍ରତିଯୋଗୀ ପରୀକ୍ଷାରେ ଆପଣ ଭାଗ ନେଇ ପାରନ୍ତି ଓ ଏଥିରେ ସଫଳ ମଧ୍ୟ ହେବେ । ପାରିବାରିକ ଜୀବନ ସୁଖ ଦୁଖରେ ବ୍ୟତୀତ କରିବେ । ଚାକିରି କରୁଥିବା ଲୋକମାନଙ୍କୁ ନିଜ ଇଚ୍ଛା ଅନୁସାରେ ଫଳ ମିଳିବ ।

ଧନୁ ରାଶି

ଏହି ରାଜଯୋଗ କାରଣରୁ ଏହି ରାଶିର ଲୋକମାନଙ୍କ ଦ୍ଵାରା କରାଯାଉଥିବା ପ୍ରୟାସରେ ଭଲ ଲାଭ ମିଳିବାର ଅଛି । ଆପଣ ନିଜ କରଜରୁ ମୁକ୍ତି ପାଇବାରେ ସଫଳ ହୋଇ ପାରିବେ । ଆପଣ ନିଜର ବିରୋଧୀମାନଙ୍କ ଉପରେ ବିଜୟ ହାସଲ କରି ପାରିବେ । ଆପଣଙ୍କୁ ନିଜ ବ୍ୟାପାରରେ ଆଶାନୁରୂପ ଲାଭ ପ୍ରାପ୍ତି ହେବ । ରାଜନୀତିରେ ସମାଜ ସେବା କରି ସୁନାମ ଅର୍ଜନ କରିପାରିବେ । ଆପଣଙ୍କ ଦ୍ଵାରା କରାଯାଇଥିବା ଯୋଜନା ସଫଳ ରହିବ । ଆପଣଙ୍କୁ ନିଜ କାମକାର୍ଯ୍ୟରେ ଲାଭ ପ୍ରାପ୍ତ ହେବ ।

କୁମ୍ଭ ରାଶି

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏହି ମହାସଂଯୋଗ କାରଣରୁ ଆପଣଙ୍କ ଜୀବନରେ ବହୁତ ଚେଞ୍ଜେସ ଦେଖିବାକୁ ମିଳିପାରେ । ଆପଣଙ୍କର ଆର୍ଥିକ ସ୍ଥିତି ମଝବୁତ ରହିବ । ଏହି ରାଶିର ବ୍ୟକ୍ତିମାନଙ୍କୁ ଅଚାନକ ଧନଲାଭ ହେବ । ଆପଣ ନିଜ ଜୀବନରେ ଉନ୍ନତି କରିବେ । ମାନସିକ ଚିନ୍ତା ଦୂର ହେବ । ଆପଣଙ୍କୁ ନିଜ ବ୍ୟାପାରରେ ନୂତନ ଅବସର ପ୍ରାପ୍ତି ହେବ । ଉଚ୍ଚ ଅଧିକାରୀମାନେ ଆପଣଙ୍କୁ କାର୍ଯ୍ୟରେ ସାହାର୍ଯ୍ୟ କରିବେ । ଟଙ୍କା ସମ୍ବନ୍ଧିତ ସବୁ ସମସ୍ୟା ଦୂର ହେବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *