‘କେବଳ ଅବିବାହିତ କପଲ୍ ମାନଙ୍କ ପାଇଁ ହିଁ OYO ରୁମ୍ ହେଇଛି, ହେଲେ ସେମାନେ ଯଦି…’ ଥରେ ଶୁଣନ୍ତୁ କଣ କହୁଛନ୍ତି OYO ର କର୍ମଚାରୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆମେ କହି ଥାଉ ଯେ ପ୍ରେମ ଏକ ପବିତ୍ର ସମ୍ପର୍କ ହୋଇ ଥାଏ ଯେଉଁଠି କେବଳ ନିସ୍ଵାର୍ଥପର ଭଲ ପାଇବା ରହି ଥାଏ । ପ୍ରେମ ରେ କାହାରି ପ୍ରତି ଛନ୍ଦ କପଟ ରହି ନଥାଏ କେବଳ ସ୍ୱଚ୍ଛ ଭଲ ପାଇବା ହିଁ ଥାଏ । କିନ୍ତୁ ଆଜି ର ଏହି ଟେକନୋଲୋଜି ଦୁନିଆଁ ରେ ଛୋଟ ପିଲା ମଧ୍ୟ ପ୍ରେମ କରି ବସିଲେଣି । ସ୍କୁଲ ବୟସରୁ ପ୍ରେମ ଆଜିକାଲି ନିତିଦିନିଆ କଥା ହେଇଗଲାଣି । ବର୍ତ୍ତମାନ ଯାହାକୁ ଦେଖିବ ତ ନିହାତି ଭାବେ ସ୍କୁଲ ଏବଂ କଲେଜ ରେ ପ୍ରାୟ ଯୁବକ ଯୁବତୀଙ୍କ ପ୍ରେମ ସମ୍ବନ୍ଧ ରହିଛି ।

ତେବେ ଆପଣମାନେ ସମସ୍ତେ ଓୟୋ ରୁମ ବିଷୟରେ ନିହାତି ଭାବରେ ଜାଣିଥିବେ । ବର୍ତ୍ତମାନ ସମୟରେ ଏହି ସବୁ ରୁମର ଚାହିଦା ଚାରିଆଡେ ବଢ଼ିବାରେ ଲାଗିଛି । ଏହାକୁ ନେଇ ଏକ ବହୁତ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏହା ସମ୍ପର୍କରେ ଅନେକ ଲୋକ କିଛି ତଥ୍ୟ ରଖିଛନ୍ତି । ତେବେ ଏହି ଓୟୋରେ କାମ କରୁଥିବା ଜଣେ ମହିଳା ଜଣଙ୍କର କହିବା କଥା ଯେ ଓୟୋର ସ୍ପେଶାଲିଟି ହେଉଛି କପଲ ମାନଙ୍କ ପାଇଁହିଁ ସ୍ପେସାଲ ଓୟୋ ରୁମ ଖୋଲା ଯାଇଛି ।

ଯେତେବେଳେ ଗେଷ୍ଟ ମାନେ ଆସୁଛନ୍ତି ଆମର ସବୁଠାରୁ ପ୍ରଥମ କାମ ହେଉଛି ଆମେ ଆଇଡି ପୃଫ ଦେଖୁଛୁ । ଆମେ ସର୍ଵ ପ୍ରଥମେ ଗେଷ୍ଟ ମାନଙ୍କୁ ତାଙ୍କର ଆଇଡି କାର୍ଡ ମାଗୁଛୁ । ଆମେ ଗ୍ରହଣ କରୁଚୁ ଡ୍ରାଇଭିଙ୍ଗ ଲାଇସେନ୍ସ, ଆଧାର କାର୍ଡ, କଲେଜ ଆଇଡି କିମ୍ବା ପାନ କାର୍ଡ ଆମେ ଗ୍ରହଣ କରୁନାହୁଁ । ଆମେ ପ୍ରଥମେ ତାଙ୍କର ବୟସ ଦେଖୁଛୁ । ୧୮ ବର୍ଷ ବୟସ ନିୟମ ରହିଛି । ୧୮ ବର୍ଷରୁ ତଳ ବୟସର ପିଲାଙ୍କୁ ଆମେ ଗ୍ରହଣ କରୁନାହୁଁ ।

ସେମାନେ ଏଠାକୁ ଆସନ୍ତି ନାହିଁ ଯଦି ଆସନ୍ତି ଆମେ ମନା କରିଦେଇ ଥାଉ । ସେମାନେ ଭାବୁଛନ୍ତି କି ଆମର କୌଣସି ଡିଟେଲସ ବାହାରକୁ ଯିବ ନାହିଁ । ଯେହେତୁ କପଲସ ମାନଙ୍କ ପାଇଁ ହିଁ ଓୟୋ ରହିଛି । ଏହାର ସ୍ପେସାଲିଟି ହେଉଛି କପଲସ୍ ମାନଙ୍କ ପାଇଁ ହିଁ ଓୟୋ କରା ଯାଇଛି । ତେବେ ବହୁତ ଅସୁବିଧା ହେଉଥିଲାକି ଅବିବାହୀତ କପଲ ମାନଙ୍କୁ କୌଣସି ଲଜ କିମ୍ବା ହୋଟେଲରେ ଅନୁମତି ଦିଆଯାଉନଥିଲା ।

ସେଥିପାଇଁ ଓୟୋ ହୋଇଛି । ତାଙ୍କର ଏହାକୁ ନେଇ ଏକ ଭାବନା ଓ ସେଫଟି ରହୁଛି ଯେ ଆମେ ଓୟୋକୁହିଁ ଯିବୁ । ଆଉ ଆମର ସବୁ ଗେଷ୍ଟ ମାନଙ୍କ ତଥ୍ୟ ପ୍ରତିଦିନ ବେସିସରେ ପୋଲିସ ଷ୍ଟେସନ ଯାଉଛି । ଆମର ଯେଉଁ ଆପ ରହିଛି ସେଥିରେ ମଧ୍ୟ ଅପଲୋଡ଼ କରାଯାଉଛି । ଅନଲାଇନ ଓ ଅଫ ଲାଇନ ଉଭୟ ଉପାୟରେ ଏହା ହେଉଛି । ଅନେକ କପଲ ଆସୁଛନ୍ତି । ଆମେ ପୁରା ପ୍ରପର ଆଇଡି ପୃଫ ରଖୁଛୁ ସଫ୍ଟ କପି ଆଲାଓ କରୁ ନାହୁଁ । ଏଠାକୁ ଆସିଲା ପରେ ଆମେ ଜାଣିପାରୁଛୁ ଆଇଡି ପୃଫ ଦେଖିକରି ।

ଆମେ ତାଙ୍କର ଏକ ଫଟୋ ନେଉଛୁ ଯଦି ମାସ୍କ ପିନ୍ଧିଛନ୍ତି କି ନିଜ ଫେସକୁ କଭର କରିଛନ୍ତି । ଆମେ ଆଇଡି ପୃଫ ରଖି ମ୍ୟାଚ କରୁଛୁ ଯଦି କାହାର ମ୍ୟାଚ କରୁନାହିଁ ଆମେ ଚେକ୍ ମଧ୍ୟ କରୁଛୁ । ତେବେ ଦୁଇ ଜଣଙ୍କ ଆଇଡ଼ି ପ୍ରୁଫ ନିହାତି ଆବଶ୍ୟକ ଅଟେ । ନଚେତ ରୁମ ହିଁ ଦିଆଯାଏ ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *