ଏମାନେ ହେଲେ Ollywood ର ଲୋକପ୍ରିୟ କାମେଡିଆନ ମାନଙ୍କ ସୁନ୍ଦରୀ ସ୍ତ୍ରୀ, ଦେଖନ୍ତୁ କାହା ସ୍ତ୍ରୀ ସବୁଠୁ ଅଧିକ ସୁନ୍ଦରୀ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସମସ୍ତ କମେଡିଆନ ଅଭିନେତା ମାନଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।କିନ୍ତୁ କଣ ଆପଣ ମାନେ ଆମ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରୁଥିବା କମେଡିଆନ ଅଭିନେତା ମାନଙ୍କ ରିଅଲ ଲାଇଫ ପତ୍ନୀ ଙ୍କ ସମ୍ବନ୍ଧରେ ଜାଣିଛନ୍ତି କି? ସେ ବାସ୍ତବ ଜୀବନ ରେ କାହାକୁ ବିବାହ କରିଛନ୍ତି ଏବଂ ସେମାନେ କଣ କରନ୍ତି ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି କମେଡିଆନ ହରିହର ମହାପାତ୍ର।ଆପଣ ମାନେ ହରି ଙ୍କୁ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଦେଖିଥିବେ। ଏହି ଅଭିନେତା ଙ୍କ ରିଅଲ ଲାଇଫ ପତ୍ନୀ ଙ୍କୁ ଆପଣ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ।

୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ପପୁ ପମପମ। ଓଡ଼ିଆ ଫିଲ୍ମ ର ଜବରଦସ୍ତ କମେଡିଆନ ପପୁ ପମପମ ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ତେବେ ଏହି ଫଟୋ ରେ ଯିଏ ଅଛନ୍ତି ସେ ହେଉଛନ୍ତି ପପୁ ଙ୍କ ସ୍ତ୍ରୀ।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ଗୁଡୁ।ଏହି ଅଭିନେତା ଙ୍କୁ ଆପଣ ମାନେ ଅନେକ ଫିଲ୍ମ ରେ କମେଡ଼ି କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଗତ କିଛି ଦିନ ତଳେ ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ତାଙ୍କ ପତ୍ନୀ ଙ୍କ ନାମ ହେଉଛି ପ୍ରିୟଙ୍କା।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଓଲିଉଡ ର କମେଡ଼ି କିଙ୍ଗ ଜୟୀରାମ ସାମଲ। ଜୟୀ ଙ୍କୁ ଆପଣ ମାନେ ଅନେକ ଓଡ଼ିଆ ଫିଲ୍ମ ରେ ଦର୍ଶକ ମାନଙ୍କୁ ହସାଉ ଥିବାର ଦେଖିଥିବେ। ତେବେ ଆପଣ ଏହି ଫଟୋ ରେ ଜୟୀ ଙ୍କ ପତ୍ନୀ ଙ୍କୁ ନିଶ୍ଚିତ ଭାବରେ ଦେଖି ପାରୁଥିବେ।

୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ପ୍ରଜ୍ଞା। ଆପଣ ମାନେ ପ୍ରଜ୍ଞା ଙ୍କୁ ଅନେକ ଓଡ଼ିଆ ଫିଲ୍ମ ଓ ରିଆଲିଟି ସୋ ରେ ଦେଖିଥିବେ। ତେବେ ଏହି କମେଡ଼ି ଅଭିନେତା ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଏବଂ ସେ ସିଙ୍ଗଲ ଅଛନ୍ତି।

୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ସମ୍ବଲପୁର ର ଜବରଦସ୍ତ କମେଡିଆନ ଯୋଗେଶ ଜୋଜୋ।ଆପଣ ମାନେ ଜୋଜୋ ଙ୍କ ଅନେକ କମେଡ଼ି ଭିଡିଓ ଦେଖିଥିବେ। ଯୋଗେଶ ଜୋଜୋ ଙ୍କ ପତ୍ନୀ ଙ୍କ ନାମ ହେଉଛି ସିବାନୀ।ଉଭୟ ପରସ୍ପର କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଓଲିଉଡ ଫିଲ୍ମ ତଥା ଆଲବମ୍ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ କମେଡିଆନ ସୁମନ। ସୁମନ ଙ୍କୁ ଆପଣ ଅନେକ ଫିଲ୍ମ ଓ ଆଲବମ୍ ରେ କମେଡ଼ି କରିଥିବାର ଦେଖିଥିବେ।ଆପଣ ମାନେ ସୁମନ ଙ୍କ ପତ୍ନୀ ଙ୍କୁ ଏହି ଫଟୋ ମାଧ୍ୟମରେ ଦେଖି ପାରୁଥିବେ।

Leave a Reply

Your email address will not be published. Required fields are marked *