ଦେଖନ୍ତୁ Ollywood ର ଲୋକପ୍ରିୟ ହିରୋଇନ ମାନଙ୍କ ହ୍ୟାଣ୍ଡସମ ସ୍ଵାମୀ, 1 ନମ୍ବର ଯୋଡି ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ହେଲେ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କ ହ୍ୟାଣ୍ଡସମ ସ୍ଵାମୀ ମାନଙ୍କୁ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଓଡିଆ ଅଭିନେତ୍ରୀ ମାନଙ୍କ ହ୍ୟାଣ୍ଡସମ ସ୍ଵାମୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅର୍ଚ୍ଚିତା ସାହୁ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଅର୍ଚ୍ଚିତାଙ୍କ ସ୍ଵାମୀ ହେଉଛନ୍ତି ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ର । ଏହି ଦୁଇଜଣ ଗତ କିଛି ମାସ ତଳେ ବିବାହ କରିଥିଲେ ।

ବର୍ଷା ପ୍ରିୟଦର୍ଶନୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ବର୍ଷାଙ୍କ ସ୍ଵାମୀ ହେଉଛନ୍ତି ଅନୁଭବ ମହାନ୍ତି ଓ ଏହି ଦୁଇଜଣ ୨୦୧୪ରେ ବିବାହ କରିଥିଲେ । ଅନୁଭବ ମଧ୍ୟ ଓଡିଆ ଅଭିନେତା ଅଟନ୍ତି ।

ଝିଲିକ ଭଟ୍ଟାଚାର୍ଜ୍ୟ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଝିଲିକ ଭଟ୍ଟାଚାର୍ଜ୍ୟ । ଝିଲିକଙ୍କୁ ଆପଣ ମାନେ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ଝିଲିକଙ୍କ ସ୍ଵାମୀ ହେଉଛନ୍ତି ଦିବ୍ୟ ରଞ୍ଜନ ଘଡେଇ ଓ ଏହି ଦୁଇଜଣ ୨୦୨୦ରେ ବିବାହ କରିଥିଲେ । ଦିବ୍ୟ ରଞ୍ଜନ ଜଣେ ରାଜନୀତିଜ୍ଞ ଅଟନ୍ତି ।

କୋଏଲ ବାନାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି କୋଏଲ ବାନାର୍ଜୀ । କୋଏଲଙ୍କ ସ୍ଵାମୀ ହେଉଛନ୍ତି ବବି ମିଶ୍ର । ବବି ମଧ୍ୟ ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ଅଟନ୍ତି ।

ଜିନା ସାମଲ- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଜିନା ସାମଲ । ଆପଣ ମାନେ ସମସ୍ତେ ଜିନାଙ୍କୁ ଅନେକ ଫିଲ୍ମରେ ଦେଖିଥିବେ । ଜିନାଙ୍କ ସ୍ଵାମୀ ହେଉଛନ୍ତି ରୁଦ୍ର ପାଣିଗ୍ରାହୀ । ଏହି ଦୁଇଜଣ ୨୦୧୭ ମସିହାରେ ବିବାହ କରିଥିଲେ ।

ଆନିଶା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଆନିଶା ଶର୍ମା । ଆପଣ ମାନେ ସମସ୍ତେ ଆନିଶାଙ୍କୁ ଅନେକ ଫିଲ୍ମ ଓ ସିରିଏଲରେ ନିଶ୍ଚୟ ଦେଖିଥିବେ । ଆନିଶା ଓଡିଆ ଅଭିନେତା ସୁଭାସିସ ଶର୍ମାଙ୍କ ସହ ୨୦୧୬ରେ ବିବାହ କରିଥିଲେ ।

ରଚନା ବାନାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ରଚନା ବାନାର୍ଜୀ । ଆପଣ ମାନେ ସମସ୍ତେ ରଚନାଙ୍କୁ ଅନେକ ଓଡିଆ ଫିଲ୍ମରେ ଦେଖିଥିବେ । ରଚନା ୨୦୦୭ ମସିହାରେ ପ୍ରୋବାଲ ବାସୁଙ୍କ ସହ ବିବାହ କରିଥିଲେ ।

ପ୍ରିୟା ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ପ୍ରିୟା ଚୌଧୁରୀ । ଆପଣ ମାନେ ସମସ୍ତେ ପ୍ରିୟାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ପ୍ରିୟାଙ୍କ ସ୍ଵାମୀ ହେଉଛନ୍ତି କୁଶନ କୁମାର ଓ ପ୍ରିୟାଙ୍କର ଗୋଟେ ପୁଅ ବି ଅଛି ।

Leave a Reply

Your email address will not be published. Required fields are marked *