ଓଡିଆ ଜୋକ୍ସ: ଓକିଲ ଅପରାଧୀ କୁ ପଚାରିଲେ ହଁ ତ ତୁମେ ଯେତେବେଳେ ଘରକୁ ଆସିଲ ତ ତୁମେ ଦେଖିଲ କି ତୁମ ସ୍ତ୍ରୀ ଆଉ କାହା ସହିତ ବେଡ ରେ ଥିଲେ, ତୁମେ….

ନମସ୍କାର ବନ୍ଧୁଗଣ ଜୀବନରେ ଖୁସିର ବହୁତ ଆବଶ୍ୟକତା ରହିଥାଏ । ମଣିଷ ନିଜ ଜୀବନରେ ସବୁବେଳେ ଚିନ୍ତାରେ ରହୁଥିବା ବେଳେ ଖୁସିର ଆନନ୍ଦ ନେଇ ପାରୁ ନାହିଁ । ଆଜିଆମେ ଆପଣ ମାନଙ୍କ ମନକୁ ଖୁସି କରିବା ପାଇଁ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

Joke 1

ସାନ୍ତା- ସକାଳୁ ସକାଳୁ ମୋ ପଡୋସନ କହୁଥିଲା କି ମୋ ପେଟରେ ମୂଷା ଦୌଡିଲେଣି ….

ବାନ୍ତା – ତାହେଲେ ତୁ କଣ କଲୁ ?

ସାନ୍ତା- ମୁଁ ତାକୁ ମୂଷା ମରା ଔଷଧ ଖୁଆଇ ଦେଲି

ଦୁଇ ଘଣ୍ଟା ହେଲାଣି ଶୋଇଛି, ଟ୍ୟାଙ୍କ ୟୁ ବି କହିଲାନି ….!!!

Joke 2

ବାପା (ପୁଅ ଉପରେ ରାଗିଯାଇ)- ତୋ ଦ୍ଵାରା ଗୋଟେ କାମ ବି ଠିକ ସେ ହେଉନି….

ତତେ ପୁଦିନା ଆଣିବାକୁ କହିଥିଲି ଆଉ ତୁ ଧନିଆ ନେଇ ଆସିଲୁ

ତୋ ଭଳିଆ ମୂର୍ଖ କୁ ତ ଘରୁ ବାହାର କରିଦେବା କଥା !

ପୁଅ- ­­ପାପା ଚାଲ ସାଙ୍ଗ ହେଇ ବାହାରି ଯିବା

ବାପା- କାହିଁକି ?

ପୁଅ- କାହିଁକି ନା ମମ୍ମୀ କହୁଥିଲା କି ଇଏ ମେଥି ବୋଲି ….!!!

Joke 3

ମାଷ୍ଟର- ଝିଅମାନେ ଯଦି ପରଧନ ହେଇଥାନ୍ତି ତେବେ ପୁଅମାନେ କଣ ହେଇଥାନ୍ତି ?

ପପୁ- ସାର ପୁଅମାନେ ଚୋର ହେଇଥାନ୍ତି !

ମାଷ୍ଟର- କେମିତି ?

ପପୁ- କାହିଁକି ନା ଚୋରଙ୍କର ନଜର ସବୁବେଳେ ପରଧନ ଉପରେ ଥାଏ ….!!!

Joke 4

ପୁଅ- ମା’ ଖୁସି ଖବର….ମତେ 7 ଜନ୍ମ ପାଇଁ ଚାକିରି ମିଳିଗଲା

ମା- ଠିକ ଅଛି ପୁଅ, କିନ୍ତୁ କେମିତି ?

ପୁଅ- ମତେ ‘STAR PLUS’ ର “SERIAL’ ରେ କାମ ମିଳିଗଲା !

Joke 5

ପପୁ ହୋଟେଲ ରେ ଚେକ ଇନ କରିଲା

ପପୁ- ଗୋଟିଏ ଡବଲ ରୁମ ଦରକାର ….

ହୋଟେଲ ମ୍ୟାନେଜର- କିନ୍ତୁ ସାର, ଆପଣ ତ ଏକୁଟିଆ ଅଛନ୍ତି

ପପୁ- ହଁ, କିନ୍ତୁ ମୁଁ ଜଣେ ବିବାହିତ ପୁରୁଷ…

ତ ମୋର ଇଚ୍ଛା ଅଟେ କି ବେଡ ର ଅନ୍ୟ ପଟେ ମୁଁ ଟିକେ ଶାନ୍ତି ଅନୁଭବ କରିବି ….!

Joke 6

ମୁକେଶ- ଡାକ୍ତର ସାହାବ, ମୋର ଗୋଟିଏ ଅସୁବିଧା ଅଛି

ଡାକ୍ତର- କଣ ?

ମୁକେଶ- କଥା ହେବା ସମୟରେ ମତେ ମଣିଷ ଦେଖାଯାଏ ନାହିଁ ?

ଡାକ୍ତର- ଏମିତି କେତେବେଳେ ହୁଏ ?

ମୁକେଶ- ଫୋନ ରେ କଥା ହେବା ସମୟରେ….!!!

Joke 7

ଓକିଲ ଅପରାଧୀ କୁ ପଚାରିଲେ

ଓକିଲ- ହଁ ତ ତୁମେ ଯେତେବେଳେ ଘରକୁ ଆସିଲ ତ ତୁମେ ଦେଖିଲ କି

ତୁମ ସ୍ତ୍ରୀ ଆଉ କାହା ସହିତ ବେଡ ରେ ଥିଲେ !!!

ଅପରାଧୀ- ଆଜ୍ଞା ହଁ, ଏହା ବିଲକୁଲ ସତ ଅଟେ !

ଓକିଲ- ତୁମେ ପିସ୍ତଲ ବାହାର କଲ ଓ ନିଜ ସ୍ତ୍ରୀ କୁ ଗୁଳି ମାରିଦେଲେ !

ଅପରାଧୀ- ଆଜ୍ଞା ହଁ, ଏହା ବି ସତ ଅଟେ !

ଓକିଲ- ତ ତୁମକୁ ମୋର ପ୍ରଶ୍ନ ଏହା ଅଟେ କି ତୁମେ ନିଜ ସ୍ତ୍ରୀ କୁ ହିଁ କାହିଁକି ମାରିଲ ?

ତାର ପ୍ରେମୀ କୁ କାହିଁକି ମାରିଲନି ?

ଅପରାଧୀ- ସିଧା କଥା ସାହାବ, ସବୁ ଦିନ ଅଲଗା ଅଲଗା ଲୋକଙ୍କୁ ମାରିବା ଅପେକ୍ଷା…ସ୍ତ୍ରୀ କୁ ହିଁ ମାରିଦିଅ…କାମ ଶେଷ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *