‘ମୋ ପୁଅକୁ ଜାତୀୟ ପତାକାରେ ଢକାଯାଉ’ କହି କାନ୍ଦି ପକେଇଲେ ମୃତ ODRAF ଯବାନ ଙ୍କ ବାପା, ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ନିଖୋଜ ଓଡ୍ରାଫ ଯବାନଙ୍କ ମୃ-ତ ଦେହ ଉଧାର ହୋଇଥିଲା । ଯବାନ ଜଣକ ଅପରେସନ ଗଜରାଜରେ ଯାଇଥିଲେ । ହାତୀଟି ଦୀର୍ଘ ସମୟ ଧରି ମୁଣ୍ଡଳି ବ୍ରିଜରେ ଫ-ସି ରହିଥିବାରୁ ତାକୁ ହୁଡାଇବା ପାଇଁ ମହାନଦୀ ଭିତରକୁ ଏକ ଓଡ୍ରାଫ ଟିମ ଯାଇଥିଲା । ସେହି ଟିମ ସହ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସ ମଧ୍ୟ ଯାଇଥିଲେ । ହେଲେ ମହାନଦୀ ସ୍ରୋତ ହଠାତ ବଢି ଯିବାରୁ ବୋଟଟି ଓ-ଲୋ-ଟି ଯାଇଥିଲା ।

ସେହି ଦୁ-ର୍ଘ-ଟ-ଣା-ରେ ସାମ୍ବାଦିକ ଅରିନ୍ଦମ ଦାସ ନିଜ ପ୍ରା-ଣ ହରାଇଥିଲେ । ହେଲେ ଓଡ୍ରାଫ ଟିମରେ ଜଣେ ଯବାନ ସେହି ଦୁ-ର୍ଘ-ଟ-ଣା ଫଳରେ ନି-ଖୋ-ଜ ହୋଇ ଯାଇଥିଲେ । ତାଙ୍କୁ ଖୋଜିବା ପାଇଁ ଏନଡିଆରଏଫର ଏକ ଟିମ ଆସିଥିଲେ ଓ ସର୍ଚ ଅପରେସନ ଆରମ୍ଭ କରିଥିଲେ । ଗତ କାଲି ତାଙ୍କର ମୃ-ତ ଦେହକୁ ଉଧାର କରଯାଇଥିଲା । ବର୍ତ୍ତମାନ ଓଡ୍ରାଫ ଟିମର ନି-ଖୋ-ଜ ସିପାହୀଙ୍କ ମୃ-ତ ଦେହ ତାଙ୍କ ଜନ୍ମ ମାଟିକୁ ପହଞ୍ଚିଛି ।

ଆଜି ପୈତୃକ ଗ୍ରାମରେ ହବ ଶେ-ଷ-କୃ-ତ । ଓଡ୍ରାଫ ଯବାନଙ୍କ ଅ-କା-ଳ ବି-ୟୋ-ଗ ପାଇଁ ତାଙ୍କ ପରିବାର ଲୋକ ଦୁଃଖରେ ଭା-ଙ୍ଗି ପଡିଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ତାଙ୍କ ସହ ଜଡିତ ଅନେକ ଭିଡିଓ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ବର୍ତ୍ତମାନ ମଧ୍ୟ ଏକ ଭିଡିଓ ବହୁତ ଚର୍ଚାରେ ଅଛି ସେହି ଭିଡିଓରେ ମୃ-ତ ଯବାନଙ୍କ ବାପା ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ।

ମୃ-ତ ଯବାନଙ୍କ ବାପାଙ୍କ ମତରେ-‘ମୋ ପୁଅ ନିଜ ଦାଇତ୍ଵ ପୂରଣ କରିବା ସମୟରେ ମୃ-ତ୍ୟୁ ବରଣ କରିଛି ହେଲେ ତା ପାଇଁ ସରକାର କିଛି ଡିକ୍ଳାର କରିଲେ ନାହିଁ । ମୋ ପୁଅ ଦେହରେ ଜାତୀୟ ପତାକା ଢଙ୍କା ହେଲା ନାହିଁ । ଯେତେବେଳ ପର୍ଯ୍ୟନ୍ତ ମୋ ପୁଅ ଦେହରେ ଜାତୀୟ ପତାକା ଢଙ୍କାଯିବ ନାହିଁ ସେତେବେଳ ପର୍ଯ୍ୟନ୍ତ ଆମେ ଗାଡିରୁ ବହନ କରିବୁ ନାହିଁ ଆମ ପୁଅକୁ’ ।

ଆଗକୁ ତାଙ୍କ ବାପା କହିଛନ୍ତି-‘ ମୋ ପୁଅର ଛୋଟ ଛୋଟ ଛୁଆ ଅଛନ୍ତି ତାଙ୍କର ପାଠ ପଢାର ସମସ୍ତ ଦାଇତ୍ଵ ବହନ କରିବ ସରକାର ଓ ପିଲା ମାନଙ୍କୁ ଚାକିରି ମଧ୍ୟ ଦେଉ । ଏହା ସହିତ ଆମକୁ ୨୦ ଲକ୍ଷ ଟଙ୍କା ଦରକାର’ । ବନ୍ଧୁଗଣ ମୃ-ତ ଯବାନଙ୍କ ଅ-କା-ଳ ବି-ୟୋ-ଗ ପାଇଁ ସାରା ଓଡିଶା ବାସୀ ଦୁଃଖ ପ୍ରକାଶ କରୁଛନ୍ତି । ତାଙ୍କର ଅମର ଆତ୍ମା ପାଇଁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ, ଆପଣ ମାନେ ତେହିରେ ଏକମତ ଥିଲେ ନିଶ୍ଚୟ ଥରେ ଲାଇକ ଓ ସେୟାର କରି ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *