ଓଡିଶୀ ନାଚିଲେ ରୂପା, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଏ ଦୁନିଆରେ ସମସ୍ତ ମଣିଷ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧ, ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା ସମସ୍ତ ଲୋକ ଏବେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡିଆ ଦ୍ଵାରା ଅନେକ ଲୋକ ନିଜର ଟ୍ୟାଲେନ୍ଟ ପଦର୍ଶନ କରି ଫେମସ ମଧ୍ୟ ହୋଇପାରୁଛନ୍ତି ।

ଆଜି ଆମେ ଏଭଳି ଏକ ଦମ୍ପତ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସୋସିଆଲ ମିଡିଆ ମାଧ୍ୟମରେ ସାରା ଓଡିଶାରେ ଆଜି ଫେମସ ହୋଇପାରିଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ଦମ୍ପତ୍ତି ହେଉଛନ୍ତି ରୂପା ଓ ପିଣ୍ଟୁ । ଆପଣ ମାନେ ସମସ୍ତେ ରୂପା ପିଣ୍ଟୁଙ୍କ ୟୁଟ୍ୟୁବ ଚ୍ୟାନେଲ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣ ଅନେଲ ଆଲବମ ଭିଡିଓ ଅପଲୋଡ କରନ୍ତି ଓ ଏହା ସହ ବ୍ଲଗିଙ୍ଗ ଭିଡିଓ ମଧ୍ୟ କରନ୍ତି ।

ଓଡିଶାରେ ଏହି ଦୁଇଜଣଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ରୂପା ଓ ପିଣ୍ଟୁଙ୍କୁ ଲୋକମାନେ ବହୁତ ଅଧିକ ଭଲ ପାଉଛନ୍ତି । ତେବେ ଗତ କିଛି ସମୟ ହେବ ରୂପାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି ଭିଡିଓଟି ହେଉଛି ରଥ ଯାତ୍ରା ସମୟର । ରଥ ଯାତ୍ରାରେ ଏହି ଆଲବମ ଭିଡିଓକୁ ବନା ହୋଇଛି । ଏହି ଭିଡିଓରେ ରୂପା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭଜନ ଗୀତ ଗାଉଥିବାର ନଜର ଆସୁଛନ୍ତି । ତାଙ୍କ ଦୁଇ ପଟେ ଦୁଇଜଣ ଝିଅ ଓଡିଶୀ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ଆଉ ରୂପା ମଧ୍ୟ ଗୀତ ଗାଇବା ସହ ସେହି ଦୁଇ ଝିଅଙ୍କ ତାଳରେ ତାଳ ମିଶାଇ ଓଡିଶୀ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି ।

ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ଆଗରେ ରୂପା ଏଭଳି ଭାବରେ ଭଜନ ଗାଇ ଲୋକ ମାନଙ୍କର ମନ ଜିତି ଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ବେସ ଭାଇରାଲ ହେଉଛି ଆଉ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହି ଭିଡିଓଟିକୁ ବେସ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *