ଏମାନେ ହେଲେ ଓଡିଶାର Top 12 ଧନୀ ବ୍ୟକ୍ତି, ଦେଖନ୍ତୁ କାହା ପାଖରେ ଅଛି କେତେ ସମ୍ପତ୍ତି ? କେତେ ନମ୍ବରରେ ଅଛନ୍ତି CM Naveen Patnaik

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାରେ ରହୁଥିବା ଅନେକ ବରିଷ୍ଠ ବ୍ୟକ୍ତି ମାନଙ୍କୁ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଓଡିଶାର ସବୁଠାରୁ ଧନୀ ବ୍ୟକ୍ତି ଓ ମହିଳା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆମ ଲିଷ୍ଟର ଦ୍ଵାଦଶ ସ୍ଥାନରେ ଅଛନ୍ତି ବିଜେଡି ଦଳର  ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ । ଟୁକୁନି 5 କୋଟି ଟଙ୍କାର ମାଲିକ ଅଟନ୍ତି ।

ଆମ ଲିଷ୍ଟର ଏକାଦଶ ସ୍ଥାନରେ ଅଛନ୍ତି ପ୍ରତାପ ଜେନା । ପ୍ରତାପ ବିଜେଡି ଦଳରେ ପଞ୍ଚାୟତି ରାଜ ମନ୍ତ୍ରୀ ଅଟନ୍ତି । ତାଙ୍କ ପାଖରେ 10 କୋଟି ଟଙ୍କାର ସମ୍ପତି ଅଛି ।

ବନ୍ଧୁଗଣ ଆମ ଲିଷ୍ଟର ଦଶମ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କ ପାଖରେ 12 କୋଟି ଟଙ୍କାର ସମ୍ପତି ଅଛି ।

ଆମ ଲିଷ୍ଟର ନବମ ସ୍ଥାନରେ ଅଛନ୍ତି ଅଚ୍ୟୁତ ସାମନ୍ତ । ଅଚ୍ୟୁତ 15 କୋଟି ଟଙ୍କାର ମାଲିକ ଅଟନ୍ତି । ସେ କିଟ ଗ୍ରୁପର ପ୍ରତିଷ୍ଠାତା ଅଟନ୍ତି ।

ବନ୍ଧୁଗଣ ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ନିତେଶ ଗଙ୍ଗଦେବ । ନିତେଶ ସମ୍ବଲପୁର ରାଜ୍ୟରେ ବିଜେପି ଦଳର ଏମପି ଅଟନ୍ତି । ନିତେଶ 27 କୋଟି ଟଙ୍କାର ମାଲିକ ଅଟନ୍ତି ।

ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଜାଗି ମଙ୍ଗତ ପଣ୍ଡା । ଜାଗି ବୈଜନ୍ତି ପଣ୍ଡାଙ୍କ ସ୍ତ୍ରୀ ଅଟନ୍ତି ଆଉ ଓଟିଭିର କୋ-ଫାଉଣ୍ଡର ଅଟନ୍ତି । ଜାଗି ମଙ୍ଗତ ପଣ୍ଡା 31 କୋଟି ଟଙ୍କାର ମାଲିକ ଅଟନ୍ତି ।

ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ନବକୀଶୋର ଦାସ । ନବ କିଶୋର ବିଜେଡି ଦଳରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅଛନ୍ତି । ନବ କିଶୋର 33 କୋଟି ଟଙ୍କାର ମାଲିକ ଅଟନ୍ତି ।

ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ବିଜୟ ମହାପାତ୍ର । ବିଜୟ ବିଜେଡି ଦଳରେ ବରିଷ୍ଠ ନେତା ଅଟନ୍ତି । ବିଜୟଙ୍କ ପାଖରେ 38 କୋଟି ଟଙ୍କାର ସମ୍ପତ୍ତି ଅଛି ।

ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଓଡିଶାର ମୁଖ୍ୟମନ୍ତ୍ରୀ ଅଟନ୍ତି ଓ ତାଙ୍କ ପାଖରେ 63 କୋଟି ଟଙ୍କାର ସମ୍ପତି ଅଛି ।

ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବୈଜନ୍ତି ପଣ୍ଡା । ବୈଜନ୍ତି ପଣ୍ଡା ବିଜେପି ଦଳର ରାଜନେତା ଅଟନ୍ତି ତାଙ୍କ ପାଖରେ 80 କୋଟି ଟଙ୍କାର ସମ୍ପତି ଅଛି ।

ବନ୍ଧୁଗଣ ଏବେ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବବି ମହାନ୍ତି । ବବି ମହାନ୍ତି କଂଗ୍ରେସର ରାଜନେତା ଅଟନ୍ତି । ବବିଙ୍କ ପାଖରେ 110 କୋଟି ଟଙ୍କାର ସମ୍ପତି ଅଛି ।

ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସୁବ୍ରତ ବାଗଚି । ସୁବ୍ରତ ମିଣ୍ଡ ଟ୍ରିର କୋ ଫାଉଣ୍ଡର ଅଟନ୍ତି । ସୁବ୍ରତଙ୍କ ପାଖରେ 2500 କୋଟିର ସମ୍ପତି ଅଛି ।

Leave a Reply

Your email address will not be published. Required fields are marked *