“ଓଡିଶା ଜଗନ୍ନାଥଙ୍କ ଦେଶ, ଏଠି ବମ୍ବେ ଷ୍ଟାଇଲ ଚଳିବନି…ଆମ ଭଳି ପୁଅ ପ୍ରକୃତିକୁ ଛେପ ପକାଇବ, ସେ ଯେମିତି…” ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଷ୍ଟାର ଦମ୍ପତ୍ତିଙ୍କ କଳି ବର୍ତ୍ତମାନ ହାଟରେ ପଡି ଦାଣ୍ଡରେ ଗଡୁଛି । ଏପଟେ ବାବୁସାନ ନିଜର ଜନ୍ମଦିନ ପାଳନ କରିବାକୁ ଘୋଷଣା କରିଥିଲେ । ମାତ୍ର ସେ ଗୋଟିଏ ସୂଚନା ଦେଇଥିଲେ ଯାହା ହେବ ଭଲ ହେବ । ମାତ୍ର କେଉଁଠି ନା କେଉଁଠି ଏହିସବୁ କଥା ନେଇ ଚର୍ଚ୍ଚା ଉଠିଲାଣି ଯେ ଫିଲ୍ମ ଜଗତ ପଛକୁ ଚାଲିଯାଇଛି । ତେବେ ଏହି ସମ୍ବନ୍ଧରେ ଆକ୍ସନ ହିରୋ ରାଜବିର କହିଛନ୍ତି ଯେ ମୁଁ ମନ୍ତବ୍ୟ ଦେବାକୁ ଚାହୁଁନାହିଁ କିଛି କାରଣ ମୁଁ ଜଣେ ଆକ୍ସନ ହିରୋ ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିଛି ।

ମାତ୍ର ବାବୁସାନ ଜଣେ ଡାଇମଣ୍ଡ ହିରୋ ଅଟନ୍ତି । ତାଙ୍କ ସହିତ ଟକ୍କର କରିଲା ଭଳି ବର୍ତ୍ତମାନ ହିରୋ ଅନ୍ୟ କେହି ନାହାଁନ୍ତି । ମାତ୍ର ମି-ଡି-ଆ ଆଗରେ ସେ ଅନୁରୋଧ କରି କହିଛନ୍ତି ଯେ ଯେତେ ସମ୍ଭବ ଏହାକୁ ସମାଧାନ କରିବାକୁ ଚେଷ୍ଟା କରିଲେ ତାହା ଉତ୍ତମ ହେବ । ମାତ୍ର ଜୀବନରେ ସମସ୍ତେ ଦୋଷ କରିଥାନ୍ତି । ଯଦି ସେହିଭଳି କିଛି ଭୁଲ ସେ କରିଦେଇଛନ୍ତି ତଥା ଦୋଷ କରିଦେଇଛନ୍ତି ତେବେ ଗୋଟେ ଥର ନିଶ୍ଚିତ ଭାବରେ କ୍ଷମା କରିଦେବା ଉଚିତ ।

ରାଜବିର ଏହା ମଧ୍ୟ କହିଛନ୍ତି ଯେ ମୋ ଘରୁ ମାତ୍ର ୪ କିମି ଦୂରରେ ବାବୁସାନଙ୍କ ଘର । ଏବଂ ସେ ତାଙ୍କୁ ପିଲାଦିନୁ ଜାଣିଛନ୍ତି, ରିୟଲ ଲାଇଫରେ ସେ ବହୁତ ଭଲ । ମାତ୍ର କେମିତି ସେ ଭୁଲ କରିଦେଇଛନ୍ତି ଭଗବାନ ମାତ୍ରେ ଭୁଲ କରିଛନ୍ତି । ତେବେ ଯଦି ସେ ଭୁଲ କରିଛନ୍ତି ତାଙ୍କୁ ନିଶ୍ଚିତ ଭାବରେ ସମସ୍ତେ କ୍ଷମା କରିଦିଅନ୍ତୁ । ଅଭିନୟ ଜଗତରେ ବାବୁସାନ ବହୁତ ଆଗରେ ଅଛନ୍ତି । ଏଣୁ ସେ ଏହିସବୁ ସମସ୍ୟାରୁ ବାହାରକୁ ଆସି ଆହୁରି ଆଗକୁ ବଢନ୍ତୁ ।

ମାତ୍ର ଏହିଭଳି ଭାବରେ ଯଦି ସମସ୍ୟା ଲାଗିରୁହେ ତେବେ ମାନସିକ ଭାରସାମ୍ୟ ହରାଇ ବାବୁସାନ କିଛି ମଧ୍ୟ କରିଦେଇ ପାରନ୍ତି । ତୃପ୍ତି ଯାହା କରିଛନ୍ତି ଠିକ କରିଛନ୍ତି । ତାଙ୍କ ଜାଗାରେ ଆଉ କିଏ ହୋଇଥିଲେ ମଧ୍ୟ ଏହା କରିଥାନ୍ତା ଯାହା ତୃପ୍ତି କରିଲେ । ଏବଂ ରାଜବିର ପ୍ରକୃତିକୁ କହିଛନ୍ତି ଯେ ଏଟା ହେଉଛି ଓଡିଶା, ଏବଂ ଏଠାରେ ଲୋକମାନଙ୍କର ସେଣ୍ଟିମେଣ୍ଟ ଅଲଗା । ଏଠି ଛୋଟ ଡ୍ରେସ ପିନ୍ଧିଦେଲେ କିଏ ବଡ ହେଇଯିବନାହିଁ ।

ଏଠାରେ ବମ୍ବେ ଷ୍ଟାଇଲ ଦେଖାଇଲେ କେଉଁ ପୁଅ କେବେ ପଟିବ ନାହିଁ । ଆମ୍ଭଭଳି ପୁଅ ହେଲେ ସେ ପ୍ରକୃତିଙ୍କୁ ଛେପ ପକାଇବ ବୋଲି କହିଛନ୍ତି ରାଜବିର । ମାତ୍ର ପ୍ରକୃତି ମିଶ୍ର ଓଡିଆ ଇଣ୍ଡଷ୍ଟ୍ରୀରେ କାହିଁ କିଛି ହାଇ ଲେବଲର ଫିଲ୍ମତ ଏ ପର୍ଯ୍ୟନ୍ତ କରିନାହାଁନ୍ତି । ମାତ୍ର ବ୍ରାହ୍ମଣ ପରିବାରର ଝିଅ ହୋଇ ଜଗନ୍ନାଥ ଙ୍କ ଦେଶରେ ଏହିଭଳି ଖୁଲମଖୋଲା ଛୋଟ ଡ୍ରେସ ପିନ୍ଧି ବୁଲିବା ଠିକ ନୁହେଁ ବୋଲି କହିଛନ୍ତି ରାଜବିର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *